IAS ଇଣ୍ଟରଭ୍ୟୁରେ ଝିଅକୁ ପଚରା ଗଲା ପ୍ରଶ୍ନ, ଗୋଟେ ମହଲାକୁ ଶେଷ କରିବାରେ କେତୋଟି ଇଟା ଲାଗିଥାଏ

ଦିନକୁ ଦିନ ଜନସଂଖ୍ୟା ବଢିବା ସହିତ ସରକାରୀ ଚାକିରି ପାଇଁ ହେଉଥିବା ନିଯୁକ୍ତି ବହୁତ କଠିନ ହେଇଯାଉଛି । ସାଧାରଣତଃ IAS ପରୀକ୍ଷା ହେଉଛି ଭାରତର ସୁବଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ । ଏହାର prelims ଓ Mains ପରୀକ୍ଷାରେ ପାସ କରିବା ପରେ ଆପଣଙ୍କୁ ଇଣ୍ଟର୍ଭ୍ୟୁ ପାଇଁ ଡକା ଯାଇଥାଏ । ଏହାପରେ ୧ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ଇଣ୍ଟର୍ଭ୍ୟୁ ଚାଲିଥାଏ ।

ଏଥିରେ ଜେନେରାଲ ନଲେଜ, କରେଣ୍ଟ ଅଫେୟାର, iq ଲେବଲ ଏବଂ ପର୍ସନାଲିଟି ସମ୍ବନ୍ଧିତ ବହୁତ ପ୍ରଶ୍ନ ପଚରା ହୋଇଥାଏ । ଆଇଏଏସ ଇଣ୍ଟର୍ଭ୍ୟୁର କିଛି ପ୍ରଶ୍ନ ଆଜି ଆମେ ଆପଣମାନଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

ପ୍ରଶ୍ନ- କୌଣସି ଘର ବା ବିଲଡିଙ୍ଗକୁ ଶେଷ କରିବା ପାଇଁ କେତେଟି ଇଟାର ଆବଶ୍ୟକତା ହୋଇଥାଏ ?

ଉତ୍ତର- ଏହାର ଉତ୍ତର ହେଉଛି କୌଣସି ଘର ବା ବିଲଡିଙ୍ଗକୁ ଶେଷ କରିବା ପାଇଁ ଶେଷରେ ଗୋଟିଏ ଇଟାର ହିଁ ଆବଶ୍ୟକ ହୋଇଥାଏ ।

ପ୍ରଶ୍ନ- ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ଦୁନିଆର ସବୁ ଲୋକ ଖାଇଥାନ୍ତି, ହେଲେ ଆପଣ ସେହି ଖାଦ୍ୟକୁ ବ୍ରେକଫାଷ୍ଟ ପୂର୍ବରୁ ଖାଇପାରିବେ ନାହିଁ ?

ଉତ୍ତର- ଏହାର ଉତ୍ତର ବହୁତ ସରଳ ଅଟେ, ହେଲେ ବହୁତ ଲୋକଙ୍କୁ ଏହାର ସଠିକ ଉତ୍ତର ଜଣା ନଥାଏ । ଏହାର ଉତ୍ତର ହେଉଛି ‘ଲଞ୍ଚ ଓ ଡିନର’ ।

ପ୍ରଶ୍ନ- କମଳା ରଙ୍ଗକୁ ନାରଙ୍ଗି କାହିଁକି କୁହାଯାଇଥାଏ ?

ଉତ୍ତର- କମଳା ଜନ୍ମରୁ ହିଁ ନାରଙ୍ଗି ହୋଇଥାଏ, ସେଥିପାଇଁ ଏହାର ରଙ୍ଗ ନାରଙ୍ଗି ହୋଇଥାଏ ।

ପ୍ରଶ୍ନ- ଭାରତୀୟ ରିଜର୍ଭ ବ୍ୟାଙ୍କ କେବେ ସ୍ଥାପିତ ହୋଇଥିଲା ?

ଉତ୍ତର- ଭାରତୀୟ ରିଜର୍ବ ବ୍ୟାଙ୍କ ୧ ଏପ୍ରିଲ ୧୯୩୫ ମସିହାରେ ସ୍ଥାପିତ ହୋଇଥିଲା ।

ପ୍ରଶ୍ନ- ଏମିତି କେଉଁ ଜିନିଷ ପୁରୁଷଙ୍କର ୩ଟି ଓ ନାରୀଙ୍କର ୨ଟି ଥାଏ ?

ଉତ୍ତର- ଶବ୍ଦ ହିସାବରେ ପରୁଷ ୩ ଶବ୍ଦ ଓ ନାରୀ ୨ ଶବ୍ଦ ହୋଇଥାଏ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।