ଐଶ୍ୱର୍ୟାଙ୍କ ଜୀବନର ସବୁଠୁ କଳା ସତ, ଯାହା ବହୁତ କମ ଲୋକଙ୍କୁ ହିଁ ଜଣା ଅଛି

ସୁନ୍ଦରତାର ଉଦାହରଣ ଦିଆଯାଉଥିବା ଐଶ୍ୱର୍ୟା ରାୟ ବଚ୍ଚନଙ୍କର ଆଜି ବି କୌଣସି ଅଭିନେତ୍ରୀ ସହ ମୁକାବଲା କରାଯାଇ ପାରିବ ନାହିଁ । ଐଶ୍ୱର୍ୟା ଆଜି ନିଜ ସ୍ଵାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହିତ ସୁଖମୟ ଜୀବନ ବ୍ୟତୀତ କରୁଛନ୍ତି । କିନ୍ତୁ ତାଙ୍କ ଜୀବନରେ ଏମିତି କିଛି କାହାଣୀ ଅଛି ଯେଉଁ କାରଣରୁ ଆଜି ବି ତାଙ୍କୁ ଲଜ୍ଜିତ ହେବାକୁ ପଡୁଛି । ସେ ଏହା ବିଷୟରେ ଶୁଣିବାକୁ କିମ୍ବା କହିବାକୁ ବି ପସନ୍ଦ କରନ୍ତି ନାହିଁ ।

ସଲମାନ ଓ ଐଶ୍ୱର୍ୟାଙ୍କର ସମ୍ପର୍କର ଖବର ତ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ଏହା ଛଡା ବି ଆପଣଙ୍କୁ ଆଜି ଆମେ ଐଶ୍ୱର୍ୟା ରାୟଙ୍କର ଅନ୍ୟ ଏକ କଳା ସତ ବିଷୟରେ କହିବାକୁ ଯାଉଛୁ ।

ଆମେ କହୁ ନାହୁଁ ବହିରେ ଛପି ଥିବା ଶବ୍ଦ କହୁଛି କି ଐଶ୍ୱର୍ୟା ଡାୟରେକ୍ଟର ସୁଭାଷ ଘଈଙ୍କ ସହିତ ସମ୍ବନ୍ଧ ରଖିଥିଲେ । DEAR MISS BOLLYWOOD ନାମକ ଏକ ବହିରେ ଇଜରାଈଲୀ ମଡେଲ ରିନା ଗୋଲନ ସୁଭାଷ ଘଈ ଦ୍ୱାରା କରାଯାଇଥିବା କାରନାମା ଗୁଡିକୁ ବିସ୍ତାର ରୂପରେ ଲେଖିଥିଲେ । ଯେଉଁଥିରେ ଗୋଟିଏ କାରନାମା ସୁଭାଷ ଓ ଐଶ୍ୱର୍ୟାଙ୍କର ବି ଥିଲା ।

ଏତିକି ନୁହେଁ ଅଭିନେତା ଶକ୍ତି କପୁର ବି କହିଥିଲେ କି ୧୯୯୯ରେ ସୁଭାଷ ଐଶ୍ୱର୍ୟାଙ୍କୁ ନିଜର ଫିଲ୍ମ ‘ତାଲ’ରେ କାସ୍ଟ କରିବା ପାଇଁ ତାଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଡିମାଣ୍ଡ କରିଥିଲେ ।

କିନ୍ତୁ ଐଶ୍ୱର୍ୟା ଏହି କଥା ଉପରେ କେବେ ବି କିଛି କହି ନାହାନ୍ତି । କିନ୍ତୁ ଲୋକମାନଙ୍କର କହିବା ଅଟେ କି ତାଲ ଫିଲ୍ମ ଐଶ୍ୱର୍ୟାଙ୍କର କ୍ୟାରିୟରର ଟର୍ନିଂଗ ପଏନ୍ଟ ପ୍ରମାଣିତ ହୋଇଥିଲା ଓ ଏହି ଫିଲ୍ମ ହିଁ ଐଶ୍ୱର୍ୟାଙ୍କୁ ତାଙ୍କର କ୍ୟାରିୟର ର ଅସଲ ପରିଚୟ ବି ଦେଇଥିଲା । ତାହାକୁ କିଛି ଲୋକମାନେ ମାନି ବି ଥିଲେ ଓ ବିବାଦ ବି ବହୁତ ହୋଇଥିଲା ।

ଆପଣଙ୍କୁ କହିଦେଉଛୁ କି ସୁଭାଷ ଘଇଙ୍କ ପାଇଁ ଏହା ପ୍ରଥମ ଥର ନୁହେଁ କି ଐଶ୍ୱର୍ୟାଙ୍କ ସହିତ ତାଙ୍କର ନାମ ଯୋଡା ହୋଇଛି, ଏହା ପୂର୍ବରୁ ବି ତାଙ୍କର ଏହିଭଳି ଖରପ କାମ ବିଷୟରେ ପ୍ରାୟତଃ ଖବର ସାମ୍ନାକୁ ଆସିଛି । ଏତିକି ନୁହେଁ ମହିମା ଚୌଧରୀ ଓ ମନୀଷା କୋଈରାଲା ବି ତାଙ୍କ ଉପରେ କାସ୍ଟିଂଗ କାଉଚ ର ଆରୋପ ବି ଲଗାଇଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।