ବଲିଉଡର Superstar Hrithik Roshan ଙ୍କ 4 ଜଣ ଗର୍ଲ ଫ୍ରେଣ୍ଡ ବହୁତ ସୁନ୍ଦର

ବଲିଉଡର ହୀରୋ ମାନଙ୍କ ମଧ୍ୟରେ ହ୍ରୀତିକ ରୋଶନ ଅନ୍ଦାଜ ଷ୍ଟାଇଲ ଅନ୍ୟତମ ଅଟେ । ହ୍ରିତିକ ରୋସନ ନିଜର ବ୍ୟକ୍ତିତ୍ବ ଓ ଡ୍ୟାନ୍ସ ମାଧ୍ୟାମରେ ଲୋକମାନଙ୍କ ହୃଦୟରେ ଜାଗା ବନେଇଦେଇଛନ୍ତି । ବଲିଉଡରେ ସୁପର ହିରୋ ଭାବରେ ଅଭିନୟ କରୁଥିବାରୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ସେ ନିଜର ଫିଲ୍ମ କହୋନା ପ୍ୟାର ହେ ରୁ କ୍ୟାରିୟର ଆରମ୍ଭ କରିଦେଇଥିଲେ । ତାଙ୍କର ଏହି ଫିଲ୍ମ ବଲିଉଡର ବକ୍ସ ଅଫିସରେ ଧମାଲ କରିଦେଇଥିଲେ ।

ସେ ଏହି ଫିଲ୍ମ ଦ୍ଵାରା ରାତା ରାତି ଷ୍ଟାର ହୋଇଯାଇଥିଲେ । ଏହି ଫିଲ୍ମରେ ତାଙ୍କୁ ବେଷ୍ଟ ଫିଲ୍ମ ଫେୟାର ଆଉଆଡ ମିଳିଥିଲା । ତାହାପରେ ହ୍ରିତିକ ବହୁତ ସୁପରହିଟ ଫିଲ୍ମ ମଧ୍ୟ କରିଥିଲେ । ହୃତିକ ରୋଷନ ତାଙ୍କ ଆଫେୟାର୍ସ କୁ ନେଇ ମଧ୍ୟ ଫେମସ ଅଛିନ୍ତି । ଆସନ୍ତୁ ଜାଣିବା ତାଙ୍କ ଗାର୍ଲ ଫ୍ରେଣ୍ଡ ନ୍କ ବିଷୟରେ ।

କଙ୍ଗନା ରାନାୱତ

ପ୍ରଥମରେ ଅଛନ୍ତି କଂଗନା ରନାଵତ , କଙ୍ଗନା ରନାଵତ ଓ ହ୍ରୀତିକଙ୍କ ସମ୍ପର୍କ ବିଷୟରେ ଭାରତ ସାରା ଜାଣିଛନ୍ତି । ଦୁଇ ଜଣଙ୍କ ସମ୍ପର୍କ ବନିବା ଓ ଭାଙ୍ଗିବା ପରର ସତକଥା ମିଡ଼ିଆରେ ଚର୍ଚ୍ଚାରେ ଥିଲା । କ୍ରୀସ ୩ ରୁ ଦୁଇଜଣ ଅତି ନିକଟତର ହୋଇଥିଲେ ଓ ଏହି ଗୁପ୍ତ ଆଫେୟାର୍ସ ମାତ୍ର କିଛି ବର୍ଷ ଚାଲିଥିଲା । ଏମାନଙ୍କର ଏହି ସମ୍ପର୍କ ଭାଙ୍ଗିବା ପରେ କଂଗନା ତାଙ୍କର ଏକ ସାକ୍ଷତ କାରରେ ହ୍ରୀତିକଙ୍କୁ ସିଲି ଏକ୍ସ କହିଲେ ଯାହାଫଳରେ ଏହି ଘଟଣା ଆହୁରି ଗମ୍ଭୀର ହୋଇଗଲା । କଂଗନାଙ୍କର ଏହି କମେଣ୍ଟ ପରେ ଲିଗାଲ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।

