Gk Questions- ଗୋଟିଏ ଗଛର ନାମ, ଗୋଟିଏ ରାଜାର ନାମ, ଗୋଟିଏ ଔଷଧର ନାମ ଓ ଗୋଟିଏ ଫିଲ୍ମ ର ନାମ, କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ କାରଣରୁ ସ୍କୁଲ ବନ୍ଦ ଅଛି ଓ ପିଲାମାନଙ୍କର ପଢା ପଢୀରେ ବି ବାଧା ଆସୁଛି । ଆପଣ ମନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜର ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ । ତେବେ ଚାଳନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହର ଉତ୍ତର ।

୧ – ସବୁଠୁ ବ୍ୟସ୍ତ ମନୁଷ୍ୟର କେଉଁ ଅଙ୍ଗ ଥାଏ ?

ଉତ୍ତର – ହୃଦୟ

୨ – ପୁର୍ଣିମା ତ୍ରିଭୁଜରେ କେତୋଟି ଦେଶ ଥାଏ ?

ଉତ୍ତର – ୩ ଟି

୩ – ଏସିୟାଟିକ ସୋସାଇଟି ଅଫ ବଙ୍ଗାଲର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୧୭୮୪

୪ – କାମାୟାନିର ରଚୟିତା କିଏ ଥିଲେ ?

ଉତ୍ତର – ଜୟଶଙ୍କର ପ୍ରସାଦ

୫- ଶିମିଳିପାଳ ବନ୍ୟ ଅଭୟାରଣ୍ୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ଓଡିଶା

୬ – ଭାରତର ସବୁଠୁ ଅଧିକ ଜନସଂଖ୍ୟା ବଳ ରାଜ୍ୟର ନାମ କଣ ?

ଉତ୍ତର – ମହାରାଷ୍ଟ୍ର

୭ – ଏକ ରାଷ୍ଟ୍ର ଏକ ନେତାର ନାର କିଏ ଦେଇଥିଲେ ?

ଉତ୍ତର – ହିଟଲର

୮ – ଭାରତର ପ୍ରମୁଖ ଫସଲ ର ନାମ କଣ ?

ଉତ୍ତର – ଧାନ

୯ – ସୌରମଣ୍ଡଲ କିଏ ଆବିଷ୍କାର କରିଥିଲେ ?

ଉତ୍ତର – କୋପରନିକାଶ

୧୦ – ଏଭରେଷ୍ଟ ଶ୍ରୁଙ୍ଗ ଚଢିଥିବା ଦ୍ଵିତୀୟ ମହିଳାଙ୍କ ନାମ କଣ ?

ଉତ୍ତର – ସନ୍ତୋଷ ଯାଦବ

୧୧ – କଂଗ୍ରେସର ଲକ୍ଷ୍ନୌ ଅଧିବେଶନ କେବେ ହୋଇଥିଲା ?

ଉତ୍ତର – ୧୯୧୬

୧୨ – ବିଶ୍ଵର ସବୁଠୁ ଉଚ୍ଚ ପଶୁ କିଏ ?

ଉତ୍ତର – ଜିରାଫ

୧୩ – ମହାଭାରତର ପୁରୁଣା ନାମ କଣ ଥିଲା ?

ଉତ୍ତର – ଜୟସଙ୍ଘିତା

୧୪- ଭାରତର କେଉଁ ରାଜ୍ୟକୁ ଫଳ ର ରାଜ୍ୟ ବୋଲି କୁହାଯାଏ ?

ଉତ୍ତର – ହିମାଚଲ ପ୍ରଦେଶ

୧୫ – କେଉଁ ଦେଶ ରେ ଗୋଟିଏ ବି ସିନେମା ଘର ନାହିଂ ?

ଉତ୍ତର- ଭୁଟାନ

୧୬ – ପାଗୋଡା କେଉଁଠାରେ ଅବସ୍ଥିତ ?

ଉତ୍ତର – ମିୟାଂମାର

୧୭ – ଗୁଲାମ ବଂଶର ସଂସ୍ଥାପକ କିଏ ଥିଲେ ?

ଉତ୍ତର – କୂଟବୁଦ୍ଦିନ ଆଇବାକ

୧୮ – କଳା ରଙ୍ଗର ହଁସ କେଉଁଠାରେ ଦେଖାଯାନ୍ତି ?

ଉତ୍ତର – ଅଷ୍ଟ୍ରେଲିୟାରେ

୧୯ – ଆଳୁ ଅନୁସନ୍ଧାନ ସଂସ୍ଥା କେଉଁଠାରେ ଅବସ୍ଥିତ ?

ଉତ୍ତର – ଶିମଳା

୨୦ – ହାଇଦ୍ରାବାଦର ଯୋଡି ନଗର କାହାକୁ କୁହାଯାଏ ?

ଉତ୍ତର – ସିକନ୍ଦରାବାଦ

୨୧ – ପୃଥିବୀରେ କେତୋଟି ମହାସାଗର ଅଛି ?

ଉତ୍ତର – ୫ ଟି

୨୨ – ବିଶ୍ଵର ସବୁଠୁ ଅଧିକ ମାଛ ଧରିବା ବାଲା ଦେଶର ନାମ କଣ ?

ଉତ୍ତର – ଚୀନ

୨୩ – ଶ୍ରୀନଗର ର ସ୍ଥାପନ କିଏ କରିଥିଲେ ?

ଉତ୍ତର – ଅଶୋକ

୨୪ – କ୍ଷୀର ମିଠା କେଉଁ କାରଣରୁ ଲାଗେ ?

ଉତ୍ତର – ଲାକ୍ଟୋସ

୨୫ – ଶଙ୍ଗର୍ଷ କି ଓର ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର – ଜୟପ୍ରକାଶ ନାରାୟଣ

୨୬ – ଦିଲ୍ଲୀର ମୋତି ମସଜିଦର ନିର୍ମାଣ କିଏ କରିଥିଲେ ?

ଉତ୍ତର – ଔରଙ୍ଗଜେବ

୨୭ – ଚକ୍ରଧର ଫେଲୋଶିପ କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର – ଶାସ୍ତ୍ରୀୟ ସଙ୍ଗୀତ

୨୮ – ପାଣ୍ଡୁବୀର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – U  S  A

୨୯ – ମନୁଷ୍ୟ ର କେଉଁ ଜିନିଷ ସବୁବେଳେ ବୃଦ୍ଧି ହୋଇଥାଏ ?

ଉତ୍ତର – ବୟସ

୩୦ – କମଳା ରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର – ଭିଟାମିନ C

୩୧ – ନେଲାଙ୍ଗ ଘାଟି ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର – ଉତ୍ତରାଖଣ୍ଡ

୩୨ – ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ର ପ୍ରଥମ ଅଧକ୍ଷ୍ୟ କିଏ ଥିଲେ ?

ଉତ୍ତର – ଡବ୍ଲୁ ॰ସି ॰ ବାନାର୍ଜୀ

୩୩ – ସମସ୍ତଙ୍କର ଗୋଟିଏ ଉତ୍ତର ଦିଅନ୍ତୁ

ଏକ ଗଛର ନାମ ।
ଏକ ରାଜାର ନାମ ।
ଏକ ଔଷଧର ନାମ
ଏକ ଫିଲ୍ମ ର ନାମ ।
ଉତ୍ତର – ଅଶୋକ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।