ବୟସ 40 ହେଲେ କଣ ପାଇଁ ଏପର୍ଯ୍ୟନ୍ତ ବାହା ହୋଇ ନାହାନ୍ତି ଓଲିଉଡ ର ଲୋକପ୍ରିୟ ହିରୋଇନ Lipi Mohapatra ?

ନମସ୍କାର ବନ୍ଧୁଗଣ । ଓଲିଉଡ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ସେମାନେ ନିଜର ଷ୍ଟାଇଲିସ, ବ୍ୟକ୍ତିତ୍ବ, ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଠିକ ସେହି ପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଆଜିକାଲି ଘରେ ଘରେ ଲୋକ ମାନେ ସିରିଏଲ ଦେଖିବାକୁ ଆଗ୍ରହ ହେଉଛନ୍ତି ।

ଟିଭି ଜଗତରେ କଳାକାର ମାନେ ମଧ୍ୟ ଫିଲ୍ମ ଦୁନିଆର କଳାକାର ମାନଙ୍କ ଠାରୁ କିଛି କମରେ ନାହାନ୍ତି । ଟିଭି ଜଗତର କଳାକାର ମାନେ ଏତେ ସୁନ୍ଦର ଅଭିନୟ କରୁଛନ୍ତି ଯାହା ଲୋକ ମାନଙ୍କୁ ବେଶ ପ୍ରଭାବିତ କରି ପାରୁଛି । ଆଜି ଆମେ ଆପଣ ମାନଙ୍କୁ “ତାରା ତାରିଣୀ” ସିରିଏଲ ଅଭିନେତ୍ରୀ ଲିପି ମହାପାତ୍ର କଣ ପାଇଁ ଆଜି ସୁଦ୍ଧା ବାହା ହୋଇ ନାହାନ୍ତି ଏହା ପଛରେ କଣ ରହିଛି କାରଣ ସେହି ବିଷୟରେ କହିବାକୁ ଯାଉଛୁ ।

ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତାରା ତାରିଣୀ” ଆପଣ ମାନେ ନିଶ୍ଚୟ ଦେଖୁଥିବେ । ତେବେ ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଲିପି ଯିଏ ତାରିଣୀ ଚରିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଏହି ସିରିଏଲରେ ଅଭିନେତା ରୂପମଙ୍କ ସହ ତାରିଣୀଙ୍କର ଯୋଡିକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ବର୍ତ୍ତମାନ ଲିପିଙ୍କୁ ୪୦ ବର୍ଷ ହୋଇ ସାରିଛି ।

କିନ୍ତୁ ଏ ଯାଏଁ ସେ ବିବାହ କରି ନାହାନ୍ତି । ଲିପିଙ୍କର ଜବରଦସ୍ତ ଅଭିନୟ ପାଇଁ “ତାରା ତାରିଣୀ” ସିରିଏଲଟି ପପୁଲାର ହୋଇ ପାରିଛି ଯାହାର ନୂତନ ନାଁ ପରିବର୍ତ୍ତନ ହୋଇ “ତାରିଣୀ ଆଖିରେ ତାରା” ରଖା ଯାଇଛି । ଏହି “ତାରିଣୀ ଆଖିରେ ତାରା” ସିରିଏଲରେ ତାରିଣୀଙ୍କର ଦୁଇ ଝିଅ ତାରା ଓ ତାରିଣୀଙ୍କ ନାଁ ଅନୁସାରେ ରଖା ଯାଇଛି । ବର୍ତ୍ତମାନ କୁନି ତାରା ଓ ତାରିଣୀ ଏହି ସିରିଏଲର ବଡ ହୋଇ ଯାଇଛନ୍ତି ଓ ନିଜର ଅଭିନୟ ଜାରି ରଖିଛନ୍ତି ।

ବର୍ତ୍ତମାନ ଲିପି ଏହି ସିରିଏଲରୁ ବାହାରି ନିଜ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ ଟାଇମ ସ୍ପେନ୍ଡ କରୁଛନ୍ତି । ତାଙ୍କର ବିବାହକୁ ନେଇ ତାଙ୍କର କିଛି ଫ୍ୟାନ୍ସ ମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଲିପି କିଛି ସୁନ୍ଦର ଭାବରେ ଦେଇଛନ୍ତି। ଲିପି ଉତ୍ତରରେ କହିଥିଲେ ଯେ ତାଙ୍କୁ ପ୍ରେମ କରୁଥିବା ଜଣେ ସଚୋଟ ବ୍ଯକ୍ତିର ଆବଶ୍ୟକ ଅଛି ।

ଆଜି ଯାଏଁ ତାଙ୍କୁ ସେହି ଭଳି କେହି ମିଳି ନାହାନ୍ତି । ଯେବେ ତାଙ୍କୁ ତାଙ୍କ ମନ ପସନ୍ଦର ଲାଇଫ ପାର୍ଟନର ମିଳିବ ତେବେ ସେ ବିବାହ କରିବେ ବୋଲି ଲିପି ନିଜ ମତରେ କହିଛନ୍ତି । ତେବେ ଏହା ହେଉଛି ସେ କାରଣ ଯାହା ପାଇଁ ଆଜି ଯାଏଁ ତାଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ଅଭିନେତ୍ରୀ ଲିପି ମହାପାତ୍ର ବିବାହ କରି ନାହାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନକୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।