ସାଉଥ ଇଣ୍ଡଷ୍ଟ୍ରିର ଫେମସ ହିରୋ Ram Pothineniଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ଏହି 4 ସୁନ୍ଦର ହିରୋଇନ, 2ନଂ ତ ତାଙ୍କ ସହିତ ରହି ସାରିଛନ୍ତି ରିଲେସନଶିପରେ

ନମସ୍କାର ବନ୍ଧୁଗଣ, ରାମ ପୋଥିନେନି ସାଉଥ ର ସେହି ହିରୋ ଯାହାଙ୍କ ପାଇଁ କେତେ କେତେ ଝିଅ ସବୁ ତାଙ୍କର ଫ୍ୟାନ ତାଙ୍କ ପାଇଁ ପାଗଳ । ସବୁ ରାମଙ୍କର ଅଭିନୟ ଏବଂ ଷ୍ଟାଇଲ ପାଇଁ ତ ଫିଦା ତା ସହ ତାଙ୍କ ଲୁକ ମଧ୍ୟ ସମସ୍ତଙ୍କୁ ପସନ୍ଦ । ତାଙ୍କ ପାଇଁ ସବୁ ଝିଅ ଏମିତି ପାଗଳ କି ସେମାନେ ସବୁ ଅଭିନେତା ରାମ ଙ୍କ ସହ ବାହାଘର ର ସ୍ବପ୍ନ ମଧ୍ୟ ଦେଖୁଛନ୍ତି। ତେବେ କେବଳ ସାଧାରଣ ଝିଅମାନେ ହିଁ ରାମ ଙ୍କ ପାଇଁ ଦିୱାନୀ ନୁହଁ ବରଂ ସାଉଥ ର ମଧ୍ୟ ଏମିତି ଚାରିଜଣ ଅଭିନେତ୍ରୀ ଅଛନ୍ତି ଯିଏ କି ରାମ ଙ୍କ ପାଇଁ ପୁରା ଦିୱାନି ତାଙ୍କ ସହ ବାହାଘର ପାଇଁ ପୁରା ରାଜି ହୋଇ ବସିଛନ୍ତି । ତେବେ ଚାଲନ୍ତୁ ଆପଣଙ୍କୁ ଆଜି ସେହି ଚାରିଜଣ ଅଭିନେତ୍ରୀ ଙ୍କ ବିଷୟରେ ଜଣାଇବା ଯିଏ ରାମ ଙ୍କ ସହ ଜଲଦି ବିବାହ କରି ତାଙ୍କ ସହ ଜୀବନ ବିତାଇବାକୁ ଚାହୁଁଛନ୍ତି ।

ମାର୍ଦ୍ଧିକା ଶର୍ମା । ଯାହାର ନାମ ରାମ ଙ୍କ ସହ ଜଲଦି ବିବାହ କରି ଜୀବନ ବିତାଇବା ତାଲିକା ରେ ରହିଛି । ମାର୍ଦ୍ଧିକା ଶର୍ମା ଆସୁଥିବା ରେଡ଼ ଫିଲ୍ମ ରେ ରାମ ଙ୍କ ସହ ଦେଖିବାକୁ ମିଳିବେ । ଏବଂ ସେ ରାମ ଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି । ଏହି ଫିଲ୍ମ ରେ ସେ ଗୋଟେ ବର୍ଷ ରୁ ଅଧିକ ତାଙ୍କ ସହ କାମ କରିସାରିଛନ୍ତି । ଏବଂ ତାଙ୍କୁ ବହୁତ ଭଲ ଭାବରେ ଜାଣି ମଧ୍ୟ ସାରିଛନ୍ତି । ତାଙ୍କୁ ଯେମିତିକା ଜୀବନସାଥୀ ଦରକାର ଥିଲା ସେ ସବୁ ଗୁଣ ରାମ ଙ୍କ ପାଖରେ ଅଛି । ସେ ଜଣେ ଯତ୍ନବାନ ଏବଂ ବଡ଼ ମାନଙ୍କର ସମ୍ମାନ କରି ଜାଣିଛନ୍ତି । ଏହି ସବୁ କାରଣରୁ ସେ ତାଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସହ ଜୀବନ ବିତାଇବାକୁ ଚାହୁଁଛନ୍ତି ।

