Tiger Shroff ଙ୍କ ଶାଳି ଦେଖିବା ପାଇଁ କୌଣସି ହିରୋଇନ ଠାରୁ ନୁହନ୍ତି କମ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଫଟୋ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ବଲିଉଡ ରେ ଅନେକ ନୂଆ ନୂଆ ଅଭିନେତା ଏବଂ ଅଭିନେତ୍ରୀ ମାନେ ଆସୁଛନ୍ତି। ଏବଂ ନିଜର ପ୍ରତିଭା କୁ ପରଦା ଉପରେ ଦେଖାଉଛନ୍ତି। ଏବଂ ଦର୍ଶକ ମାନଙ୍କ ହୃଦୟ ରେ ଘର କରିବା ପାଇଁ ଚାହିଁଥାନ୍ତି। କିନ୍ତୁ କିଛି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସ୍ୱପ୍ନ ପୁରା ହୁଏ ଏବଂ ଆଉ କିଛି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସ୍ୱପ୍ନ ଅଧାରେ ହିଁ ରହିଯାଏ। ସେହି ଭଳି ବଲିଉଡ ର ଜଣେ ନୂତନ ଚେହେରା କିମ୍ବା ନୂତନ କଳାକାର ହେଉଛନ୍ତି ଟାଇଗର ଶ୍ରଫ। ଟାଇଗର ଏକ ଭଲ ଅଭିନେତା ହେବା ସହ ସେ ବହୁତ ଭଲ ନୃତ୍ୟ ମଧ୍ୟ କରିଥାନ୍ତି।

ଦର୍ଶକ ମାନେ ତାଙ୍କ ଅଭିନୟ ସହିତ ତାଙ୍କ ନୃତ୍ୟ କୁ ମଧ୍ୟ ଖୁବ ପସନ୍ଦ କରନ୍ତି ଏବଂ ପ୍ରଶଂସା ମଧ୍ୟ ଦିଅନ୍ତି। ଟାଇଗର ନିଜର ଅଭିନୟ କ୍ୟାରିଅର ର ଆରମ୍ଭ ହିରୋପନ୍ତି ସିନେମା ରୁ ଆରମ୍ଭ କରିଥିଲେ। ଏହି ସିନେମା ରେ ଟାଇଗର ଙ୍କ ସହ କୀର୍ତ୍ତି ସାନନ ମୁଖ୍ୟ ଭୂମିକା ରେ ଥିଲେ।

ତାଙ୍କର ମଧ୍ୟ ଏହା ପ୍ରଥମ ସିନେମା ଥିଲା। ଟାଇଗର ନିଜର ଅଭିନୟ ଏବଂ ନୃତ୍ୟ ଛଡା ନିଜର ବଡି ଏବଂ ଲୁକ କୁ ନେଇ ମଧ୍ୟ ଖୁବ ଚର୍ଚ୍ଚିତ ରୁହନ୍ତି। ତାଙ୍କର ପ୍ରଥମ ସିନେମା ରୁ ହିଁ ସେ ସଫଳତା ହାସଲ କରିଥିଲେ । ସେ ଅନେକ ହିଟ ଏବଂ ସୁପର ହିଟ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି। ଟାଇଗର ଙ୍କ ଜନ୍ମ ୨ ମାର୍ଚ୍ଚ ୧୯୯୦ ମସିହା ମୁମ୍ବାଇରେ ହୋଇଥିଲା।

ଟାଇଗର ଙ୍କ ପିତା ଜ୍ୟାକି ଶ୍ରଫ ମଧ୍ୟ ବଲିଉଡ ର ଅଶୀ ନବେ ଦଶକ ର ଜଣେ ପ୍ରସିଦ୍ଧ ଏବଂ ଲୋକ ପ୍ରିୟ ଅଭିନେତା ଥିଲେ। ସେ ନିଜର ଅଲଗା ଅନ୍ଦାଜ ପାଇଁ ସର୍ଵଦା ଚର୍ଚ୍ଚା ରେ ଥାଆନ୍ତି।ସେ ମଧ୍ୟ ଅନେକ ହିଟ ଏବଂ ସୁପର ହିଟ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି। ଏବଂ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ମଧ୍ୟ ସଫଳ ହୋଇଛନ୍ତି। ଟାଇଗର ନିଜର ପାଠ ପଢା ଜୁହୁ ମୁମ୍ବାଇରେ ହିଁ କରିଥିଲେ।

