୨୬ ବର୍ଷ ହେବ ନିଜ ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି ଅଲକା ୟାଗ୍ନିକ, କହିଲେ ‘ଆମ ମଧ୍ୟରେ କୌଣସି ଝଗଡା ହୋଇ ନାହିଁ, କିନ୍ତୁ…’

ବଲୀଉଡରେ ଲମ୍ବା ସମୟ ପର୍ଯ୍ୟନ୍ତ ନିଜ ଗୀତ ଦ୍ଵାରା ରାଜ କରୁଥିବା ଅଲକା ୟାଗ୍ନିକଙ୍କୁ ବର୍ତ୍ତମାନ ୫୩ ବର୍ଷର ହୋଇଯାଇଛି । ଅଲକା ୟାଗ୍ନିକଙ୍କୁ ନିଜ ଜୀବରେ ବହୁତ ଉତ୍ଥାନ ପତନ ଦେଖିବାକୁ ମିଳିଥିଲା, କିନ୍ତୁ ସେ କେବେ ବି ହାର ମାନି ନାହାନ୍ତି । ସେ ବଲୀଉଡରେ ହଜାର ହଜାର ଗୀତ ଗାଈ ଦର୍ଶକମାନଙ୍କ ହୃଦୟରେ ଘର କରିଥିଲେ । କହିଦେଉଛୁ ଯେ ଫିଲ୍ମ ‘ତେଜାବ’ର ଗୀତ ‘ଏକ ଦୋ ତିନ’ ଗୀତରୁ ପ୍ରସିଦ୍ଧ ହୋଇଥିବା ଅଲକା ୟାଗ୍ନିକଙ୍କର ପର୍ସନଲ ଲାଇଫ କିଛି ସେମିତି ଭଲ ନଥିଲା ।

୨୬ ବର୍ଷ ହେବ ଅଲଗା ରହୁଥିଲେ ଅଲକା ୟାଗ୍ନିକ

Image courtesy: Google

୧୯୮୯ ମସିହାରେ ଅଲକା ୟାଗ୍ନିକ ଶିଲାଂଗର ବିଜନେସମ୍ୟାନ ନୀରଜ କପୁରଙ୍କ ସହ ବିବାହ କରିଥିଲେ । ବାହାଘର ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଲକା ୟାଗ୍ନିକଙ୍କର ବୈବାହିକ ଜୀବନ ଟ୍ରାକ ଉପରେ ଆସି ନାହିଁ  । ବାହାଘର ସମୟରେ ବି ଦୁଇଜଣଙ୍କୁ ବିଭିନ୍ନ ବିବାଦର ସମ୍ମୁଖୀନ କରିବାକୁ ପଡିଥିଲା, କିନ୍ତୁ ତଥାପି ସେମାନଙ୍କର ଭଲ ପାଇବା ସାମନାରେ ପରିବାରକୁ ମୁଣ୍ଡ ତଳକୁ କରିବାକୁ ପଡିଲା ।

Image courtesy: Google

କିନ୍ତୁ ବର୍ତ୍ତମାନ ୨୬ ବର୍ଷ ହେବ ବିନା ଛାଡପତ୍ର ଦେଇ ଦୁଇ ଜଣ ଆଲଗା ରହୁଛନ୍ତି । ଏହା ପଛର କାରଣ ଦୁଇ ଜଣଙ୍କ ମଧ୍ୟରେ ଝଗଡା ନୁହେଁ, ଅନ୍ୟଥା ଦୁଇଜଣ ନିଜ ନିଜର କାମର ବ୍ୟସ୍ଥ ରୁହନ୍ତି ।

ପରସ୍ପରକୁ ଦେଖା କରନ୍ତି ଅଲକା ଏବଂ ନୀରଜ କପୁର

Image courtesy: Google

କିନ୍ତୁ ବେଳେ ବେଳେ ସେମାନେ ସମୟ ବାହାର କରି ପରସ୍ପର ସହିତ ଦେଖା ବି କରନ୍ତି । କହିବାକୁ ଗଲେ ଦୁଇଜଣଙ୍କ ମଧ୍ୟରେ ଏହି ଦୂରତାର କାରଣ ସେମାନଙ୍କର କାମ ଅଟେ । ନିରାଜ କପୁର ଶିଲାଂଗରେ ନିଜର ବିଜନେସ କରନ୍ତି ଏବଂ ଅଲକାଙ୍କ ପାଇଁ ମୁମ୍ବାଇରେ ରହିବା ଜରୁରୀ ଅଟେ । ଏହି କାରଣରୁ ୨୬ ବର୍ଷ ହେବ ସେମାନେ ଏକା ସହିତ ରହୁ ନାହାନ୍ତି । କହିଦେଉଛୁ ଯେ ନୀରଜ କପୁର ମୁମ୍ବାଇରେ ନିଜର ବିଜନେସ କରିବାକୁ ଚାହିଁଲେ, କିନ୍ତୁ ସେ ସେଥିରେ ସଫଳ ହେଲେ ନାହିଁ । ଏଥିପାଇଁ ସେ ପୁଣିଥରେ ଶିଲାଂଗ ଫେରିଗଲେ ।

ଅଲକା ଏବଂ ନୀରଜଙ୍କର ଝିଅ ସାୟଶା

Image courtesy: Google

ଅଲକା ଏବଂ ନୀରଜଙ୍କର ଗୋଟିଏ ଝିଅ ଅଛନ୍ତି, ଯାହାର ନାମ ସାୟଶା କପୁର ଅଟେ । ସାୟଶା କପୁର ୨୮ ବର୍ଷର ଅଟନ୍ତି ଏବଂ ତାଙ୍କର ଦେଖାଶୁଣା ଅଲକା ନିଜେ  ହିଁ କରିଛନ୍ତି । ଅଲକାଙ୍କର ଝିଅ ସାୟଶା ଗତ ବର୍ଷ ହିଁ ବିବାହ କରିସାରିଛନ୍ତି, ଯେଉଁଥିରେ ନୀରଜଙ୍କର ଗୋଟିଏ ଝଲକ ମିଳିଥିଲା । ଏହା ସଫା ଅଟେ କି ଦୁଇଜଣ ଅଲଗା ଆଲଗା ରହୁଛନ୍ତି କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଆଜି ବି ବଞ୍ଚିଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।