ବହୁତ ହିଁ ଟ୍ରାନ୍ସପାରେଣ୍ଟ ଶାଢୀ ରେ Thalaivi ର ଶୁଟିଙ୍ଗ କରିବାକୁ ପହଞ୍ଚିଲେ Kangana Ranaut, ଭାଇରାଲ ହେଉଛି ଫଟୋ

ଆପଣ ମାନେ ସମସ୍ତେ ଜାଣିଥିବେ କି ବଲିଉଡ ଏକ ଗ୍ଲାମର ଦୁନିଆ ଅଟେ । ଏହି ଇଣ୍ଡଷ୍ଟ୍ରି ରେ ବହୁତ ଅଭିନେତା ଓ ଅଭିନେତ୍ରୀ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ଏହି ପରି ବହୁତ ଅଭିନେତା ଓ ଅଭିନେତ୍ରି ଏହି ଇଣ୍ଡଷ୍ଟ୍ରି ସହ ଯୋଡିହେବା ପାଇଁ ବହୁତ ପ୍ରୟାସ କରି ମଧ୍ୟ ଏଥିରେ ସଫଳତା ପାଇପାରିନାହାନ୍ତି ଆଉ କିଛି ସଫଳତା ପାଇ ବହୁତ ଲୋକପ୍ରିୟତା ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ରାନାବତ ଅନ୍ୟତମ । ସେ ସଦ୍ୟତମ ଏକ ଫିଲ୍ମ ଥାଲାଇବାର ଶୁଟିଙ୍ଗ ପାଇଁ ମୁମ୍ବାଇରେ ପହଞ୍ଚି ଥିଲେ ଏହି ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ।

କଙ୍ଗନା ଯେତେବେଳେ ବି ଘରୁ ବାହାରନ୍ତି ସେତେବେଳେ ସେ ଏକ ଅଲଗା ପ୍ରକାର ଦେଖାଯାନ୍ତି ସତେ ଯେପରି ତାଙ୍କର ସୁନ୍ଦରତାରେ କେହି ମରିଯିବେ । କଙ୍ଗନାଙ୍କର ଟାଏ ଦେଖିବାକୁ ବହୁତ ସାଧାରଣ ହୋଇଥିଲେବି ଶାଢୀ ସହ  ଟିମ ଅପ କରାଯାଇଥିବା ତାଙ୍କ ସେକ୍ସି ବ୍ଲାଉଜ ସେହି ଟାଏ ସହିତ ବହୁତ ସୁନ୍ଦର ଦେଖାଯାଉଥିଲା । ଏହାଛଡା ତାଙ୍କର ପଛ ପାଖରେ ହେଇଥିବା ଟାଟୁ ବି ଅଭିନେତ୍ରୀ ଫ୍ଲଣ୍ଟ କରିଥିଲେ ।

କିନ୍ତୁ ଏହି ସମୟରେ ଏହି ଅଭିନେତ୍ରୀ ଜଣକ ବିନା ମାସ୍କରେ ଦେଖିବାକୁ ମିଳିଥିଲେ । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ୟୁଟିଉବରେ ମଧ୍ୟ ବହୁତ ଚର୍ଚ୍ଚାରେ ଥିଲା । ଏହି ସମୟରେ ଯେତେବେଳେ ଜଙ୍ଗନା ତାଙ୍କର ଫିଲ୍ମ ଥଲାଇବାକୁ ନେଇ ଲାଇମଲାଇଟରେ ଥିବାବେଳେ ତାଙ୍କର ଲୁକ ମଧ୍ୟ ବହୁତ ସୁନ୍ଦର ଅଛି  ।

ଏବେ ଆସନ୍ତୁ ଜାଣିବା ସେ ଏହି ଭିଡ଼ିଓରେ କିପରି ଦେଖାଯାଉଥିଲେ । ସଦ୍ୟତ୍ତମ ବଲିଉଡର ଏହି ଅଭିନେତ୍ରୀ କଂଗନାଙ୍କୁ ମୁମ୍ବାଇର ଏୟାରପୋର୍ଟ ରେ ଦେଖିବାକୁ ମିଳିଥିଲା । ସେ ଏହି ସମୟରେ ପ୍ଲିସ୍ଟର ପିଙ୍କ ରଙ୍ଗର ସିମ୍ପୁଲ ଶିଫନ ଓ ଅର୍ଗେନଜା  ଫାବ୍ରିକର ଶାଢ଼ୀ ପିନ୍ଧିଥିଲେ ଯେଉଁଥିରେ ସେହି ଶାଢୀରେ କୌଣସି ପ୍ରକାରର ଏମ୍ରଡରି କରାଯାଇନଥିଲା ।

