ଧୋନୀ ଖୋଳିଲେ ନିଜର ପ୍ରଥମ ପ୍ରେମର ରହସ୍ୟ, କହିଲେ ‘ସାକ୍ଷୀଙ୍କୁ କହିବେ ନାହିଁ’

ଭାରତୀୟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ନିଜର ଜୀବନର ସବୁଠୁ ବଡ ରହସ୍ୟ ଖୋଲିଲେ ଓ କହିଲେ କି ତାଙ୍କର ପତ୍ନୀଙ୍କୁ ଏହି ବିଷୟରେ କହିବେ ନାହିଁ । ଧୋନୀ ନିଜର ପ୍ରଥମ କ୍ରଶ ଉପରୁ ପରଦା ହଟାଇ ଦେଇଛନ୍ତି । ଯେଉଁ କାରଣରୁ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କିଏ ଧୋନୀଙ୍କର ପ୍ରଥମ କ୍ରଶ ଥିଲେ । କଣ ବର୍ତ୍ତମାନ ବି ଧୋନୀ ତାଙ୍କୁ ମିସ କରୁଛନ୍ତି ?

ଏହି ସମସ୍ତ ଜବାବର ଉତ୍ତର ଆଜି ଆମେ ଆପଣଙ୍କୁ ଏହି ରିପୋର୍ଟରେ ଦେବୁ । କହିଦେଉଛୁ କି ଧୋନୀ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ରହସ୍ୟରୁ ପରଦା ହଟାଇଲେ ।

ଗୋଲ୍ଫ ଇଣ୍ଡିଆ ଆୟଲର ଏକ କାର୍ଯ୍ୟକ୍ରମରେ ଧୋନୀଙ୍କୁ ଯେତେବେଳେ ପଚରାଗଲା କି ତାଙ୍କର ପ୍ରଥମ କ୍ରଶ କିଏ ଥିଲେ, ତେବେ ଧୋନୀ କହିଲେ କି ଯେତେବେଳେ ସେ ୧୨ଶ ରେ ପଢୁଥିଲେ, ତେବେ ‘ସ୍ଵାତି’ ନାମକ ଏକ ଝିଅ ଉପରେ ତାଙ୍କର କ୍ରଶ ଥିଲା, ଏମିତିରେ ଧୋନୀ ସେହି ଝିଅକୁ ବହୁତ ପ୍ରେମ କରୁଥିଲେ, କିନ୍ତୁ ଏହି କଥା ବହୁତ ପୁରୁଣା ହୋଇ ଯାଇଛି । ଯେଉଁଥିରେ ସାକ୍ଷୀଙ୍କୁ କୌଣସି ବି ଫରକ ପଡିବ ନାହିଁ । କିନ୍ତୁ ଧୋନୀ ଥଟ୍ଟା କରି କହିଲେ କି ସାକ୍ଷୀଙ୍କୁ କହିବେ ନାହିଁ ।

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଧୋନୀ ପଡିଆରେ ନିଜର ପ୍ରଦର୍ଶନକୁ ନେଇ ପ୍ରାୟତଃ ଚର୍ଚାରେ ରହିଥାନ୍ତି । କିନ୍ତୁ ଏହା ଛଡା ସେ ନିଜର ପର୍ସନାଲ ଲାଇଫ ପାଇଁ ମଧ୍ୟ ଚର୍ଚାରେ ରହିଥାନ୍ତି । ଧୋନୀ ନିଜର ପର୍ସନାଲ ଲାଇଫକୁ ଶେୟାର କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କୁ ଯିଏ ବି ପ୍ରଶ୍ନ କରିଥାଏ ସେ ତାହାର ଉତ୍ତର ଶାନ୍ତ ସ୍ଵଭାବର ସହିତ ଦେଇଥାନ୍ତି । ଧୋନୀଙ୍କର ପ୍ରେମ କାହାଣୀ ତ ଚର୍ଚାରେ ଥିଲା, କିନ୍ତୁ ତାଙ୍କର ମ୍ୟାରେଜ ଲାଇଫ ବି ବହୁତ ଚର୍ଚାରେ ରହିଛି ।

କହିଦେଉଛୁ କି ଧୋନୀଙ୍କର ଯେଉଁ ଝିଅ ଉପରେ କ୍ରଶ ଥିଲା ତାହାର ନାମ ସ୍ଵାତି ଥିଲା । ସ୍ଵାତି ଧୋନୀଙ୍କର କ୍ଲାସମେଟ ଥିଲେ । ଏହି କଥା ୧୯୯୯ ର ଅଟେ, ଯେତେବେଳେ ଧୋନୀ ୧୨ଶ ରେ ପଢୁଥିଲେ । ଧୋନୀ ଓ ସ୍ଵାତି ବହୁତ ଭଲ ବନ୍ଧୁ ବି ଥିଲେ, କିନ୍ତୁ ସମୟ ସହିତ ଦୁଇ ଜଣ ପରସ୍ପର ଠାରୁ ଦୂରେଇ ଗଲେ ।

କହିଦେଉଛୁ କି ଧୋନୀ ୨୦୧୪ରେ ଟେସ୍ଟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି ଓ ୨୦୧୭ଜାନୁୟାରୀରେ ସେ ଭାରତୀୟ ଟିମର ୱାନ ଡେ ଓ ଟି – ୨୦ ର କ୍ୟାପଟେନସିପ ବି ଛାଡି ଦେଇଥିଲେ । ବର୍ତ୍ତମାନ ସେ ଆଇପିଏଲରେ ଚେନ୍ନାଇ ଟିମର କ୍ୟାପଟେନ ଅଛନ୍ତି । ଧୋନୀ ନିଜର କୁଲ କ୍ୟାପଟେନସିପ ଓ ବ୍ୟାଟିଙ୍ଗ ପାଇଁ ଜଣା ଯାଆନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।