ଗଣେଶ ମନ୍ଦିରରେ ଚାଲିଥିଲା ଆରତୀ, ଠିକ ସେହି ସମୟରେ ଏକ ହାତୀ ଆସି କଲା କିଛି ଏମିତି କାମ କି, ଭାଇରାଲ ହେଉଛି ଭିଡିଓ

ଆପଣ ମାନେ ଜାଣିଥିବେ ହାତୀ ହେଉଛି ଗଣେଶଙ୍କର ବାହନ । ତାଙ୍କୁ ଯେଉଁ ସମୟରେ ଶିବ ଦେବତା ତାଙ୍କ ମୁଣ୍ଡ କାଟି ଦେଇଥିଲେ ସେହି ସମୟରେ କୌଣସି ମୁଣ୍ଡ ମିଳି ନଥିଲା । ଏହା ଦ୍ଵାରା ଶିବ ଦେବତା କହିଲେ, ଯେଉଁ ଲୋକ ବା ପଶୁ ପଶ୍ଚିମକୁ ମୁଣ୍ଡ କରି ଶୋଇଥିବ ତାର ମୁଣ୍ଡ କାଟି ଆଣିବ । କୌଣସି ମୁଣ୍ଡ ନମିଳିବା ହେତୁ ସେମାନେ ଏକ ହାତୀର ମୁଣ୍ଡ ନେଇ ଆସିଥିଲେ । ଏହାପରେ ସେହି ମୁଣ୍ଡକୁ ଶିବ ଦେବତା ଗଣେଶଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ ।

ଯାହା ଫଳରେ ତାଙ୍କର ଏହିପରି ରୂପ ଦେଖାଯାଏ । ସୋସିଆଲ ମିଡିଆରେ ଏବେ ବହୁତ ଜିନିଷ ଭାଇରାଲ ହେବାରେ ଲାଗିଛି ଯାହାକି ଦେଖିବାକୁ ବହୁତ ମଜା ଲାଗୁଛି ଓ ବହୁତ ହୃତଦୟ ପର୍ସି ମଧ୍ୟ ହେଉଛି ଏବେ ଇନ୍ଟାରନେଟରେ ଭାଇରାଲ ହେବାରେ ଲାଗିଛି ଏକ ହାତୀ ଗଣେଶଙ୍କ ମନ୍ଦିରରେ ଥିବାର ଦେଖା ଯାଉଛି । ହିନ୍ଦୁ ଧର୍ମ ଅନୁସାରେ ହାତୀକୁ ଗଣେଶଙ୍କର ରୂପ ମଧ୍ୟ ମାନିଥାଉ । ଆଉ କିଛି ଲୋକେ ହାତୀ ପୂଜା ମଧ୍ୟ କରିଥାନ୍ତି ।

କହିବାକୁ ଗଲେ ହାତୀ ମଧ୍ୟ ସବୁ କଥା ବୁଝି ପାରିଥାଏ କି ତାର ପରମପିତା ହେଉଛନ୍ତି ସ୍ଵୟଙ୍ଗ ଗଣେଶ ଦେବତା । ସେଥିପାଇଁ ସେ ମନ୍ଦିରକୁ ତାଙ୍କର ଦର୍ଶନ କରିବା ପାଇଁ ଚାଲି ଯାଇଥିଲା । କହିବାକୁ ଗଲେ ଏବେ କିଛି ଦିନ ହେବ ଏକ ହାତୀ ଗଣେଶ ମନ୍ଦିର ଭିତରେ ପଶିଥିବା ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଛି । ଭିଡିଓ ରେ ଦେଖା ଯାଉଛି କି ଏକ ହାତୀ କିପରି ଗଣେଶ ମନ୍ଦିରରେ ଆଳତି ହେଉଥିବା ସମୟରେ ସେ ଯାଇ ସେଠାରେ ପହଞ୍ଚିଥିଲା ।

