ଧର୍ମେନ୍ଦ୍ରଙ୍କ ଛଡା ଏହି ସୁପରଷ୍ଟାର ବି ଥିଲେ ଡ୍ରିମ ଗର୍ଲଙ୍କର ଦିବାନା, ଏହି ଅଭିନେତାଙ୍କ ସହ ହେବାର ଥିଲା ନିର୍ବନ୍ଧ, ହେଲେ…

ବଲୀଉଡର ଅଭିନେତ୍ରୀ ଓ ସାଂସଦ ହେମା ମାଲିନୀଙ୍କର ଦିବାନା ପୁରା ଦୁନିଆ ଅଟେ । ତାଙ୍କର ଫିଲ୍ମ ‘ଡ୍ରିମଗର୍ଲ’ ରିଲିଜ ହେବା ପରେ ତାଙ୍କୁ ଏହି ଟ୍ୟାଗ ମିଳିଲା ଓ ହେମା ମାଲିନୀଙ୍କୁ ୭୦ ଦଶକରେ ପ୍ରାୟତଃ ଯୁବକମାନେ ବିବାହ କରିବାକୁ ଚାହୁଁଥିଲେ । କାରଣ ଥିଲା ତାଙ୍କର ସୁନ୍ଦରତା । କିନ୍ତୁ ସେ ଧର୍ମେନ୍ଦ୍ରଙ୍କୁ ହିଁ ନିଜର ଜୀବନସାଥି ରୂପରେ ବାଛିଲେ ।

କିନ୍ତୁ ଧର୍ମେନ୍ଦ୍ରଙ୍କ ଛଡା ବି ଏହି ସୁପରଷ୍ଟାରମାନେ ବି ଥିଲେ ଡ୍ରିମ ଗର୍ଲଙ୍କର ଦିବାନା, ଏମାନଙ୍କ ମଧ୍ୟରୁ ଜଣେ ଅଭିନେତା ପୁରା ପ୍ରସ୍ତୁତି ମଧ୍ୟ କରି ନେଇଥିଲେ ବିବାହର ଓ ସେମାନଙ୍କର ନିର୍ବନ୍ଧ ବି ହେବାକୁ ଯାଉଥିଲା ।

ଧର୍ମେନ୍ଦ୍ରଙ୍କ ଛଡା ଏହି ସୁପରଷ୍ଟାରମାନେ ବି ଥିଲେ ଡ୍ରିମ ଗର୍ଲଙ୍କର ଦିବାନା

ବଲୀଉଡର ବହୁତ ସୁନ୍ଦର ଅଭିନେତ୍ରୀ ହେମା ମାଳିନୀ ବର୍ଷ ୧୯୮୦ରେ ଧର୍ମେନ୍ଦ୍ରଙ୍କ ସହିତ ବିବାହ କରିଥିଲେ । ଆପଣଙ୍କୁ କହିଦେଉଛୁ କି ଧର୍ମେନ୍ଦ୍ର ତାଙ୍କ ଠାରୁ ପାଖାପାଖି ୧୫ ବର୍ଷ ବଡ ଅଟନ୍ତି । କିନ୍ତୁ ପ୍ରେମ ଜାତି, ଧର୍ମ ଓ ବୟସ ଦେଖି ନଥାଏ ଓ ତାହା କେବଳ ହୋଇଯାଏ । କିନ୍ତୁ ତାଙ୍କ ପୂର୍ବରୁ ଏହି ତିନି ଜଣ ଅଭିନେତା ବି ହୃଦୟରୁ ହେମା ମାଳିନୀଙ୍କୁ ପାଇବାକୁ ଚାହୁଁଥିଲେ ।

ରାଜ କୁମାର

ବଲୀଉଡର ପ୍ରାୟତଃ ସୁପରହିଟ ଫିଲ୍ମରେ କାମ କରିସାରିଥିବା ରାଜକୁମାର ବି ହେମାଙ୍କ ଦିବାନା ଲିଷ୍ଟରେ ସାମିଲ ଅଛନ୍ତି । ରାଜକୁମାର ହେମାଙ୍କ ସହ ବିବାହ କରିବାକୁ ଚାହୁଁ ଥିଲେ କିନ୍ତୁ ହେମା ମାଳିନୀ ତାଙ୍କୁ ମନା କରିଦେଲେ କାରଣ ସେ ତାଙ୍କୁ ଖାସ ପସନ୍ଦ କରୁ ନ ଥିଲେ ।

ସଞ୍ଜୀବ କୁମାର

ଶୋଲେ, ସୀତା ଓ ଗୀତା ଭଳି ବହୁତ ହିଟ ଫିଲ୍ମରେ ସଞ୍ଜୀବ କୁମାର ହେମା ମାଳିନୀଙ୍କ ସହ କାମ କରିଛନ୍ତି । ସେହି ସମୟରେ ସଞ୍ଜୀବ କୁମାର ବି ହେମା ମାଳିନୀଙ୍କର ପ୍ରେମରେ ପାଗଳ ହୋଇ ଯାଇଥିଲେ । କିନ୍ତୁ ହେମା ମାଳିନୀଙ୍କ ଉପରେ ଧର୍ମେନ୍ଦ୍ରଙ୍କର ଆଶିକୀ ସବାର ଥିଲା । ସଞ୍ଜୀବ କୁମାର ନିଜର ମାତା ପିତାଙ୍କ ସହ ତାଙ୍କ ଘରକୁ ବି ବିବାହ କଥାବାର୍ତ୍ତା କରିବା ପାଇଁ ଯାଇଥିଲେ କିନ୍ତୁ ହେମା ବି ସଞ୍ଜୀବ କୁମାରଙ୍କୁ ମନା କରିଦେଲେ ।

ଜିତେନ୍ଦ୍ର

ଜିତେନ୍ଦ୍ର ଓ ହେମା ମାଳିନୀ ବି ବହୁତ ଫିଲ୍ମରେ ଏକା ସହିତ ମିଶି କାମ କରିଛନ୍ତି । କହିବାକୁ ଗଲେ ସେ ଦର୍ଶକ ମାନଙ୍କର ଫେବରେଟ ଯୋଡି ହୋଇ ଯାଇଥିଲେ । ଜିତେନ୍ଦ୍ର ବି ହେମା ମାଳିନୀଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ଜିତେନ୍ଦ୍ରଙ୍କର ପିତା, ହେମାଙ୍କ ପିତାଙ୍କ ସହ କଥାବାର୍ତ୍ତା କରି ଦୁଇ ଜଣଙ୍କର ବିବାହ ବି ଠିକ କରି ଦେଇଥିଲେ ଓ ନିର୍ବନ୍ଧର ଡେଟ ବି ଠିକ ହୋଇ ଯାଇଥିଲା । କିନ୍ତୁ ଶେଷ ସମୟରେ ଧର୍ମେନ୍ଦ୍ର ଜିତେନ୍ଦ୍ରଙ୍କୁ ମାରିବା ପାଇଁ ଧମକ ଦେଇଥିଲେ । ଏହା ପରେ ହେମା ନିଜ ମାତା ପିତାଙ୍କ ବିରୁଦ୍ଧରେ ଯାଇ ଧର୍ମେନ୍ଦ୍ରଙ୍କ ସହ ବିବାହ କରିନେଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।