ଶାଢ଼ୀର ବୋର୍ଡରରେ ସିଲଭର କଟିରେ ପତଳା ପଟି ତିଆରି ହୋଇଥିଲା । ତାଙ୍କର ଟାଏ ଦେଖିବାକୁ ବହୁତ ସିମ୍ପୁଲ ଥିଲା କିନ୍ତୁ ବହୁତ ଆକର୍ଷଣୀୟ ଥିଲା । କିନ୍ତୁ କଙ୍ଗାନା ନିଜର ଲୁକକୁ ପୂରଣ କରିବା ପାଇଁ ସେଟଲ ଡାର୍କ ମେକପ ,ବୋଲ୍ଡ ଆଇଏଜ , ଲାଇଟ ଆଇ ସ୍ୟଡୋ , ଚୁଟି ମିଶି ମ୍ୟାନ କରିକି ଲକ ବନ ଷ୍ଟାଇଲ କରିଥିଲେ । ଅଭିନେତ୍ରୀ ବ୍ୟାକଲେସ ବ୍ଳାଉଜରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ତା ସହିତ ଟାଟୁ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲା । ମିଡିଆ ଆଗରେ ଭଲ ପୋଜ ଦେଉଥିଲେ । ତାଙ୍କର ଆସୁଥିବା ଫିଲ୍ମ ତେଜେଏସର ଶୁଟିଙ୍ଗରେ ବହୁତ ବ୍ୟସ୍ତ ରହିଛନ୍ତି । ତାଙ୍କର ଥଲାଇବା ଫିଲ୍ମଟି ବିଭିନ୍ନ ଭାଷାରେ ରିଲିଜ ହେଉଛି । ଯାହାର ଟ୍ରେଲର ଅଲଗା ଅଲଗା  ଭାଷାରେ ମଧ୍ୟ ଦେଖାଯାଉଛି । ସୋସିଆଲ  ମିଡିଆ ଓ ଇୟୁଟିୟୁବରେ ମଧ୍ୟ ଏହା ଆସିଯାଇଛି ।

ଯେଉଁଥିରେ ଅଭିନେତ୍ରୀ ଜୟା ଲଳିତାଙ୍କ ଚରିତ୍ରରେ ଦମଦାର ଅଭିନୟ କରୁଛନ୍ତି । ସବୁ ଦର୍ଶକ ତାଙ୍କର ଏହି ଫିଲ୍ମକୁ ରିଲିଜ ହେବାର ଅପେକ୍ଷା କରୁଛନ୍ତି । ଏହି ଫିଲ୍ମ ଜରିଆରେ କଙ୍ଗନା ଜାୟାଲଳିତାଙ୍କର ବାୟୋଗ୍ରାଫି ଉପରେ କାମ କରୁଛନ୍ତି । ଆମେ ଏଠାରେ କହି ରଖୁକି ଏହି ଫିଲ୍ମ ର ଟ୍ରେଲର ସବୁ ଦର୍ଶକଙ୍କୁ ବହୁତ ଆସିଛି ଓ ଏହାକୁ ବହୁତ ପ୍ରଶଂସା କରିଛନ୍ତି ।

ତାଙ୍କର ଏହି ଆଗାମୀ ଆସୁଥିବା ଫିଲ୍ମ ଥଳାଇବା ପାଇଁ ବହୁତ ପ୍ରଶଂସା କରୁଛନ୍ତି ଓ ଶୁଭ କାମନା ଅର୍ପଣ କରୁଛନ୍ତି । କିଛି ସମୟ ପାଇଁ ଏହି ଫିଲ୍ମ ର ରିଲିଜକୁ ଅଟକାଇ ଦିଆଯାଇଛି । ଏହି କାରଣ ପାଇଁ କଙ୍ଗନା ଓ କରନ ଜୋହାରଙ୍କ  ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଛି ଓ ବହୁତ ଯୁକ୍ତି ତର୍କ  ହୋଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।