ଝିଅ ମାନଙ୍କର 4 ଟି ସବୁଠୁ ବଡ କମଜୋରୀ ଜାଣି ରଖନ୍ତୁ, ଦୁନିଆର କୌଣସି ବି ଝିଅକୁ ବହୁତ ସହଜରେ ପଟେଇ ପାରିବେ

ବାପାଙ୍କ ପରି- ଏମାନେ ବହୁତ ସୁନ୍ଦର ଅଟନ୍ତି । ସେମାନେ ନିଜକୁ ବହୁତ ସୁନ୍ଦର ଭାବିବା ସହିତ ଛୋଟ ପିଲା ଭଳି କଥା ଓ କାର୍ଯ୍ୟ କରିଥାନ୍ତି । ଯେଉଁ ମାନଙ୍କୁ ଟିକେ ପାଗେଳି କୁହାଯାଏ । କହିବାକୁ ଗଲେ ପାଗେଳି ନୁହନ୍ତି କିନ୍ତୁ ସେମାନେ ତାଙ୍କ ବୟସ ଠାରୁ କମ ଜଣାପଡନ୍ତି । ସେମାନେ ବୟସରେ ହୋଇଥିବେ ୧୮ ବର୍ଷ ଉପରକୁ କିନ୍ତୁ ତାଙ୍କ ବୟସ ଯେପରି ୧୪ ବର୍ଷ ପରି ହୁଅନ୍ତି । ସେମାନେ ସମସ୍ଥଙ୍କ ସହ ଏହି ଭଳି କଥା ହୋଇଥାନ୍ତି । ଏହି ଭଳି ଝିଅ ମାନଙ୍କୁ ନିଜ ଘର ପାଖରୁ ବହୁତ ସ୍ନେହ ମିଳିଥାଏ ଯାହା ଫଳରେ ସେମାଏନ ଏହିପରି ହୋଇଥାନ୍ତି ।

ଘର ଲୋକେ ସବୁବେଳେ ତାଙ୍କର ପାଖର ରଖିବାକୁ ଚାହାନ୍ତି ଓ ତାଙ୍କର ଯତ୍ନ ବହୁତ ନିଅନ୍ତି ସେହି ଭଳି ସେମାନେ ସେମାନେ ଯାହାକୁ ଭଲ ପାଉଛନ୍ତି ତାଙ୍କ ଠାରୁ ସେମାନେ ଏହି ଜିନିଷ ଖୋଜିଥାନ୍ତି କି ସେ ସବୁ ସମୟରେ ମୋର ଯତ୍ନ ନେଉ ।

ଏମାନେ ଖାଲି ମଜାରେ ରହିବାକୁ ଚାହାନ୍ତି । ଏହି ଭଳି ଝିଅଙ୍କୁ କେବେ କାମ କଥା କୁହନ୍ତୁ ନାହିଁ ଆଉ ଯେଉଁ ହସ ଓ ମଜା କଥା କହିଲେ ଏମାନେ ବହୁତ ଖୁସି ହୋଇଥାନ୍ତି । ଯଦି ଆପଣଙ୍କୁ ଲାଗୁଛି ଝିଅ ଏହିଭଳି ଅଛି ତେବେ ଆପଣ ତାଙ୍କର ସେହି ଭଳି ଯତ୍ନ ନିଅନ୍ତୁ ସିଏ ପଟିଯିବେ ।

