ରାତା ରାତି ଭାରତର ନ୍ୟାସନାଲ କ୍ରଶ ବନିଗଲେ ଏହି 5 ଜଣ ସୁନ୍ଦରୀ, ଯାହା ଉପରେ ଫିଦା ହେଇ ସାରିଛି ସାରା ଇଣ୍ଡିଆ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜିକାଲି ଭାରତରେ ଇଣ୍ଟରନେଟ ର ବ୍ୟବହାର ଯେତେ ବଢୁଛି ଲୋକମାନେ ସେତେ ସେତେ ସୋସିଆଲ ମିଡ଼ିଆ ରେ ପ୍ରସିଦ୍ଧ ହୋଇ ଚାଲିଛନ୍ତି । ଆଜି ଆମେ ସେହି କେତେଜଣ ସେମିତି ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା ଯିଏ କି ରାତାରାତି ପୁରା ପ୍ରସିଦ୍ଧ ହୋଇସାରିଛନ୍ତି । ଯାହାଫଳରେ କି ସେମାନେ ନ୍ୟାସନାଲ କ୍ରସ ନାମ ରେ ପରିଚିତ ହେଉଛନ୍ତି ।

ମାନୁଷି ଚିଲ୍ଲର । ମାନୁଷି ଚିଲ୍ଲର ଙ୍କୁ ୨୦୧୭ ମସିହାରେ ବିଶ୍ୱ ସୁନ୍ଦରୀ ର ମୁକୁଟ ମିଳିଥିଲା । ସେ ଜଣେ ମେଡ଼ିକାଲ ଛାତ୍ରୀ ଏବଂ ସେ ହରିୟାଣା ରେ ରୁହନ୍ତି । । ମାନୁଷି ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ରାତାରାତି ତାଙ୍କର ବହୁତ ଫ୍ୟାନ ହୋଇଯାଇଛନ୍ତି ।

ମେଡ଼ିକାଲ ଛାତ୍ରୀ ମାନୁଷି ସୁନ୍ଦରତା ସହିତ ଖୁବ ବୁଦ୍ଧିମତି ମଧ୍ୟ । ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତା ରେ ତାଙ୍କୁ ଶେଷ ପ୍ରଶ୍ନ ଏହା ପଚାରାଯାଇଥିଲା କି ଦୁନିଆ ର କେଉଁ କାର୍ଯ୍ୟ ବା ଚାକିରୀ ପାଇଁ ବେସି ଟଙ୍କା ମିଳିବା ଉଚିତ ଓ କାହିଁକି ?

ମାନୁଷି ଚିଲ୍ଲର ବହୁତ ସହଜର ସହ କହିଥିଲେ କି ମା । ମାଆ ମାନଙ୍କୁ ସବୁଠୁ ବେଶି ଦରମା ମିଳିବା ଉଚିତ । କେବଳ କାମ ପାଇଁ ନୁହେଁ ବରଂ ସ୍ନେହ ଓ ସମ୍ମାନ ପାଇଁ ତାଙ୍କୁ ହିଁ ଦୁନିଆ ର ସବୁଠାରୁ ଅଧିକ ଦରମା ମିଳିବା ଉଚିତ । ବର୍ତ୍ତମାନ ମାନୁଷି ଅକ୍ଷୟ କୁମାର ଙ୍କ ସହ ବଲିଉଡ ରେ ଫିଲ୍ମ କରିବାକୁ ଯାଉଛନ୍ତି । ତାଙ୍କ ର ଆସୁଥିବା ଚଳଚ୍ଚିତ୍ର ର ନାମ ପୃଥ୍ୱୀରାଜ ।

ରଶ୍ମିକା ମଣ୍ଡନ ଙ୍କୁ ୨୦୨୦ ମସିହାର ଗୁଗଲ ରେ ନ୍ୟାସନାଲ କ୍ରସ ପାଇଁ ଆୱାର୍ଡ଼ ମିଳିଛି । ରଶ୍ମିକା ୨୦୧୬ ମସିହାରେ କର୍ଣ୍ଣାଟକ ଫିଲ୍ମ ରେ କାମ କରିଥିଲେ । ତା ପରେ ତେଲୁଗୁ ଚଳଚ୍ଚିତ୍ର ରେ ବହୁତ ସୁପରଷ୍ଟାର ଙ୍କ ସହ ବହୁତ ଚଳଚ୍ଚିତ୍ର କରିସାରିଛନ୍ତି । କିନ୍ତୁ ୨୦୨୦ ମସିହାରେ ନିଜର କ୍ୟୁଟ ଚେହେରା ପାଇଁ ସେ ନ୍ୟାସନାଲ କ୍ରସ ନାମରେ ପରିଚିତ ହୋଇସାରିଛନ୍ତି । ରଶ୍ମିକା ସାଉଥ ଚଳଚ୍ଚିତ୍ର ର ଗୋଟେ ଜଣା ଶୁଣା ଚେହେରା । ବର୍ତ୍ତମାନ ସେ ଅଲୁ ଅର୍ଜୁନ ଙ୍କ ସହ ଏକ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି ।

ପ୍ରିୟା ପ୍ରକାଶ ବାରିୟର । ଆପଣ ତ ନିଶ୍ଚିତ ଭାବରେ ପ୍ରିୟା ଙ୍କୁ ଜାଣିଥିବେ । ତାଙ୍କ ଆଖି ମରା ଚାହାଣି ରେ ସେ ସମସ୍ତଙ୍କୁ ପାଗଳ କରିସାରିଛନ୍ତି । ତାଙ୍କ ର ସେହି ଭିଡିଓ ଭାଇରାଲ ପରେ ସେ ରାତାରାତି ଷ୍ଟାର ହୋଇସାରିଛନ୍ତି । ତାଙ୍କର ଏହି ଭିଡିଓ ପାଇଁ ସମସ୍ତେ ତାଙ୍କୁ ଖୋଜିବାକୁ ଲାଗିଥିଲେ । ୨୦୧୮ ମସିହାରେ ତାଙ୍କର ଏକ ଚଳଚ୍ଚିତ୍ର ଆସିଥିଲା ଯାହାଦ୍ୱାରା ସେହି ଚଳଚ୍ଚିତ୍ର ର ଗୋଟେ ସିନ ଦେଖି ତାଙ୍କର ଫ୍ୟାନ ବଢିଯାଇଥିଲେ । ତାଙ୍କର ସେହି ପପୁଲାର କୁ ଦେଖିକି ତାଙ୍କୁ ନ୍ୟାସନାଲ କ୍ରସ ବୋଲି କୁହାଯାଇଥିଲା ।

ସାକ୍ଷୀ ମାଲିକ ଇନଷ୍ଟାଗ୍ରାମ ର ଜଣେ ନାମିଦାମୀ ମଡେଲ । ତାଙ୍କ ର ଲୋକପ୍ରିୟତା ସେତେବେଳେ ଆହୁରି ବଢିଯାଇଥିଲା ଯେତେବେଳେ ସେ ବମ ଡ଼ିଗିଡ଼ିଗି ଗୀତରେ ନାଚିଥିଲେ ।

ଦିଶା ପଟାନି ତାଙ୍କ ଫିଲ୍ମ ଏମ୍ ଏସ ଧୋନି ଦ୍ବାରା ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ । ତାଙ୍କର ହସ ସମସ୍ତଙ୍କୁ ପାଗଳ କରିସାରିଥିଲା । ସେ ତାଙ୍କର ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ରୁ ଆରମ୍ଭ କରିଥିଲେ । ତାଙ୍କର ଲୋକପ୍ରିୟତା ବହୁତ ଅଧିକ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।