କରିନା କପୁର

ଦ୍ଵିତୀୟରେ ଅଛନ୍ତି କରିନା କାପୁର , ଏକ ସମୟ ଥିଲା ହୃତିକ ଡ୍ୟାନ୍ସ ଛଡା ବଲିଉଡର ଅଭିନେତ୍ରୀ କରିନା କାପୁରଙ୍କୁ ନେଇ ମଧ୍ୟ ଜଣାଯାଉଥିଲେ । ବର୍ଷ ୨୦୦୧ ରେ ଆସିଥିବା ଶୁବାସ ଘାଇଙ୍କ ଫିଲ୍ମ ୟାଦେ ରେ ଏକା ସହିତ ହ୍ରୀତିକ ଓ କରିନା ନଜର ଆସିଥିଲେ । ଏହି ଫିଲ୍ମରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହେଲା । ଏହି ବନ୍ଧୁତା ପ୍ରେମରେ ବଦଳି ଗଲା କିନ୍ତୁ ବର୍ଷ ୨୦୦୩ ରେ ଆସିଥିବା ଫିଲ୍ମ ମେଂ ପ୍ରେମ କି ଦିବାନି ହୁଁ ରେ ଏମାନଙ୍କର ପ୍ରେମ ବହୁତ ବଢିଯାଇଥିଲା । ହ୍ରୀତିକ ବିବାହିତ ବୋଲି ଏହି କଥା ଜାଣିବା ସତ୍ତ୍ୱେ ବି କରିନା ହ୍ରୀତିକଙ୍କ ମଧ୍ୟରେ ପ୍ରେମ ଚାଲୁଥିଲା । ଏମାନେ କିଛି ବର୍ଷ ପର୍ଯ୍ୟନ୍ତ ପ୍ରେମର ସୁବର୍ଣ୍ଣ ସମୟକୁ ଏକା ସହିତ ଉପଭୋଗ କରିଥିଲେ ଏବଂ ପରେ ଏମାନେ ଅଲଗା ହୋଇଯାଇଥିଲେ ।

ବାରବୋରା ମୁରି

ତୃତୀୟରେ ଅଛନ୍ତି ବାରବୋରା ମୋରି , ବର୍ଷ ୨୦୧୦ ଟିଲିଜ ହୋଇଥିବା ଫିଲ୍ମ କାଇଟ ର ସେଟରେ ହ୍ରୀତିକ ଓ ଫିଲ୍ମ ର ଅଭିନେତ୍ରୀ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ । କୁହାଯାଏ କି ବାରବୋରାଙ୍କ ପାଇଁ ହ୍ରୀତିକଙ୍କ ବିବାହିତ ଜୀବନରେ ଫାଟ ସୃଷ୍ଟି ହୋଇଥଲା ।

ସୁଜୈନ ରୋସନ

ଚତୁର୍ଥରେ ଅଛନ୍ତି ସୁଜୈନ , କହୋନା ପ୍ୟାର ହେ ଫିଲ୍ମ ର ରିଲିଜ ପୂର୍ବରୁ ସୁଜୈନ ଓ ହ୍ରୀତିକଙ୍କ ସାକ୍ଷାତ ହୋଇଥିଲା । ହ୍ରୀତିକ ମୁମ୍ବାଇ ର ଏକ ଟ୍ରାଫିକ ପୋଷ୍ଟ ପାଖରେ ଥିଲେ ଏବଂ ଦୁଇଜଣ ହିଁ ନିଜ କାରରେ ଥିଲେ ଓ ଦୁହେଁ ଭିଡରେ ଫସିଥିଲେ । ହ୍ରୀତିକଙ୍କ ଦୃଷ୍ଟି ସୁଜୈନଙ୍କ ଉପରେ ପଡ଼ିଲା ଏବଂ ଏହି ଠାରେ ହିଁ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଥିଲା ।

ହ୍ରୀତିକଙ୍କ କହିବା ଅନୁସାରେ ସେ ସୁଜୈନଙ୍କୁ ଏକ ବର୍ଷ ଡେଟ କରିବା ପରେ ତାଙ୍କୁ ଲାଗିଲା କି ସୁଜୈନଙ୍କ ବିନା ରହିପାରିବେ ନାହିଁ । ହ୍ରୀତିକ ଓ ସୁଜୈନ ବର୍ଷ ୨୦୦୦ ରେ ବିବାହ କରିଥିଲେ ଏବଂ ବର୍ଷ ୨୦୧୪ ରେ ଦୁଇଜଣଙ୍କ ତଲାକ ହୋଇଯାଇଥିଲା ତଥାପି ଡିଭୋର୍ସ ପରେ ବି ଦୁଇଜଣ ଭଲ ସାଙ୍ଗ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।