କୋଟିପତି ହେବାକୁ ଚାହାଁନ୍ତି ତ ଏହି 4 ଟି ଭୁଲ କେବେ ବି କରିବେ ନାହିଁ

ଆପଣ ଯଦି କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ମଧ୍ୟ ଏହି କାମ କରନ୍ତୁ ନାହିଁ । ସବୁଠୁ ପ୍ରଥମ କାମ ହେଉଛି ଯେ କାହାକୁ ବି କୁହନ୍ତୁ ନାହିଁ ଯେ ଆପଣଙ୍କ ପାଖରେ କେତେ ପଇସା ଅଛି । ଆଉ ଆପଣ କେତେ ରୋଜଗାର କରନ୍ତି । ମନୁଷ୍ୟର ଗୁଣ ହେଉଛି ସେ କାହାକୁ ବି ଆଗକୁ ବଢିବାକୁ  ଦିଏ ନାହିଁ । ଆପଣଙ୍କର ସାଙ୍ଗ ଓ ସପର୍କୀୟ ମାନେ ସବୁବେଳେ ଆପଣଙ୍କୁ ନୀଚ ଦେଖେଇବା ପାଇଁ ଚେଷ୍ଟା କରିଥାଆନ୍ତି ।

ପିଠି ପଛରେ ଖରାପ କଥା କହିବେ । ଆପଣଙ୍କ ପାଇଁ ଯେଉଁଟା ନକରାତ୍ମକ ଭାବ ତାହା କରିବା ପାଇଁ ଚେଷ୍ଟା କରିଥାଆନ୍ତି । ଯାହାକି ତାଙ୍କଠାରୁ ଆଗକୁ ଯିବେ ନାହିଁ । ଏଇଟା ହେଉଛି ମଣିଷର ପ୍ରକୃତି ଯାହାକି ତାଙ୍କର ଏଥିରେ କିଛି ଭୁଲ ନାହିଁ ।

ବହୁତ ଲୋକ ଅଛନ୍ତି ଯାହାକି ଧାର ଉଧାର ବେଶି କରିଥାନ୍ତି । କିନ୍ତୁ ଯେତେବେଳେ ଆପଣଙ୍କୁ ପଇସା ମାଗିବେ ତାଙ୍କୁ ଆପଣ ଦେବା ପାଇଁ ମନା କରିପାରିବେ ନାହିଁ । ଆପଣ ତାଙ୍କୁ ଯଦି ଟଙ୍କା ଦେଇଦେଲେ ତାହା ସହ ଦୁସ୍ମନି ନିଶ୍ଚିତ ଭାବରେ ହୋଇଥାଏ । କାହିଁକି ନା ଟଙ୍କା ଦେବା ସହଜ ହୋଇଥାଏ କିନ୍ତୁ ଟଙ୍କା ଫେରେଇବା ସହଜ ହୋଇନଥାଏ । କାରଣ ତାକୁ ଯଦି ଆପଣ ପଇସା ମାଗିବେ ସେ ଦେବ ନାହିଁ । ଆଉ ଥରେ ମାଗିବା ସେ ଦେବ ନାହିଁ ।

ସେଥିପାଇଁ ଆପଣ କାହାକୁ କୁହନ୍ତୁ ନାହିଁ ଯେ ଆପଣଙ୍କ ପାଖରେ କେତେ ପଇସା ଅଛି ଆଊ ଆପଣଙ୍କ ପାଖରେ କେତେ ପଇସା ଆସୁଛି । ଯଦି ଆପଣ କୋଟିପତି ହେବାକୁ ଚାହୁଁଛନ୍ତି ତେବେ ପଇସାକୁ ଅଯଥା ଖରଚ କରନ୍ତୁ ନାହିଁ । ଯଦି ଆପଣ ପଇସା ଖରଚ କରିବେ ତେବେ ଆପଣ ଖର୍ଚି ହୋଇଯିବେ ।  ଆପଣଙ୍କୁ ଗୋଟେ ଉଦାହରଣ ଦେଉଛି । ଜଣେ ସାଙ୍ଗ ଘରକୁ ଯାଇଥିଲି ସାଙ୍ଗଟି କହିଲା ଚାଲ ବଜାର ଯିବା ଗୋଟେ ଜିନ୍ସ କିଣିବା ଓ ଆଉ ପରିବା କିଣିବା ।

