ନର୍ସ ଯୁବକକୁ ପଟେଇଲା ଫେସବୁକରେ ଓ ଘରକୁ ଡାକି କହିଲା – ଯେମିତି ମୁଁ କହୁଛି ସେମିତି ହିଁ କର ନହେଲେ….

“ନର୍ସ ସବୁବେଳେ ରୋଗ, ଆଘାତ ଏବଂ ବୃଦ୍ଧଙ୍କର ସେବା କରିବା ପାଇଁ ପ୍ରସ୍ତୁତ ଥାନ୍ତି । ନର୍ସ ଭଲ ପାଇବା ଏବଂ ମମତା ସହିତ ରୋଗୀମାନଙ୍କର ଦେଖାଶୁଣା କରନ୍ତି । ତାଙ୍କର ସାହାସ ବଢାନ୍ତି । ଏବଂ ତାଙ୍କର ରକ୍ଷା କରନ୍ତି । ଅନ୍ୟ ପଟେ ଆମର ଏହି କଳିଯୁଗରେ ବେଳେ ବେଳେ ଆମ ସାମନାରେ ଏମିତି କିଛି ଘଟଣା ଘଟି ଥାଏ ଯାହାକୁ ଦେଖିବା ପରେ ଆମ ମୁଣ୍ଡରେ ଯେଉଁ ଡାକ୍ତର କିମ୍ବା ନର୍ସର ଛବି ରହିଥାଏ ତାହା ପୂରାପୂରି ବଦଳି ଯାଏ ।

ଆଜି ଆମେ ଆପଣଙ୍କ ସାମନାରେ ଏମିତି ଏକ ଘଟଣା ନେଇ ଆସିଛୁ ଯାହା ବିଷୟରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ସୋସିୟାଲ ମିଡିୟାରେ ନିଆଁ ଭଳି ବ୍ୟାପୁଛି । ସୂଚନା ଅନୁସାରେ ଏହି ଘଟଣା ପଞ୍ଜାବର କଂଗନୱାଲ ଅଞ୍ଚଳର ଅଟେ । ଯେଉଁଠି ଅବୈଧ ସବନ୍ଧ କାରଣରୁ ଜଣେ ନର୍ସ ଇଂଜେକ୍ଶନ ଲଗାଇ ଯୁବକର ପ୍ରାଇୱେଟ ପାର୍ଟକୁ କାଟି ଦେଲା । ବୋଧେ କେହି ଚିନ୍ତା ବି କରି ପାରି ନ ଥିବେ କି କେହି ଏହିଭଳି ବି କାମ କରି ପାରିବ ।

ସୂଚନା ଅନୁସାରେ, ଏକ ମହିଳା ନର୍ସ ଜଣେ ଯୁବକଙ୍କ ସହ ପ୍ରେମ ସବନ୍ଧରେ ଥିଲା । ଦୁଇ ଦିନ ପୂର୍ବରୁ ହିଁ ନର୍ସ ଯୁବକକୁ ଡାକିଲା ଏବଂ ବିବାହ କରିବା ପାଇଁ କହିଲା । ଯୁବକ ଜଣକ କିନ୍ତୁ ମନା କରିଦେଲା । ଏହା ପରେ ନର୍ସ ଧୋକାରେ ସେହି ଯୁବକକୁ ବେହୋସର ଇଂଜେକ୍ଶାନ ଲଗାଇ ଯୁବକର ପ୍ରାଇୱେଟ ପାର୍ଟକୁ କାଟି ଫେରାର ହୋଇଗଲା । ସୂଚନା ପାଇ ପୁଲିସ ପହଞ୍ଚି ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ।

ଯେଉଁଠି ଯୁବକର ଅବସ୍ଥା ଖରାପ ଅଛି । ପୁଲିସ ଆରୋପି ନର୍ସକୁ ଖୋଜୁଛନ୍ତି ।

ସୂଚନା ଅନୁସାରେ କଂଗନୱାଲ ସ୍ଥିତ ଶମଶେର କଲୋନୀର ନିବାସୀ ଯୁବକର ପିତା ପୁଲିସରେ କେସ କରି ଆରୋପ ଲଗାଇଛନ୍ତି କି କଂଗନୱାଲ ଅଞ୍ଚଳର ନର୍ସର ନିଜର ପ୍ରଥମ ସ୍ଵାମୀ ସହ ତାହାର ବିବାଦ ଚାଲୁଥିଲା । ଏହା ପରେ ସେ ତାଙ୍କର ପୁଅ ସହିତ ପ୍ରେମ ସବନ୍ଧ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ମନା କରି ଦେଲା । ଯୁବକର ପିତା କହିଲେ କି ନର୍ସ ଶୁକ୍ରବାର ଦିନ ଫୋନ କରି ତାଙ୍କ ପୁଅକୁ ଏକତା କଲୋନୀକୁ ଡାକିଥିଲା ।

ଏହା ପରେ ନର୍ସ ଜଣକ ଯୁବକକୁ ଗୋଟିଏ ରୁମରେ ନେଇ ତାହା ସହିତ ଶାରୀରିକ ସବନ୍ଧ କରିବାକୁ ଚେଷ୍ଟା କରିଲା । ଯୁବକ ଜଣକ ମନା କରିବାରୁ ନର୍ସ ତାକୁ ନିଶାର ଇଞ୍ଜେକସନ ଲାଗାଇଦେଲା ।

ଏହା ପରେ ଯୁବକ ଜଣକ ବେହୋସ ହୋଇଗଲା । ଏହା ପରେ ନର୍ସ ନିଜର ସାଥିମାନଙ୍କ ସହ ମିଶି ଯୁବକର ଗୁପ୍ତାଂଗ କାଟି ଦେଇ ଯୁବକକୁ ବେହୋସ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲା । ଏହା ପରେ ଯୁବକ ଜଣକ ଘରେ ଫୋନ କରିବାରୁ ପରିବାର ଏବଂ ପୁଲିସ ସେହି ସ୍ଥାନରେ ପହଞ୍ଚି ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରିଲେ ।