ସଫଳତା ପାଇବା ପାଇଁ ନିଜ ନାମ ବଦଳେଇ ଦେଇଥିଲେ Bollywood ର ଏହି 15 ଷ୍ଟାର, Amitabh Bacchan ଙ୍କ ଅସଲ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବଲିଉଡର ଚମକ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏଠାରେ କାମ କରୁଥିବା ସବୁ କଳାକାର ମାନଙ୍କ ସ୍ଵପ୍ନ ସତ ହେବା ପାଇଁ ଆଶା କରିଥାନ୍ତି । ଯେଉ ମାନଙ୍କର ସ୍ଵପ୍ନ ପୁରା ହୋଇଥାଏ ସେମାନେ ବହୁତ ପରିଶ୍ରମ କରିଥାନ୍ତି ।

ବଲିଉଡରେ ନିଜ ନାଁ କମେଇବା ପାଇଁ କେତେକ ନିଜର ଚେହେରା ସହ ନିଜ ନାଁକୁ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଅସଲ ନାଁରେ ପରିଚୟ ନ ହୋଇ ଅନସ୍କ୍ରିନ ନାଁରେ ପରିଚିତ ଅଟନ୍ତି । “ସଲମାନ ଖାନ” : ସଲମାନ ଖାନଙ୍କର ଅସଲି ନାମ ହେଉଛି ଅବଦୁଲ ରାଶିଦ ସାଲିମ ସଲମାନ ଖାନ ଅଟେ ।

“ଶ୍ରୀଦେବୀ” : ବଲିଉଡର ଦୁଗତ ଅଭିନେତ୍ରୀ ଶ୍ରୀଦେବୀ ଙ୍କର ଅସଲ ନାମ ହେଉଛି ଶ୍ରୀ ଅମ୍ମା ୟେଙ୍ଗର ଅୟପନ ଅଟେ ।

“ସନି ଦେୱଲ” : ସନି ଦେୱଲଙ୍କର ଅସଲି ନାମ ହେଉଛି ଅଜୟ ସିଂ ଦେୱାଲ ଅଟେ ।

“ଅମିତାଭ ବଚ୍ଚନ” : ଅନେକ ଲୋକ ମାନେ ଜାଣି ନ ଥିବେ ଯେ ଅମିତାଭ ବଚ୍ଚନଙ୍କର ଅସଲ ନାମ ହେଉଛି ଇକଲାମ୍ବ । ଏହି ନାଁଟି ତାଙ୍କ ପିତାଙ୍କ ଦ୍ଵାରା ନାମକରଣ କରା ଯାଇଥିଲା । ଅମିତାଭଙ୍କ ପିତାଙ୍କ ସର ନେମ ହେଉଛି ଶ୍ରୀବାସ୍ତବ ଅଟେ ଯାହାକୁ ବଦଳାଇ ସେ ନୂଆ ନା ବଚ୍ଚନ କରିଥିଲେ ।

“ମହିମା ଚୌଧୁରୀ” : ମହିମାଙ୍କ ଅସଲି ନାଁ ହେଉଛି ରିତୁ ଚୌଧୁରୀ ଅଟେ । ମହିମାଙ୍କର ନାଁ ଡାଇରେକ୍ଟର ସୁଭାଷ ଧଇ ପରିବର୍ତ୍ତନ କରିଥିଲେ ।

“ଅକ୍ଷୟ କୁମାର” : ଅକ୍ଷୟ କୁମାରଙ୍କର ଅସଲି ନାଁ ହେଉଛି ରାଜୀବ ହରି ଓମ ଭାଟିୟା ଅଟେ ।

“ସନି ଲିୟୋନେ” : ବେବି ଡଲ ସନି ଲିୟୋନେ ନିଜ ନାମ କରନଜିତ କୋର ବୋହରାଙ୍କ ମାଧ୍ୟମରେ ବଦଳାଇ ନିଜ ନାମର ପରିବର୍ତ୍ତନ କରିଥିଲେ ।

“ପ୍ରୀତି ଜିନ୍ଟା” : ବଲିଉଡର ଡ୍ରିମ ଗାର୍ଲ ପ୍ରୀତି ଜିନ୍ଟା ଙ୍କର ଅସଲି ନାଁ ହେଉଛି ପ୍ରୀତମ ସିଂ ଜିନ୍ଟା ଅଟେ ।

“ଅଜୟ ଦେବଗନ” : ବଲିଉଡର ସିଙ୍ଘମ ଅଜୟ ଦେବଗନ ଙ୍କର ଅସଲି ନାଁ ହେଉଛି ବିଶାଳ ଦେବଗନ ଅଟେ ।

“କ୍ୟାଟ୍ରିନା କେଫ” : ବଲିଉଡର ମସୁର ଅଭିନେତ୍ରୀ କ୍ଯାଟ୍ରିନା କେଫ ଙ୍କର ଅସଲି ନାଁ ହେଉଛି କେଟ ତୁର୍କାଟେ ଅଟେ ।

“ଶିଲ୍ପା ସେଠୀ” : ବଲିଉଡରେ ଆସିବା ପୂର୍ବରୁ ଶିଲ୍ପାଙ୍କର ଅସଲି ନାଁ ଥିଲା ଅଶ୍ଵିନୀ ସେଠୀ ।

“ଜନ ଅବ୍ରାହିମ” : ଜନଙ୍କର ଅସଲ ନାଁ ହେଉଛି ଫରହାନ ଅବ୍ରାହିମ ଯାହାକୁ ଫିଲ୍ମରୁ ଆସିବାରୁ ପୂର୍ବରୁ ପରିବର୍ତ୍ତନ କରିଥିଲେ ।

“ରେଖା” : ବଲିଉଡର ସଦାବାହାର ଅଭିନେତ୍ରୀ ରେଖା ଙ୍କର ଅସଲି ନାଁ ହେଉଛି ଭାନୁରେଖା ଗଣେଶନ ଅଟେ ଯାହାକୁ ସର୍ଟ କଟ କରି ସେ ରେଖା ରଖିଥିଲେ ।

“ମଲ୍ଲିକା ସେରାୱତ” : ମଲ୍ଲିକା ଫିଲ୍ମରେ ଆସିବା ପୂର୍ବରୁ ନିଜ ନାଁ ପରିବର୍ତ୍ତନ କରିଥିଲେ । ତାଙ୍କର ଅସଲି ନାଁ ହେଉଛି ରୀମା ଲାମ୍ବା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।