ପରିବା ପାଖକୁ ଗଲା କହିଲା ଆଳୁ କେତେ ଟଙ୍କା ସେ କହିଲା କିଲୋ ପ୍ରତି ୧୬ ଟଙ୍କା କିନ୍ତୁ ସେ କହିଲା ଦୁଇ ଦିନ ତଳେ ନେଇଥିଲି ୧୪ ଟଙ୍କା ତମେ କହୁଛ ୧୬ ଟଙ୍କା । କିନ୍ତୁ ସେ ପରିବା ବାଲା ୧୪ ଟଙ୍କାରେ ଦେଇଦେଲା । ପୁଣି ଗୋଟେ ସପିଙ୍ଗ ମହଲକୁ ଗଲା କହିଲା ଜିନ୍ସର ଦାମ ଅଛି ୨୦୦୦ ଟଙ୍କା କିନ୍ତୁ ସାଙ୍ଗ କହିଲା ଏହି ଜିନ୍ସ ମୁ ୮୦୦ ଟଙ୍କାରେ କିଣିଛି । ଆରେ ଏହି ଜିନ୍ସ ଟିକେ ବ୍ରାଣ୍ଡବାଲା ଅଛି ।

ହଊ ତୁ ତା ହେଲେ ନେ । ଆପଣ ବୁଝୁଛନ୍ତି ଯେ ଗରିବ ଲୋକଙ୍କୁ ୨ ଟଙ୍କା ଦେବା ପାଇଁ ପଛେଇଲା ପରନ୍ତୁ ସପିଙ୍ଗ ମହଲରେ ଜିନ୍ସର ପଇସା ଦେବା ପାଇଁ ପଛେଇଲା ନାହିଁ । ତାର ଅଭ୍ଯାସ ରହିଲା ଯେ ଭଲ ଭଲ ଜିନିଷ ପିନ୍ଧିବା ବା ଖାଇବା ତା ପାଖରେ ପଇସା କେବେ ହେଲେ ରହିବ ନାହିଁ । ସେଥିପାଇଁ ଏହି ଅଭ୍ୟାସରୁ ବଞ୍ଚନ୍ତୁ ପଇସା ଅଧିକ ଖରଚ କରନ୍ତୁ ନାହିଁ ।

ଯଦି ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି । ତେବେ ବ୍ୟବସାୟର ପ୍ଳାନ କାହାକୁ କୁହନ୍ତୁ ନାହିଁ । ଯଦି କାହାକୁ କହୁଛନ୍ତି ତେବେ ସେ ନିଜେ ବ୍ୟବସାୟ କରିବା ପାଇଁ ପ୍ଳାନ କରିଦେବ । ଆପଣଙ୍କର କ୍ଷତି ହୋଇପାରେ ତାର ଭଲ ହୋଇପାରେ । ଯଦି ଆପଣ କାହାକୁ ବ୍ୟବସାୟର ପ୍ଳାନ କହୁଛନ୍ତି ୧୦୦ ଟଙ୍କର non discloser agreement paper sign କରିନିଅନ୍ତୁ । ତାପରେ ତା ସହିତ ନିଜର ପ୍ଳାନ ସେୟାର କରନ୍ତୁ ।

ଯଦି ଆପଣ କୋଟିପଟି ହେବାକୁ ଚାହୁଞ୍ଛାନ୍ତି ତେବେ ପଇସା ବଞ୍ଚେଇବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ପାଖରେ କିଛି ବୁଦ୍ଧି ଅଛି ଯେ ଆପଣ ସେଥିରେ ପଇସା ଲଗେଇବା ଦ୍ଵାରା କିଛି କରିପାରିବେ । ତେବେ ସେଥିରେ ପଇସା ଲଗାନ୍ତୁ । ବଞ୍ଚିଥିବା ପଇସା invest କରନ୍ତୁ । ଯାହା ଦ୍ଵାରା ଆପଣ ଶୀଘ୍ର କୋଟିପତି ହୋଇପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।