ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାନ୍ତି ଏହି 3 ଟି ନାମର ପୁଅ – Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପୁଅ ମାନେ ସର୍ବଦା ଝିଅ ମାନଙ୍କୁ ଜାଣିବାକୁ ଚାହିଁଥାନ୍ତି ଏବଂ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିଥାନ୍ତି। ଏହା ସହିତ ପୁଅ ମାନେ ଝିଅ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରାଇବା ନିମନ୍ତେ ଅନେକ ପ୍ରକାର ପ୍ରୟାସ କରନ୍ତି। କିନ୍ତୁ କିଛି ଝିଅ ଏଭଳି ଅଛନ୍ତି ଯେଉଁମାନେ ବହୁତ ଶୀଘ୍ର କୌଣସି ବି ପୁଅ ପ୍ରତି ଆକର୍ଷିତ ହୋଇ ନଥାନ୍ତି। ସେମାନଙ୍କୁ ଯେତେବି ଭଲ ପାଇବା ଦେଲେ ମଧ୍ୟ ଯେ ପର୍ଯ୍ୟନ୍ତ ସେମାନେ ଆକର୍ଷିତ ହୋଇ ନଥାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ସତ ଭଲ ପାଇବା ହାସଲ ହୋଇନଥାଏ।

ଏମିତି ରେ ବି କହିବାକୁ ଗଲେ ଝିଅ ମାନଙ୍କୁ ବୁଝିବା କାଠିକର ପାଠ ଅଟେ।ସେମାନଙ୍କ ମନରେ କଣ ଥାଏ ଏବଂ ସେମାନେ କଣ କରିବାକୁ ଚାହାନ୍ତି, ତାହା କେବଳ ସେମାନେ ହିଁ ଜାଣିଥାନ୍ତି। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବେ ଯେ, ଯଦିଓ ଝିଅ ମାନେ ତାଙ୍କୁ ସବୁଠାରୁ ଅଧିକ ଭଲ ପାଉଥିବା ଏବଂ ବୁଝୁଥିବା ପୁଅ ଚାହିଁଥାନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ର ନାମର କିଛି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୩ଟି ନାମର ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ପ୍ରତି ଝିଅ ମାନେ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘S’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ପୁଅ ମାନଙ୍କ ପ୍ରତି ଝିଅ ମାନେ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି। କାରଣ ଏହି ନାମର ପୁଅ ଦେଖିବାକୁ ବହୁତ ସୁନ୍ଦର ଏବଂ ବୁଦ୍ଧିମାନ ହୋଇଥାନ୍ତି। ଏହା ସହିତ ଏହି ନାମ ର ପୁଅ ମାନେ ଝିଅ ମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି। ଏମାନଙ୍କ ଏହି ଗୁଣ ଯୋଗୁଁ ଝିଅ ମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ମାନେ ଝିଅ ମାନଙ୍କୁ ଅତି ସହଜରେ ନିଜ ପ୍ରତି ଆକର୍ଷିତ କରିଥାନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘P’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମ ମାମଲାରେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ନାମର ପୁଅ ମାନଙ୍କ ପ୍ରତି ଝିଅ ମାନେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି।ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ଏହି କାରଣରୁ ହିଁ ଝିଅ ମାନେ ଏମାନଙ୍କୁ ଦେଖି ଆକର୍ଷିତ ହୋଇଥାନ୍ତି।ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ଝିଅ ମାନଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘A’। ଯେଉଁ ପୁଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ପୁଅ ମାନେ ମଧ୍ୟ ଝିଅ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ନିମନ୍ତେ ସଫଳ ହୋଇଥାନ୍ତି। ଏମାନେ ଝିଅ ମାନଙ୍କ ସହିତ ବହୁତ ଭଲ ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କ ଯତ୍ନ ମଧ୍ୟ ରଖିଥାନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ନାମର ପୁଅ ମାନଙ୍କ ବ୍ୟବହାର କୁ ଦେଖି ହିଁ ଝିଅ ମାନେ ଏମାନଙ୍କ ପ୍ରତି ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।