ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣ ଭ୍ୟାଲେନ୍ଟାଇନ ଡେ କେଉଁଠି ମନାଇବେ ?- Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ କେଉଁଠାରେ ପାଳନ କରିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ କେଉଁଠାରେ ପାଳନ କରିବେ ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ ନିଜ ଘରେ ପାଳନ କରିବେ ।

୨. ବନ୍ଧୁଗଣ ଯଦି ଆପଣ ନମ୍ବର
ବାଛିଛନ୍ତି, ତେବେ ଆପଣ ଭ୍ୟାଲେଣ୍ଟାଇନ ଡେ ବିଚ୍ ରେ ପାଳନ କରିବେ ।

୩. ବନ୍ଧୁଗଣ ଯଦି ଆପଣ ନମ୍ବର୩ ବାଛିଛନ୍ତି, ତେବେ ଆପଣ ଭ୍ୟାଲେଣ୍ଟାଇନ ଡେ ନିଜ ବନ୍ଧୁ ଙ୍କ ଘରେ ପାଳନ କରିବେ ।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ କୌଣସି ଏକ ହୋଟେଲ ରେ ପାଳନ କରିବେ ।

୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ ଏକ ଟୁରିଷ୍ଟ ପ୍ଲେସ ରେ ପାଳନ କରିବେ ।

୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ ବାଛିଛନ୍ତି, ତେବେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ ପାର୍କ ରେ ପାଳନ କରିବେ ।

୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ କୌଣସି ଏକ କ୍ଲବ ରେ ପାଳନ କରିବେ ।

୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ କୌଣସି ଏକ ହିଲ ଷ୍ଟେସନରେ ପାଳନ କରିବେ ।

ତେବେ ବନ୍ଧୁଗଣ ଏହାଥିଲା ଆପଣ ମାନଙ୍କ ପାଇଁ ରୋଚକ ଗେମ । ଏହି ଗେମ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇଲୁ ଯେ, ଆପଣ ନିଜ ଭ୍ୟାଲେଣ୍ଟାଇନ ଡେ କେଉଁ ସ୍ଥାନରେ ପାଳନ କରିବେ । ଆଶା କରୁଛୁ ଆପଣ ମାନଙ୍କୁ ଏହି ନମ୍ବର ଗେମ ଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।