ଗତ 5 ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି କଣ ରହିଛି 22 କ୍ୟାରେଟ ଓ 24 କ୍ୟାରେଟ Gold Rate

କହିବାକୁ ଗଲେ କିଛି ଦିନ ପୂର୍ବେ କରୋନାର ସ୍ଥିତିକୁ ଦେଖି ଲାଗୁଥିଲା କି ବର୍ତ୍ତମାନ ସବୁ ଠିକ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଲାଗୁଛି କି କରୋନା ପୁଣି ଥରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି । କିନ୍ତୁ ଏହି ସବୁ ଦ୍ଵାରା ସାଧାରଣ ମନୁଷ୍ୟମାନଙ୍କୁ ନିଜ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି । କିନ୍ତୁ ଏହି ସବୁ ମଧ୍ୟରେ ସୁନା ଓ ଚାନ୍ଦିର ମୂଲ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ତେବେ ଚାଲାନ୍ତୁ ଜାଣିବା ଆଜିର ସୁନା ଓ ଚାନ୍ଦି କେତେ ଅଛି ଓ ଏହା କେତେ ଟଙ୍କା କମିଛି ।

କହିବାକୁ ଗଲେ ୪, ୫ ଦିନ ହେବ ସୁଁ ଓ ଚାନ୍ଦିର ମୂଲ୍ୟ ବହୁତ ତଳକୁ ଖସି ଯାଇଛି ।

କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ପ୍ରତି ୧୦ ଗ୍ରାମକୁ ୨୭୦ ଟଙ୍କା କମିଛି ଓ ଗତକାଲି ୬୫ ଟଙ୍କା କମିଥିଲା । ସେହିଭଳି ଆଜି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୨୭୦ ଟଙ୍କା, ୮ ଗ୍ରାମକୁ ୩୪,୧୬୦ ଟଙ୍କା, ୧୦ ଗ୍ରାମକୁ ୪୨,୭୦୦ ଟଙ୍କା, ୧୦୦ ଗ୍ରାମକୁ ୪,୨୭,୦୦୦ ଟଙ୍କା ଅଛି ।

କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତ କାଲି ଅପେକ୍ଷା ୫୫୦ ଟଙ୍କା କମିଛି ଓ ଗତ କାଲି ୧୫୦ ଟଙ୍କା କମିଥିଲା । ୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୪,୬୫୮ ଟଙ୍କା, ୮ ଗ୍ରାମକୁ ୩୭,୨୬୪ ଟଙ୍କା, ୧୦ ଗ୍ରାମକୁ ୪୬,୫୮୦ ଟଙ୍କା, ୧୦୦ ଗ୍ରାମକୁ ୪,୬୫,୮୦୦ ଟଙ୍କା ଅଛି ।

କହିବାକୁ ଗଲେ ଗତ କାଲି ଅପେକ୍ଷା ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୬୦୦ ଟଙ୍କା କମିଛି ଓ ଗତକାଲି ୧୭୦ ଟଙ୍କା କମିଥିଲା । କହିବାକୁ ଗଲେ ଦୁଇ ଦିନ ମଧ୍ୟରେ ସୁନା ପାଖାପାଖି ୭୦୦ ଟଙ୍କା କମ ହୋଇଛି ।

ଆଜି ଚାନ୍ଦି ୧ ଗ୍ରାମକୁ ୭୨.୫୦ ଟଙ୍କା, ୮ ଗ୍ରାମକୁ ୫୮୦ ଟଙ୍କା, ୧୦ ଗ୍ରାମକୁ ୭୨୫ ଟଙ୍କା, ୧୦୦ ଗ୍ରାମକୁ ୭,୨୫୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୭୨,୫୦୦ ଟଙ୍କା ଅଛି । ଆଜି ଚାନ୍ଦି ଗତ କାଲି ଅପେକ୍ଷା ୧ କିଲୋକୁ ୮୦୦ ଟଙ୍କା କମିଛି ଓ ଗତକାଲି ୧୭୦୦ ଟଙ୍କା କମିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।