ସେ ସେଠାକୁ ଯାଇ ତାର ଶୁଣ୍ଢକୁ ଟେକି ତାଙ୍କୁ ମୁଣ୍ଡିଆ ମାରିଥିଲା ଓ ମୁଣ୍ଡା ତଳକୁ କରି ତାଙ୍କ ଠାରୁ ଆଶ୍ରିବାଦ ନେବାର ଦେଖା ଯାଉଥିଲା । ସେଠାରେ ଥିବା ଏକ ବ୍ୟକ୍ତି ସେହି ହାତୀର ସବୁ କାରଣାମା ତାଙ୍କର ମୋବାଇଲରେ ଭିଡିଓ କରୁଥିଲେ । ଏହି ମଜାଦାର ଭିଡିଓକୁ ସେ ତାଙ୍କ ଟୁଇଟର ଈଦରେ ଛାଡିଛନ୍ତି । ଯାହାକି ଏହି ଭିଡିଓକୁ ଇଣ୍ଡିଆର ଜଙ୍ଗଲ ବିଭାଗରେ କାମ କରୁଥିବା ବ୍ୟକ୍ତି ତାଙ୍କର ନାମ ହେଉଛି ପ୍ରବୀଣ ଅଙ୍ଗୁସ୍ଵାମୀ ଥିଲେ ।

ସେ ଏହି ଭିଡିଓ ଦେଖି ଲେଖିଥିଲେ କି ଗଣେଶ ନିଜେ ପୂଜା କରିବାକୁ ଆସିଥିଲେ । ହାତୀର ଏହି ମଜାଦାର ଭିଡିଓକୁ ସୋଡିଆଲ ମିଡିଆରେ ବହୁତ ଲୋକେ ଦେଖିଥିଲେ । ଏହି ଭିଡିଓ ବହୁତ ଥର ଦେଖିବାକୁ ମିଳିଲାଣି ।

ଦେଖା ଯାଉଥିବା ଏହି ଭିଡିଓରେ ଲଗାତାର ବହୁତ କମେଣ୍ଟ୍ସ  ଆସିଲାଣି । ଲୋକ ମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସୁଛି । ଲୋକ ମାନେ ଏହି ଭିଡିଓ କୁ ଦେଖି ବହୁତ ମଜା ଉଠାଉଛନ୍ତି । ଯେଉଁ ମାନେ ଏହି ଭିଡିଓ ଦେଖୁଛନ୍ତି ସେମାନେ ବହୁତ ଖୁସି ହୋଇ ଯାଉଛନ୍ତି ।

କେହି ଜଣେ ବ୍ୟକ୍ତି କମେଣ୍ଟ କରି କହିଛନ୍ତି କି ବହୁତ ସୁନ୍ଦର ଭିଡିଓ ହେଇଛି । ଆଉ କିଛି ଲୋକ କମେଣ୍ଟ କରି କହୁଛନ୍ତି ଏହି ଭିଡିଓ ଦେଖି ବହୁତ ମଜା ଆସିଗଲା । ସେହି ଭିଡିଓ ଦେଖି ଆଉ କିଛି ଲୋକ ଲେଖିଛନ୍ତି ହାତୀ ଏହି ପରି କରିବା ପାଇଁ ତାଙ୍କୁ ବହୁତ ପ୍ରକାରର ଶିକ୍ଷା ଦିଆ ଯାଇଥାଏ । ଏମିତି କିଛି ଲୋକ ଥାନ୍ତି ଏହି ଜିନିଷ କରିବା ପାଇଁ ତାଙ୍କୁ କଷ୍ଟ ଦେଇ ତାଙ୍କ ମାନଙ୍କୁ ଶିଖାଇ ଥାନ୍ତି । ଏହା ସତକି ହାତୀ ମାନଙ୍କୁ ଏହା କରିବା ପାଇଁ ଶିକ୍ଷା ଦିଆଯାଏ କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।