ବହୁତ ଚାଲାକ ଝିଅ

ଏହି ଭଳି ଝିଅ ମାନେ ଭଲ ଅଟନ୍ତି । ସେମାନଙ୍କର ବୟସ ହୋଇଥିବା ୨୩ କିନ୍ତ ସେମାନେ ଭାବୁଥିବେ କି ମତେ ୩୪ ବର୍ଷ ସେମାନେ ତାଙ୍କ ନିଜକୁ ବହୁତ ବଡ ଭାବିଥାନ୍ତି । ସେମାନେ ସମୟ ନଷ୍ଟ କରନ୍ତି ନାହିଁ ସେମାନେ ସବୁ ବେଳେ ତାଙ୍କ ଜୀବନରେ କିପରି ଉପରକୁ ଉଠିବେ ସେହି ବିଷୟରେ ଚିନ୍ତା କରନ୍ତି । ଏହି ଭଳି ଝିଅ ମାନଙ୍କୁ କେବେ ହେଲେ ହସ ଓ ମଜାକ ପସନ୍ଦ ନୁହେ ସବୁବେଳେ ତାଙ୍କ କାମ ଉପରେ ସେ ସମୟ କାଟନ୍ତି । ଆପଣ ଯଦି ଭାବିବେ ତାଙ୍କୁ ଡରାଇ କିଛି କଥା ହାସଲ କରିବେ ତେବେ ଭୁଲି ଯାଆନ୍ତୁ । ଯେହେତୁ ଏମାନେ ବହୁତ ଚାଲାକ ହୋଇଥାନ୍ତି ତାଙ୍କୁ ସବୁ ସମୟରେ କିଛି କାମ ବିଷୟରେ ହିଁ ପଚାରନ୍ତୁ ।

ଘରେ ରାଣୀ ହୋଇ ରହୁଥିବା ଝିଅ

ଏହି ଭଳି ଝିଅ ମାନଙ୍କୁ କେବେ ହେଲେ କହିବେନି ତମେ ବହୁତ କୁଊଟ ବୋଲି ଏହା କହିବା ଦ୍ଵାରା ସେମାନେ ବହୁତ ରାଗିଥାନ୍ତି । ଏହି ଭଳି ଝିଅଙ୍କୁ ଆପଣ ତାଙ୍କୁ ଯେତେ ହଟ କହିବେ ସେମାନେ ବହୁତ ଖୁସି ହେବେ ନଚେତ କହିବେ ମୁଁ କଣ ଛୋଟ ପିଲା ମତେ କୁଊଟ କହୁଛ । ଏଭଳି ଝିଅଙ୍କୁ ନାଚ ଗୀତ ଓ ବୁଲିବାକୁ ବହୁତ ପସନ୍ଦ ଲାଗେ । ସେମାନେ କାହା କଥା ଶୁଣନ୍ତି ନାହିଁ ଯଦି ଆପଣ ତାଙ୍କୁ ଭାବୁଛନ୍ତି କିଛି କଥା କହି ଫସାଇ ଦେବେ ତେବେ ହେବ ନାହିଁ ।

ଯଦି ଆପଣ ପ୍ରଥମ ଦେଖାରେ ଏହି ପରି କଲେ ତେବେ ଆଉ କିଛି ହେବ ନାହିଁ । ଏମାନେ ବହୁତ ସାହାସୀ ଅଟନ୍ତି । ଯଦି ଆପଣ ତାଙ୍କୁ ପଟାଇବାକୁ ଚାହୁଞ୍ଚନ୍ତି ତେବେ ନିଜର କଥାବାରତା ଶୈଳୀ ପୁରା ଠିକ ରଖନ୍ତୁ ତେବେ କିଛି ଅସୁବିଧା ହେବ ନାହିଁ ।

ସତୀ ସାବିତ୍ରୀ

ଏହିଭଳି ଝିଅ ମାନେ ବହୁତ ଚୁପ ଚାପ ପିଲା ଅଟନ୍ତି । ସେମାନେ ବହୁତ ଭୋଳା ଅଟନ୍ତି କହିବାକୁ ଗଲେ ସାଦା ଶିଦା ପିଲା ଅଟନ୍ତି । ସେମାନେ କେବଳ ତାଙ୍କ ପଢା ଉପର ଫୋକସ କରନ୍ତି ଆଉ କେଉଁଥିରେ ଧ୍ୟାନ ଦିଅନ୍ତି ନାହିଁ । ତାଙ୍କୁ ଯେତେ ପାଠ ବିଷୟରେ ପଚାରିବେ ସେତେ ଭଲ କାରଣ ସେମାନେ କେବଳ ପାଠ ବିଷୟରେ ଜାଣନ୍ତି ଆଉ କିଛି ଜାଣନ୍ତି ଆଉ କିଛି ଜାଣନ୍ତି ନାହିଁ । ସେମାନେ କାହା ସାଙ୍ଗରେ ବେସୀ କଥା ହେବାକୁ ଭଲ ପାନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।