ଅନ୍ତିମ ଫିଲ୍ମର ସେଟରେ ନିଜର ନୂଆ ହିରୋଇନ Pragya Jaiswal ଙ୍କ ସହିତ ପହଞ୍ଚିଲେ Salman Khan, ଫୋଟୋ ଆସିଲା ସାମ୍ନାକୁ

କିଛିଦିନ ତଳେ ସଲମାନ ଖାନ ରାତିରେ ମୁମ୍ବାଇର ବାନ୍ଦରାରେ ଦେଖାଯାଇଥିଲେ । ଏହି ଫୋଟ ବହୁତ କ୍ଷିପ୍ର ଗତିରେ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଗଲା । ସେ ଏହି ସ୍ଥାନକୁ ଟିଭି ରିଆଲିଟି ସୋ ବିଗ ବସ ପାଇଁ ନୁହେଁ ଅନ୍ୟ କାର୍ଯ୍ୟ ରେ ବ୍ୟସ୍ତ ଥିଲେ । ସଲମାନ ଏହି ସମୟରେ ତାଙ୍କ ମୋବାଇଲରୁ କିଛି ଫୋଟ ଉଠାଇବାର ଦେଖାଯାଇଥିଲା । ଏହି ସ୍ଥାନକୁ ସେ ତାଙ୍କର ନୂଆ ଫିଲ୍ମ ଅନ୍ତିମର ସେଟକୁ ଆସିଥିଲେ ।

ତାଙ୍କ ସହ ଅଭିନେତ୍ରୀ ପ୍ରଜ୍ଞା ଜାଇଶ୍ଵାଲ ଥିଲେ । ସେ ଏହି ସମୟ ରେ ଅନ୍ୟ ଏକ କାର ରେ ଥିଲେ । ପ୍ରଜ୍ଞା ଜାଇଶ୍ଵାଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ଫେମସ ଅଭିନେତ୍ରୀ ଅଟନ୍ତି । ଆଜି କାଲୀ ବହୁତ ସମୟ ରେ ପ୍ରଜ୍ଞା ଯୟଶ୍ବାଲ ଙ୍କ ସହ ସଲମାନ ଖାନ ଦୁହେଁ ଅଲଗା ଅଲଗା ଗାଡିରେ ଥିବା ଭିଡିଓ ସବୁଆଡେ ଘୁରି ବୁଲୁଛି ।

ଏହି ଫିଲ୍ମରେ ସଲମାନ ଖାନ ଙ୍କର ହିରୋଇନ ହେବାକୁ ଯାଉଛନ୍ତି ପ୍ରଜ୍ଞା ଜାଇଶ୍ଵାଳ, ଏହି ଖବର ବହୁତ ଜୋର ରେ ଚର୍ଚ୍ଚା ହେବାକୁ ଲାଗିଛି ସୋସିଆଲ ମିଡିଆରେ । ଆପଣଙ୍କୁ କହି ରଖୁଛୁ କି ସଲମାନ ଖାନ ଓ ଆୟୁଷ ଶର୍ମା ଙ୍କ ଆସନ୍ତା ଫିଲ୍ମ ଅଙ୍କିତ ଦ ଫାଇନାଲ ଟ୍ରୁଥ ପ୍ରଚାର ହେବା ପରେ ଏହାର ବହୁତ ଚର୍ଚା ହେବାକୁ ଲାଗିଛି । ଏହି ଫିଲ୍ମର ଆରମ୍ବ ହୋଇଯାଉଛି । ଏହାର ଟିଜର ବି ରିଲିଜ କରାଯାଇଛି । ଏହା ଦର୍ଶକଙ୍କ ଦ୍ଵାରା ବହୁତ ଆଦୃତ ହୋଇଛି ।

ଏହି ଫିଲ୍ମରେ ସଲମାନ ଖାନ ଜଣେ ଶିଖ ଅଫିସର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଫିଲ୍ମରେ ସଲମାନ ଖାନଙ୍କ ହିରୋଇନ ବିଫାଇନାଲ କରାଯାଇ ସାରିଛି । ସେ ହେଉଛନ୍ତି ସାଉଥର ଫେମସ ଅଭିନେତ୍ରୀ ପ୍ରଜ୍ଞା ଜୟଶ୍ବାଲ । ସେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ହିରୋଇନ ଭାବ ରେ ଅଭିନୟ କରୁଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ବହୁତ ସାଉଥ ଫିଲ୍ମ ରେ ଅଭିନୟ କରିଛନ୍ତି ।

ସେ ୨୦୧୪ ରେ ବିରାଟୁ ଆଇ ଡିଗା ଫିଲ୍ମରୁ ତାଙ୍କର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ କ୍ଯାରିୟର ଆରମ୍ଭ କରିଥିଲେ । ଏହାପରେ ସେ ବହୁତ ଫିଲ୍ମ ରେ ଅଭିନୟ କରିଛନ୍ତି । ପ୍ରସିଦ୍ଧ ନିର୍ଦେଶକ କ୍ରିସଙ୍କ ଦ୍ଵାରା ତିଆରି ତେଲଗୁ ଫିଲ୍ମ କନ୍ତ୍ରି ପାଇଁ ପ୍ରଜ୍ଞାକୁ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ ।

ଏହା ପରେ ସେ ଆଗକୁ ବଢି ବଢି ଚାଲିଲେ । ଏବେ ସେ ଅନ୍ତିମ ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି । ସେ ଏହି ସମୟରେ ମହାବାଲିଶ୍ବରରେ ସେଟରେ ବ୍ୟସ୍ତ ଅଛନ୍ତି । ପ୍ରଜ୍ଞା ଏକ ରୋମାଣ୍ଟିକ ଗୀତ ମଧ୍ୟ କରିସାରିଛନ୍ତି । ସେ ଏହି ଫିଲ୍ମ ରେ ସଲମାନ ଖାନଙ୍କ ସହ କରୁଥିବାର ଦେଖାଯାଇଛନ୍ତି । ସେ ହିନ୍ଦୀ ଫିଲ୍ମରେ ଦେଖା ଯାଉନଥିଲେ ବି ତାଙ୍କୁ ବହୁତ ଦର୍ଶକ ସୋସିଆଲ ମିଡିଆରେ ଅନୁକରଣ କରୁଛନ୍ତି ।

ଏହି ଅନ୍ତିମ ଫିଲ୍ମଟି ମରତାଠି ଫିଲ୍ମ ମୂଳଠି ପାଟର୍ନର ହିନ୍ଦୀ ରିମିକ ଅଟେ । ଏହି ଫିଲ୍ମକୁ ମହେଶ ମଞ୍ଜରେକର ନିର୍ଦେଶନା କରୁଛନ୍ତି । ଏହି ଫିଲ୍ମରେ ସଲମାନ ଖାନଙ୍କର ଯିଯା ଆୟୁଷ ଶର୍ମା ଜ୍ଞାଗଷ୍ଟାର ଭୂମିକରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ରେ ନିକିତନ୍ଧୀ ମଧ୍ୟ ଅଛନ୍ତି । ଆୟୁଷ ଶର୍ମା ପ୍ରଥମ କରି କୌଣସି ଫିଲ୍ମରେ ସଲମାନ ଖାନଙ୍କ ସହ ଅଭିନୟ କରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।