ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ? ଏହା ସହିତ ଆହୁରି 15 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା କିଏ ?

(କ) ସୁନିତା ୱିଲିୟମ (ଖ) କଳ୍ପନା ଚାୱଲା

(ଗ) ଅମ୍ରିତା ପ୍ରୀତମ (ଘ) ଭି. ଏସ. ରମାଦେବୀ

୨- ବିଶ୍ଵର ସବୁଠାରୁ ଓସାରିଆ ନଦୀ କେଉଁଟି ?

(କ) ଆମାଜନ (ଖ) କୋଙ୍ଗୋ

(ଗ) ୟାଙ୍ଗତ୍ସୀ (ଘ) ନୀଳ

୩- ଅଅଁଳାରେ କେଉଁ ଭିଟାମିନ ପ୍ରଚୁର ପରିମାଣରେ ମିଳେ ?

(କ) ଭିଟାମିନ-ବି (ଖ) ଭିଟାମିନ-ସି

(ଗ) ଭିଟାମିନ-ଡି (ଘ) ଭିଟାମିନ-ଏ

୪- ଏମାନଙ୍କ ମଧ୍ୟରୁ କେଉଁ ଜୀବନ ଗଛ ଚଢିପାରେ ?

(କ) ହାତୀ (ଖ) ଜିରାଫ

(ଗ) କୁମ୍ଭୀର (ଘ) ସମୁଦ୍ରୀ ଘୋଡା

୫- ଜାଇଫଳ ଗଛରୁ ଜାଇଫଳ ବ୍ଯତୀତ ଅନ୍ୟ କେଉଁ ମସଲା ମିଳିଥାଏ ?

(କ) ତେଜପତ୍ର (ଖ) ଜାଇତ୍ରୀ

(ଗ) ରୋଜମେରୀ (ଘ) ଡାଲଚିନି

୬- ଓଜୋନ (Ozone) ର ରାସାଯନିକ ଫର୍ମୁଲା କଣ ?

(କ) O (ଖ) O2

(ଗ) O3 (ଘ) H2O

୭- ଏଗୁଡିକ ମଧ୍ୟରୁ କେଉଁ ରାସାଯନିକ ତତ୍ତ୍ଵର ନାମ ଏକ ପତି ପତ୍ନୀ ଯୋଡିର ନାମ ଅନୁସାରେ ରଖାଯାଇଛି ?

(କ) ବୋରିୟମ (ଖ) କ୍ୟୁରିୟମ

(ଗ) ଫର୍ମିୟମ (ଘ) ସିବୋର୍ଗୀୟମ

୮- ଏଗୁଡିକ ମଧ୍ୟରୁ କେଉଁ ଘୂର୍ଣ୍ଣିବାତ୍ୟା ମେ ୨୦୨୧ ରେ ଭାରତର ପୂର୍ବ ଉପକୂଳରେ ତାଣ୍ଡବ କରିଥିଲା ?

(କ) ଫନି (ଖ) ହୁଡହୁଡ

(ଗ) ୟାଶ (ଘ) ନିଲୋଫର

୯- ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ୨୧ ବର୍ଷ କେଉଁ ମଠର ମୁଖ୍ୟ ପୂଜାରୀ ହୋଇଥିଲେ ?

(କ) ଗୋରଖନାଥ ମଠ (ଖ) ଗୋବର୍ଦ୍ଧନ ମଠ

(ଗ) ଜ୍ୟୋର୍ତି ମଠ(ଘ) ଶାରଦା ମଠ

୧୦- ନିମ୍ନଲିଖିତ ମଧ୍ୟରୁ କେଉଁ ରାଜନୈତିକ ଦଳର ଗଠନ ସବୁଠାରୁ ପଛରେ ହୋଇଛି ?

(କ) ଭାରତୀୟ ଜନତା ପାର୍ଟି (ଖ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି

(ଗ) ସମାଜବାଦୀ ପାର୍ଟି (ଘ) ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ

୧୧- ଭଗବାନ ରାମଚନ୍ଦ୍ର ଏବଂ ତାଙ୍କ ଭାଇ ଲକ୍ଷ୍ମଣ, ଭାରତ ଏବଂ ଶତ୍ରୁଘ୍ନଙ୍କ ବିବାହ କେଉଁଠାରେ ସମ୍ପନ୍ନ ହୋଇଥିଲା ?

(କ) ଅଯୋଧ୍ୟା (ଖ) ମିଥିଳା

(ଗ) କିସ୍କିନ୍ଦା (ଘ) ଗାନ୍ଧାର

୧୨- ଜୟଦେବଙ୍କ ରଚିତ ଗୀତା ଗୋବିନ୍ଦମ ମହାକାବ୍ୟରେ ଦଶାବତାରର ବର୍ଣ୍ଣନା ଅନୁସାରେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କେଉଁଟି ?

(କ) କୁର୍ମ (ଖ) କଲ୍କି

(ଗ) କ୍ରୀଷ୍ଣା (ଘ) ବାମନ

୧୩- ନିମ୍ନଲିଖିତ ମଧ୍ୟରୁ କେଉଁ ଆପ୍ଲିକେସନଟି ଅନଲାଇନ ପେମେଣ୍ଟ ପାଇଁ ବ୍ୟବହାର କରାଯାଏ ନାହିଁ ?

(କ) ପେଟିଏମ (ଖ) ଫୋନପେ

(ଗ) ଟ୍ରିବାଗୋ (ଘ) ପେ ପାଲ୍

୧୪- ପୂର୍ବତନ କ୍ରିକେଟର ସୁସାନ ଇତିଚେରିଆ କେଉଁ କମନୱେଲଥ ଗେମ୍ସର ଗୋଲ ମେଡାଲିଷ୍ଟଙ୍କ ମାଆ ?

(କ) ଅଞ୍ଜୁ ବବି ଜର୍ଜ (ଖ) ଜ୍ଵାଲା ଗୁପ୍ତା

(ଗ) ଦୀପିକା ପଲ୍ଲୀକଲ (ଘ) ଅଶ୍ଵିନୀ ପୋନ୍ନାପା

୧୫- ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠ ଅଗଣାରେ ସ୍ଥିତ ଭାରତ ମାତା ମନ୍ଦିରର ଗର୍ଭ ଗୃହରେ ଭାରତ ମାତାର ଆରାଧନା କେଉଁ ରୂପରେ କରାଯାଏ ?

(କ) ଅବିଭାଜିତ ଭାରତ ମାନଚିତ୍ର (ଖ) ସିଙ୍ଘାରୋହୀ ଭାରତ ମାତା

(ଗ) ଭାରତର ଜାତୀୟ ପତାକା (ଘ) ନିରନ୍ତର ପ୍ରଜ୍ଵଳିତ ଜ୍ଯୋତି

୧୬- ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?

ଉ: ଏହାର ଉତ୍ତର ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:-

୧- (ଖ), ୨- (କ), ୩- (ଖ), ୪- (ଗ), ୫- (ଖ)

୬- (ଗ), ୭- (ଖ), ୮- (ଗ), ୯- (କ), ୧୦- (ଗ)

୧୧- (ଖ), ୧୨- (କ), ୧୩- (ଗ), ୧୪- (ଗ), ୧୫- (କ)

୧୬- ପୋଲିସ ନିଆଁ ଲିଭାଏ ନାହିଁ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏପରି GK ପ୍ରଶ୍ନୋତ୍ତର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।