ସେ ନିଜ ସ୍କୁଲ ସମୟରୁ ହିଁ ମାର୍ଶାଲ ଆର୍ଟ ଶିଖିବା ଆରମ୍ଭ କରି ଦେଇଥିଲେ। ଏବଂ ଟାଇକାଣ୍ଡୁ ରେ ବ୍ଲାକ ବେଲ୍ଟ ମଧ୍ୟ ହାସଲ କରିଛନ୍ତି। ସେ ଭଗବାନ ଶିବ ଙ୍କୁ ବହୁତ ମାନି ଥାନ୍ତି। ଏବଂ ସେଥିପାଇଁ ସେ ସବୁ ସୋମବାର ଏବଂ ମହାଶିବରାତ୍ରି ବ୍ରତ ମଧ୍ୟ ରଖିଥାନ୍ତି। ଧୁମ ୩ ରେ ଆମିର ଖାନ ଙ୍କୁ ଫିଟ ରହିବାର ଟ୍ରେନିଂ ମଧ୍ୟ ଦେଇଥିଲେ। ଟାଇଗର ହୃତିକ ରୋଶନ ଏବଂ ମାଇକେଲ ଜ୍ୟାକସନ ଙ୍କ ବହୁତ ବଡ଼ ଫ୍ୟାନ।

ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି କି ଟାଇଗର ଏବଂ ଦିଶା ପାଟନି ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ଏବଂ ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ମଧ୍ୟ ଦେଝିବାକୁ ମିଳିଛି। ଦିଶା ମଧ୍ୟ ଜଣେ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ସେ ନିଜର ଅଭିନୟ ରେ ଦର୍ଶକ ମାନଙ୍କ ର ପସନ୍ଦ ହୋଇ ପାରିଛନ୍ତି। ଏବଂ ତା ଛଡା ସେ ବହୁତ ସୁନ୍ଦର ନୃତ୍ୟ ମଧ୍ୟ କରନ୍ତି। ଦିଶା ଙ୍କୁ ନେସନାଲ କ୍ରସ ମଧ୍ୟ କୁହାଯାଏ।

ଏବଂ ଲୋକମାନେ ମଧ୍ୟ ଏହି ଯୋଡି କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଦିଶା ଙ୍କୁ ଭଉଣୀ ଙ୍କ ନାମ ହେଉଛି ଖୁସବୁ ପାଟନୀ। ସେ ମଧ୍ୟ ନିଜ ଭଉଣୀ ଦିଶାଙ୍କ ଭଳି ବହୁତ ସୁନ୍ଦରୀ ଏବଂ ସୋସିୟାଲ ମିଡ଼ିଆ ରେ ବହୁତ ସକ୍ରିୟ ମଧ୍ୟ ରୁହନ୍ତି। ଖୁସବୁ ମଧ୍ୟ ନିଜ ଫିଟନେସ୍ ପ୍ରତି ବହୁତ ଧ୍ୟାନ ଦିଅନ୍ତି। ଏବଂ ସେ ଜଣେ ଆର୍ମୀ ଅଫିସର। ଏବଂ ତାଙ୍କର ଫିଟ ନେସ କୁ ନେଇ କରୁଥିବା ଭିଡିଓ ମଧ୍ୟ ବହୁତ ଭାଇରଲ ହୁଏ। ଏବଂ ଦିଶାଙ୍କ ଭଳି ଖୁସବୁ ଙ୍କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।