ଅନୁପମା ପରମେଶ୍ୱନମ । ଅଭିନେତ୍ରୀ ଅନୁପମା ମଧ୍ୟ ରାମ ଙ୍କ ସହିତ ବିବାହ କରିବାକୁ ଚାହୁଁଛନ୍ତି । ତା ଛଡ଼ା ପୂର୍ବରୁ ଏମାନଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ମଧ୍ୟ ରହିଆସିଛି । ଫିଲ୍ମ ପ୍ରେମ ଗୁରୁ ସମୟରେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ଦୁହେଁ ଵିଵାହ କରିବାକୁ ମଧ୍ୟ ଯାଉଥିଲେ । କିନ୍ତୁ କୌଣସି କାରଣରୁ ଦୁହେଁ ଵିଵାହ କରିପାରିଲେ ନାହିଁ ଏବଂ ଅଲଗା ହୋଇଯାଇଥିଲେ । ଅଲଗା ହୋଇଗଲେ ମଧ୍ୟ ଦୁହିଁଙ୍କ ମଧ୍ୟ ରେ ବର୍ତ୍ତମାନ ବି ପ୍ରେମ ଅଛି ଯାହାଦ୍ୱାରା ସେ ତାଙ୍କ ସହିତ ବିବାହ ପାଇଁ ଏବେ ବି ରାଜି ଅଛନ୍ତି ।

ପ୍ରଣିତା ସୁବାସ । ଏମିତି ରେ ତ ପ୍ରଣିତା ଙ୍କର ବହୁତ ଫ୍ୟାନ ଅଛନ୍ତି କିନ୍ତୁ ପ୍ରଣିତା ତାଙ୍କ ହୃଦୟ ରାମ ଙ୍କୁ ଦେଇସାରିଛନ୍ତି । ଏବଂ ତାଙ୍କ ସହ ବିବାହ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ ରଖିଛନ୍ତି । ରାମ ତାଙ୍କ ଜୀବନରେ ପରିବାର ଏବଂ କାମ କୁ ସମାନ ସ୍ଥାନ ଦେଇଛନ୍ତି । କାମ ପରେ ମଧ୍ୟ ସେ ପରିବାର କୁ ସମୟ ଦେଇଥାନ୍ତି । ଏବଂ ପ୍ରଣିତା ଙ୍କୁ ଏମିତି ହିଁ ଜଣେ ଜୀବନସାଥୀ ଦରକାର ଥିଲା । ତେଣୁ ବହୁତ ସମୟ ସେ ବିବାହ ର ପ୍ରସ୍ତାବ ମଧ୍ୟ ଦେଇସାରିଛନ୍ତି । କିନ୍ତୁ ଏହାକୁ ସମସ୍ତେ ମଜାକ ରେ ନେଇଯାଇଥାନ୍ତି ।

ହର୍ଷିକା ମଟବାନି ସେ ମଧ୍ୟ ରାମ ଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି । ହର୍ଷିକା ଙ୍କ ପାଇଁ ବହୁତ ଅଭିନେତା ଙ୍କ ବିବାହ ପାଇଁ ଲାଇନ ଲାଗିଛି କିନ୍ତୁ ହର୍ଷିକା ରାମ ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତାଙ୍କୁ ଗୋଟେ ଇଣ୍ଟରଭିୟୁ ରେ ପଚାରାଯାଇଥିଲା କି ଆପଣଙ୍କୁ ଯଦି ସୁଯୋଗ ମିଳେ ଆପଣ କେଉଁ ଅଭିନେତା ସହ ବିବାହ କରିବେ ସେ ସଙ୍ଗେସଙ୍ଗେ ରାମ ଙ୍କର ନାଁ ନେଇଥିଲେ କହିଲେ ରାମ ଙ୍କ ସହ ବିବାହ ହେଲେ ତାଙ୍କ ସ୍ୱପ୍ନ ସାକାର ହୋଇଗଲା ପରି ଲାଗିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।