କୋଟି କୋଟି ଟଙ୍କାର ସମ୍ପତି, ପ୍ରାଇବେଟ ଜେଟ ଓ ମହଙ୍ଗା ଗାଡିର ମାଲିକ ଅଟନ୍ତି ଅକ୍ଷୟ, କିନ୍ତୁ ଜୀବନ ଯାପନ କରନ୍ତି ଏହିଭଳି ଲାଇଫଷ୍ଟାଇଲ, ଦେଖନ୍ତୁ

ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଦ୍ଵାରା ଆଜି ବଲୀଉଡର ଟପ ଅଭିନେତା ହୋଇଛନ୍ତି । ଏହି ପୋଷ୍ଟରେ ଆମେ ବଲୀଉଡର ଏମିତି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ପରିଶ୍ରମ ଦ୍ଵାରା ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଓ ଆଜି ତାଙ୍କର ବର୍ଷକୁ ଗୋଟିଏ ନୁହେଁ ୩ – ୪ ଟି  ଫିଲ୍ମ ରିଲିଜ ହେଉଛି । ଆମେ କଥା ହେଉଛୁ ବଲୀଉଡର ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ବିଷୟରେ ।

ବର୍ତ୍ତମାନ ହିଁ ଫୋର୍ବ୍ସ ଦୁନିଆର ସବୁଠୁ ହାଈଏସ୍ଟ ପେଡ ଆକ୍ଟରଙ୍କର ଲିଷ୍ଟ ଜାରି କରିଥିଲା ଓ ଏହି ଲିଷ୍ଟରେ ଅକ୍ଷୟ ଚତୁର୍ଥ ନମ୍ବରରେ ରହିଛନ୍ତି ।

ଆଜିର ଏହି ପୋଷ୍ଟରେ ଆମେ ଅକ୍ଷୟଙ୍କ କଥା ଏଥିପାଇଁ କହୁଛୁ କାରଣ ୯ ସେପ୍ଟେମ୍ବରକୁ ବଲୀଉଡର ଅଭିନେତା ଅକ୍ଷୟ କୁମାର ୫୨ ବର୍ଷର ହୋଇ ଯାଇଛନ୍ତି । ଏହି ଖୁସି ସମୟରେ କେବେଳ ଫ୍ୟାନ ନୁହେଁ ବଲୀଉଡର ଷ୍ଟାରମାନେ ବି ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।

ଅକ୍ଷୟ କୁମାର ବଲୀଉଡରେ ଏକ ଏମିତି ଅଭିନେତା ଅଟନ୍ତି ଯିଏକି ସମସ୍ତ ବୟସର ଦର୍ଶକମାନେ ତାଙ୍କୁ ପସନ୍ଦ କରିଥାନ୍ତି । ଅକ୍ଷଙ୍କର ବର୍ତ୍ତମାନ ହିଁ ରିଲିଜ ହୋଇଥିବା ଫିଲ୍ମ ’ମିସନ ମଙ୍ଗଲ’ ବହୁତ ଭଲ ଆୟ କରିଛି । କହିବାକୁ ଗଲେ ଆଜି ଅକ୍ଷୟ କୁମାର ବଲୀଉଡର ସବୁଠୁ ବଡ ସୁପରଷ୍ଟାର ଅଟନ୍ତି ଓ ତାଙ୍କର ଫିଲ୍ମ ଗୁଡିକ ବି ଭଲ ଆୟ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ତାଙ୍କର ଗୋଟିଏ ମିନିଟର ଆୟ ୧୮୬୯ ଟଙ୍କା ଅଟେ । ଫୋର୍ବ୍ସ ଅନୁସାରେ ଅକ୍ଷୟ ଜୁନ ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ୬୯ ମିଲିୟନ ଡଲାରର ଆୟ କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଅକ୍ଷୟ କୁମାରଙ୍କ ପାଖରେ ୧୫୦ ମିଲିୟନ ଡଲାର ମାନେ ୧୦.୭୪ ଅରବରୁ ଅଧିକ ସମ୍ପତି ଅଛି । ଅନୁଶାସିତ ଜୀବନ ବ୍ୟତୀତ କରୁଥିବା ଅକ୍ଷୟ ଲଗ୍ଜରୀ ଲାଇଫରେ ବିଶ୍ଵାସ ରଖନ୍ତି । ତାଙ୍କ ପାଖରେ ପ୍ରାଇବେଟ ଜେଟ ବି ଅଛି ଯାହାର ଦାମ ୨୬୦ କୋଟି ଟଙ୍କା ଅଟେ । ଏହା ସହିତ ଅକ୍ଷୟଙ୍କ ପାଖରେ ବହୁତ ଆଲିଶାନ ବଙ୍ଗଳା ଓ ଲଗ୍ଜରୀ କାର ବି ଅଛି ।

ଅକ୍ଷୟଙ୍କ ପାଖରେ ରୋଲ୍ସ ରୟସ ଫ୍ୟାଣ୍ଟମ, ବେଂଟଲେ କନ୍ଟିନେଂଟଲ ଫ୍ଲାଇଂଗ ସପର, ମର୍ସୀଡୀଜ GLS, ପୋର୍ଶେ କେୟେନ, ରେଂଜ ରୋବର ୱୋଗ, ମର୍ସୀଡୀଜ GL350 CDI, Honda CR-V ଭଳି ବହୁତ ଲଗ୍ଜରୀ କାର ଅଛି । ଏହା ଛଡା ତାଙ୍କ ପାଖରେ ୟାମାହା ୱୀ ମ୍ୟାକ୍ସ ଓ ହାର୍ଲେ ଡେବିଡସନ ଭଳି ମହଙ୍ଗା ବାଇକ ବି ଅଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।