15 ବର୍ଷ ବୟସରେ ସୁଟିଙ୍ଗ ସେଟରେ ରେଖାଙ୍କ ସହ ହେଇଥିଲା ଜବରଦସ୍ତି, ସେଠି ଉପସ୍ଥିତ ଲୋକେ ବେଶର୍ମ ହେଇ ବଯାଇଥିଲେ ତାଳି, ଆହୁରି ସେ କହିଲେ…

ବଲୀଉଡ ଜଗତର ଫେମସ ଅଭିନେତ୍ରୀ ରେଖା ସେ କାଲି ତାଙ୍କର ୬୬ତମ ଜନ୍ମ ଦିବସ ପାଳନ କରିଛନ୍ତି । ତାଙ୍କର ଜନ୍ମ ୧୦ ଅକ୍ଟୋବର ୧୯୫୪ ମସିହା ରେ ଚେନ୍ନାଇ ଠାରେ ହୋଇଥିଲ। । ଅଭିନେତ୍ରୀ ରେଖା ନିଜର ଏତେ ନାମ କମେଇଛନ୍ତି ଯେ ତାଙ୍କୁ କୌଣସି ପରିଚୟ ଦରକାର ନାହିଁ । ସେ ତାଙ୍କ ଆକଟିଂ ରେ ଦମ ଲଗେଇ ଲୋକମାନଙ୍କ ଭିତରେ ଗୋଟେ ଅଲଗା ପରିଚୟ ଆଣିଛନ୍ତି । ଗୋଟେ ସମୟ ଥିଲା ଫ୍ୟାନ୍ସ ମାନେ, ଅଭିନେତ୍ରୀ ରେଖାଙ୍କ ଝଲକ ଦେଖିବାକୁ ଅପେକ୍ଷା କରୁଥିଲେ।

ଜଣାପଡୁଛି ଅଭିନେତ୍ରୀ ରେଖା ବହୁତ ଛୋଟ ବେଳୁ ବଲୀଉଡ ଜଗତରେ ନିଜର ଅଭିନୟ ଅରମ୍ଭ କରି ଦେଇଥିଲେ, ଆଜି ଆମେ ତାଙ୍କର ଏହି ଜନ୍ମ ଦିନ ର ଶୁଭ ମଉକାରେ ଆପଣମାନଙ୍କୁ ଜଣେଇବୁ ଯେ ସେ ଯେତେବଳେ ଛୋଟ ଥିଲେ ତାଙ୍କ ସହ ଘଟିଥିବା ଏକ ଘଟଣା ବିଷୟରେ ।

ରେଖାଙ୍କୁ ଏହି ଆକ୍ଟର ଲଗାତାର ୫ ମିନିଟ କିସ କରିଥିଲେ

ରେଖା ୧୫ ବର୍ଷ ବୟସରୁ ବଲୀଉଡ ଜଗତରେ ପାଦଦେଇଥିଲେ । ସେହି ସମୟରେ ରେଖା ଅନଜାନ ସଫର ଫିଲ୍ମ ର ସୁଟିଙ୍ଗ କରୁଥିଲେ । ସେହି ସମୟରେ ତାଙ୍କ ସହ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା । ସେହି ସିନେମାରେ ତାଙ୍କର ଅପୋଜିଟ କ୍ୟାରେକ୍ଟର ରେ ବିଶ୍ଵଜିତ ଥିଲେ, ଯିଏ କି ରେଖାଙ୍କ ସହ ଶୁଟିଙ୍ଗ ସେଟ ରେ ଜବରଦସ୍ତ ୫ ମିନିଟ ପର୍ଯ୍ୟନ୍ତ କିସ କରିଥିଲେ ।

ମିଡିଆ ରିପୋଟ ଅନୁସାରେ ଏହି ଘଟଣା ପରେ ରେଖା କାନ୍ଦି ପକାଇ ଥିଲେ । ଆମେ ଆପଣଙ୍କୁ ଜଣେଇଦବୁ ଯେ ରେଖାଙ୍କ ସହ ହେଇ ଥିବା ଏହି ଘଟଣା ବିଷୟରେ ରେଖା ଙ୍କୁ ବଞ୍ଚେଇବା ବଦଳରେ ଲୋକ ମାନେ ତାଳି ମାରୁଥିଲେ । ଅନଜାନ ସଫର ଫିଲ୍ମ ସୁଟିଙ୍ଗ ବେଳକୁ ରେଖାଙ୍କୁ ୧୫ ବର୍ଷ ହୋଇଥାଏ । ସେହି ଫିଲ୍ମ ରେ ଗୋଟେ ରୋମାଣ୍ଟିକ ଗୀତରେ ରେଖାଙ୍କୁ ବିଶ୍ଵଜିତଙ୍କ ସହିତ କିସିଙ୍ଗ ସିନ କରିବାର ଥିଲା, କିନ୍ତୁ ଫିଲ୍ମ ମେକର ମାନେ ଏହି କଥା ତାଙ୍କୁ ଜଣାଇ ନଥିଲେ ।

ରେଖା ଙ୍କ ଅଜାଣତରେ ସବୁ କମ କରା ଯାଇଥିଲା ଓ ଏହା ପରେ ଯେତେବେଳେ ରେଖା ଙ୍କ ସୁଟିଙ୍ଗ ଆରମ୍ଭ ହେଲା ବୀଶ୍ଵଜିତ ରେଖାଙ୍କୁ ଲଗାତର ୫ ମିନିଟ କିସ କରି ଚାଲିଲେ । ସେହି ସମୟରେ ରେଖା କାନ୍ଦି ପକାଇ ଥିଲେ, ସବୁ ଲୋକ ବିଶ୍ଵଜିତ ଙ୍କ ପାଇଁ ତାଳି ମାରୁଥିଲେ କିନ୍ତୁ ରେଖା ବହୁତ ରାଗି ଯାଇଥିଲେ ।

ଆପଣ ମାନେ ଜାଣିଛନ୍ତି ବୀଶ୍ଵଜିତ ରେଖା ଙ୍କୁ ଏମତି ହଇରାଣ କରିବା ପରେ ରେଖା ବହୁତ ଚିଡିଯାଇ ଏହାର ଜବାବ ଦେବାକୁ ଇଛା କରୁଥିଲେ, କିନ୍ତୁ ଏହାର ପରିଣାମ କଣ ହେବ ଭାବି ସେ କିଛି କହି ନଥିଲେ । ରେଖା ଓ ବିଶ୍ଵଜିତ ଙ୍କର ଏହି ମାମଲା ବହୁତ ବିବାଦ ରେ ରହିଥିଲା ଓ ଏହି ମାମଲା କୋଟ ରେ ବି ପହଞ୍ଚିଥିଲା । ପରେ ରେଖାଙ୍କ ସହ ଘଟିଥିବା ଏହି ବିବାଦ ଆମେରିକାରେ ପହଞ୍ଚିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।