ଏହି ଫଟୋରେ ଖୋଜିବାର ଅଛି କେବଳ ଗୋଟିଏ ଅନ୍ତର, ଠିକ ଜବାବ ଦେବାରେ ୯୯ % ଲୋକମାନେ ହେଲେ ଫେଲ, କ୍ଲିକକରି ଦେଖନ୍ତୁ

କହିବାକୁ ଗଲେ ଆପଣମାନେ ପ୍ରାୟତଃ ଫଟୋର ଖେଳ ଖେଳି ଥିବେ । ଏହି ଫଟୋର ଖେଳକୁ ପୂର୍ବେ ଖବର କାଗଜରେ ଖେଳା ଯାଉଥିଲା । କିନ୍ତୁ ଆଜିକାଲି ଲୋକମାନେ ଏହି ଖେଳକୁ ଖବର କାଗଜରେ ନୁହେଁ ନିଜ ନିଜ ମୋବାଇଲରେ ଖେଳୁଛନ୍ତି । କହିବାକୁ ଗଲେ ଆମେ ଦୁଇ ଫଟୋ ମଧ୍ୟରେ ଅନ୍ତର ଖୋଜିବାର ଖେଳ ବିଷୟରେ କଥାବାର୍ତ୍ତା କରୁଛୁ । ଯେଉଁଥିରେ ସମସ୍ତଙ୍କୁ ମଜା ଆସୁଥିଲା । ସେହିଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ଫଟୋ ନେଇ ଆସିଛୁ । ଯେଉଁତିରେ ଆପଣଙ୍କୁ କେବଳ ଅନ୍ତର ଖୋଜିବାର ଅଛି ।

କହିବାକୁ ଗଲେ ଏହି ଖେଳ ଏକ ମନୋରଞ୍ଜକ ଖେଳ ଅଟେ । ଯାହାକୁ ବର୍ତ୍ତମାନ ସମୟରେ ସୋସିୟାଲ ମିଡିୟାରେ ବହୁତ ଖେଳା ଯାଉଛି । ଏହି ସବୁ ଫଟୋ ମଧ୍ୟରେ ଅଳ୍ପ ଅନ୍ତର ଥାଏ ଯାହାକୁ ଆପଣ ନିଜର ବୁଦ୍ଧିର ବ୍ୟବହାର କରି ଖୋଜିବାର ଅଛି । ଆଜିକାଲି ଲୋକମାନେ ଇଣ୍ଟରନେଟରେ ଅଧିକ ସମୟ ରହୁଛନ୍ତି ।

ଏମିତିରେ ତାଙ୍କୁ ନିଜର ମନୋରଞ୍ଜନ କରିବା ନିମନ୍ତେ କୌଣସି ନା କୌଣସି ଖେଳର ନିଶ୍ଚିତ ଆବଶ୍ୟକ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ସାମ୍ନାରେ କିଛି ଫଟୋର ଖେଳ ନେଇ ଆସିଛୁ । ଯଦି ଆପଣ ଏହି ଫଟୋ ଗୁଡିକୁ ଭଲ ଭାବରେ ଦେଖିବେ ତେବେ ଆପଣ ଏହି ଫଟୋ ମଧ୍ୟରେ ଫରକ ଜାଣି ପାରିବେ ।

ବର୍ତ୍ତମାନ ଉପରେ ଦିଆଯାଇଥିବା ଫଟୋକୁ ଦେଖନ୍ତୁ ଓ ଏହା ମଧ୍ୟରେ ଥିବା ପାର୍ଥକ୍ୟକୁ ଖୋଜନ୍ତୁ । ଆମେ ଆଶା କରୁଛୁ କି ଆପଣ ଉତ୍ତର ଖୋଜି ନେଇ ଥିବେ କିନ୍ତୁ ଯଦି ଉତ୍ତର ପାଇ ନାହାନ୍ତି ତେବେ ଆମେ ଆପଣଙ୍କୁ କହିଦେଉଛୁ ଯେ ଡାହାଣ ପଟ ଫଟୋରେ ବ୍ଳାଉଜର ତଳ ଝୁମୁକାରେ ଯେଉଁଠି 2 ଟି ମୋତି ଲାଗିଛି ବାମ ପଟ ଫୋଟୋରେ ନାହିଁ । ଆଶକରୁଛୁ କି ଏହି ଫୋଟୋର ଖେଳ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ ।