ଆମିର ଖାନ ଙ୍କର ଝିଅ ନୁହନ୍ତି କାହାଠୁ କମ, ଫୋଟୋ ଦେଖିଲେ ଆପଣ ବି ତାଙ୍କର ଦିବାନା ହୋଇଯିବେ

ଆମିର ଖାନଙ୍କର ନାମ ବଲିଉଡ ଇଣ୍ଡଷ୍ଟ୍ରିରେ ସବୁଠାରୁ ପ୍ରସିଦ୍ଧ ନାମ ମଧ୍ୟରୁ ଗୋଟିଏ । ଯେବେ ବି ଆମିର ଖାନ କୌଣସି ନୂଆ ଫିଲ୍ମ ନେଇଆସନ୍ତି ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ଏମିତିରେ ଆମିର ଖାନଙ୍କୁ ଦେଖିବା ପାଇଁ ପ୍ରତ୍ୟେକ ସିନେମା ହଲରେ ଭିଡ ଲାଗିଥାଏ । ବୋଧେ ଏଥିପାଇଁ ତାଙ୍କର ପ୍ରତ୍ୟେକ ଫିଲ୍ମ ବକ୍ସ ଅଫିସର ଅନ୍ୟ ଫିଲ୍ମ ମାନଙ୍କର ରେକର୍ଡ ଭାଙ୍ଗିଥାଏ ।

ବଲିଉଡରେ ଆମିର ଖାନଙ୍କୁ “ମିଷ୍ଟର ପରଫେକ୍ଶନିସ୍ଟ” ନାମରେ ମଧ୍ୟ ଲୋକ ଜାଣନ୍ତି । କିନ୍ତୁ ଆମେ ଆଜି ଆମିର ଖାନଙ୍କ ବିଷୟରେ ନୁହେଁ କିନ୍ତୁ ଖାନ ପରିବାର ର ଅନ୍ୟ ଏକ ସଦସ୍ୟଙ୍କ ବିଷୟରେ କଥା ହେବାକୁ ଯାଉଛୁ । ଆପଣ ଠିକ ଭାବିଛନ୍ତି ଆଜି ଆମେ ଆପଣଙ୍କୁ ଆମିର ଖାନଙ୍କର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ନିଜର ଲୁକ ଓ କ୍ୟୁଟିନେସକୁ ନେଇ ଏବେ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ତେବେ ଚାଲନ୍ତୁ ମିସ ଖାନ ସାହିବାଙ୍କ ବିଷୟରେ ଜାଣିବା ।

ଆପଣଙ୍କ ଜାଣିବା ପାଇଁ ଆପଣଙ୍କୁ କହିରଖୁଛୁ କି ଆମିର ଖାନଙ୍କର ପ୍ରଥମ ବିବାହ ସଫଳ ହୋଇପାରି ନଥିଲା । ଯେଉଁଥି ପାଇଁ ଦୁଇଜଣଙ୍କର ଡିଭୋର୍ସ ହୋଇଯାଇଥିଲା । ଏବେ ଆମିର ନିଜର ଦ୍ଵିତୀୟ ପତ୍ନୀ କିରଣ ରାଓଙ୍କ ସହିତ ରହୁଛନ୍ତି ଓ ଦୁଇ ଜଣ ଏକାଠି ବହୁତ ଖୁସିରେ ମଧ୍ୟ ଅଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଆମିର ଖାନଙ୍କର ଯେଉଁ ଝିଅ ସହିତ ପରିଚୟ କରାଇବାକୁ ଯାଉଛୁ ସେ ଆମିର ଖାନଙ୍କର ପ୍ରଥମ ପତ୍ନୀଙ୍କର ସନ୍ତାନ ।

ଆମିର ଖାନଙ୍କର ଏହି ଗେଲ୍ହି ରାଜକୁମାରୀଙ୍କର ନାମ ଈରା ଖାନ । ଦେଖିବାକୁ ଈରା ଏତେ ସୁନ୍ଦର କି କେହି ବି ତାଙ୍କର ଦିଵାନ ହୋଇଯିବେ । ଆପଣଙ୍କ ଜାଣିବା ପାଇଁ ଆମେ ଆପଣଙ୍କୁ କହି ରଖୁଛୁ କି ଈରା ତାଙ୍କର ସୌନ୍ଦର୍ଜ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ।

ଏହି କଥା ଜାଣି ଆପଣ ଖୁସି ହେବେ କି ଈରା ବହୁତ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ଆମିର କହିଥିଲେ କି ତାଙ୍କ ଝିଅକୁ ଫିଲ୍ମୀରେ କାମ କରିବାର ସଉକ ଅଛି, ସେ ମଧ୍ୟ ଏଥିରେ ରାଜି । ମିଳିଥିବା ସୂଚନା ଅନୁସାରେ ଈରା ଏବେ କଲେଜ ରେ ପଢୁଛନ୍ତି । ଈରା ଗୋଟିଏ ଇଣ୍ଟରଭ୍ୟୁରେ କହିଲେ କି ତାଙ୍କୁ ସଙ୍ଗୀତରେ ବହୁତ ରୁଚି ଅଛି । ଯେଉଁଥି ପାଇଁ ସେ ସଙ୍ଗୀତରେ ମଧ୍ୟ ନିଜର କ୍ୟାରିୟର ଗଢିବାକୁ ଚାହୁଛନ୍ତି ।

ଏହା ବ୍ୟତୀତ ଆମିରଙ୍କର ଏହି ପ୍ରିନସେସ ପଶୁମାନଙ୍କୁ ମଧ୍ୟ ଭଲପାଆନ୍ତି । ସବୁବେଳେ ଈରା ଫେସବୁକ ଓ ଇନଷ୍ଟାଗ୍ରାମରେ ନିଜ ଫୋଟୋ ଶେୟାର କରିଥାନ୍ତି । ତେବେ ଏହା ମାନି ନିଅନ୍ତୁ କି ବାପାଙ୍କ ପରୀ ନିଜ ବାପାଙ୍କ ଭଳି ସୋସିଆଲ ମିଡିଆରେ ଏକ୍ଟିଭ ରୁହନ୍ତି । ଏଥି ସହିତ ଈରାଙ୍କର ପ୍ରଶଂସକ ମାନଙ୍କର ଲିଷ୍ଟ ମଧ୍ୟ ବହୁତ ଲମ୍ବା ଅଟେ ।

ଆଗକୁ ଏହିଭଳି ବଲିଉଡ ଖବର ବିଷୟରେ ଜାଣିବାକୁ ଚାହୁଁଥିଲେ ଆମ ପେଜକୁ ଲାଇକ କରନ୍ତୁ ଓ ଆମିରଙ୍କ ଝିଅ ଇରାଙ୍କ ପାଇଁ ଗୋଟେ ଶେୟାର ନିଶ୍ଚୟ କରନ୍ତୁ।