ଗୋଟିଏ ରାତି ପାଇଁ କେତେ ଟଙ୍କା ନିଅନ୍ତି Sunny Leone, ରିପୋର୍ଟର ପଚାରିଲା ପ୍ରଶ୍ନ, ଜବାବ ଶୁଣିଲେ ଉଡିଯିବ ହୋସ

ବଲୀଉଡର ଅଭିନେତ୍ରୀ ସନ୍ନୀ ଲିୟୋନଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଗୋଟିଏ ସମୟରେ ସେ ପର୍ନ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସେ ବଲୀଉଡକୁ ଆସି ନିଜର ଛବିକୁ ବଦଳାଇ ଦେଇଛନ୍ତି । କିନ୍ତୁ ବେଳେ ବେଳେ ସନ୍ନୀ ଲିୟୋନଙ୍କ ଅତୀତ ତାଙ୍କ ସାମ୍ନାକୁ ଚାଲି ଆସେ । କହିବାକୁ ଗଲେ ଗୁଜୁରାଟର ସୁରାଟର ଏକ ପଞ୍ଚତାରକା ହୋଟେଲରେ ସନ୍ନୀ ଲିୟୋନ ଏକ ପ୍ରୋଗ୍ରାମରେ ପହଞ୍ଚି ଥିଲେ ।

ଏହି କାର୍ଯ୍ୟକ୍ରମ ମଧ୍ୟରେ ଜଣେ ରିପୋର୍ଟର ସନ୍ନୀ ଲିୟୋନଙ୍କୁ ଏକ ଅଭଦ୍ର ପ୍ରଶ୍ନ ପଚାରିନେଲା । ଏହା ଶୁଣି ସନ୍ନୀ ଲିୟୋନ ସଙ୍ଗେ ସଙ୍ଗେ ରାଗି ଗଲେ ଓ ସେ ଆଗ ପଛ ନ ଦେଖି ରିପୋର୍ଟରକୁ ସେହି ସ୍ଥାନରେ ହିଁ ଗୋଟିଏ ଚାପୁଡା ମାରି ଦେଲେ ।

ଆପଣଙ୍କୁ କହିଦେଉଛୁ କି ଏହି ଖବର ବହୁତ ପୁରୁଣା ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ଏହା ବହୁତ ଚର୍ଚାରେ ଅଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ସନ୍ନୀ ଲିୟୋନ ବଲୀଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ହୋଇସାରିଛନ୍ତି । ସନ୍ନୀ ଲିୟୋନ ୨୦୧୧ରେ କଲର୍ସ ଟିଭିର ରିୟାଲିଟି ଶୋ ବିଗବସର ସିଜିନ ୫ରେ ପ୍ରତିଯୋଗୀତା ରୂପରେ ଅଂସ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଅତୀତ କାରଣରୁ ତାଙ୍କୁ ଘରୁ ବାହାର କରି ଦିଆଗଲା ।

କିନ୍ତୁ ସନ୍ନୀ ଲିୟୋନଙ୍କ ଜୀବନ ସେତେବେଳେ ବଦଳି ଗଲା ଯେତେବେଳେ ମହେଶ ଭଟ୍ଟ ବିଗବସଙ୍କ ଘରେ ଆସି ସନ୍ନୀ ଲିୟୋନଙ୍କୁ ଫିଲ୍ମ ଜିସ୍ମ ୨ରେ କାମ କରିବା ପାଇଁ ଚାନ୍ସ ଦେଲେ । ଏହି ଫିଲ୍ମରୁ ସନ୍ନୀ ଲିୟୋନ ରାତାରାତି ଗୋଟିଏ ପର୍ନ ଷ୍ଟାରରୁ ବଲୀଉଡର ସୁପରହିଟ ଅଭିନେତ୍ରୀ ହୋଇଗଲେ । ଏହା ପରେ ସନ୍ନୀ ଲିୟୋନ କେବେ ବି ପଛକୁ ବୁଲି ଦେଖି ନାହାନ୍ତି । ସନ୍ନୀ ଲିୟୋନ ବଲୀଉଡରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଲେ ।

ଏହା ସହିତ ତାଙ୍କର ଡାନ୍ସ ଓ ଆଇଟମ ଗୀତର ବି ସମସ୍ତେ ଦିବାନା ହେବାକୁ ଲାଗିଲେ । ଆପଣଙ୍କୁ କହିଦେଉଛୁ କି ସନ୍ନୀ ଲିୟୋନ ୨୦୧୧ରେ ଡେନିୟଲ ୱେବରଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ୩ ଟି ସନ୍ତାନ ଅଛି ଓ ସେ ପ୍ରାୟତଃ ନିଜର ପରିବାର ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରିଥାନ୍ତି । ଅଭିନେତ୍ରୀ ସନ୍ନୀ ଲିୟୋନଙ୍କ ଅସଲ ନାମ କରନଜୀତ କୌର ବୋହରା ଅଟେ ଓ ଏହି ନାମରେ ୨୦୧୮ରେ ଜୀ ୫ରେ ସନ୍ନୀ ଲିୟୋନଙ୍କ ଗୋଟିଏ ବାଇୟଗ୍ରାଫି ଓ ୱେବ ସିରିଜ ବି ରିଲିଜ ହୋଇ ସାରିଛି ।

କିନ୍ତୁ ପର୍ନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲୀଉଡ ଇଣ୍ଡଷ୍ଟ୍ରିକୁ ଆସିଥିବା ସନ୍ନୀ ଲିୟୋନଙ୍କ ଅତୀତ ତାଙ୍କର ପିଛା ଛାଡୁ ନାହିଁ । କହିବାକୁ ଗଲେ ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ଏଠି ଜଣେ ରିପୋର୍ଟର ଏମିତି କିଛି ପ୍ରଶ୍ନ କରିଲା କି ସନ୍ନୀ ଲିୟୋନ ରାଗି ଗଲେ । ରିପୋର୍ଟ ପଚାରିଲେ କି ପ୍ରଥମେ ଆପଣ ଜଣେ ପର୍ନ ଷ୍ଟାର ଥିଲେ ଓ ବର୍ତ୍ତମାନ ଜଣେ ସୁପରହିଟ ଷ୍ଟାର ହୋଇସାରିଛନ୍ତି । ଏମିତିରେ ଆପଣ ଗୋଟିଏ ରାତି ପାଇଁ କେତେ ଟଙ୍କା ଚାର୍ଜ କରିଥାନ୍ତି ।

ଏହା ଶୁଣି ସନ୍ନୀ ଲିୟୋନ ରାଗି ଗଲେ ଓ ଏହା ପରେ ସନ୍ନୀ ଲିୟୋନ ରିପୋର୍ଟରଙ୍କୁ ପୁଣି ଥରେ ସେହି ପ୍ରଶ୍ନକୁ ପଚାରିବା ପାଇଁ କହିଲେ । ଏହା ପରେ ଯେତେବେଳେ ସେହି ପ୍ରଶ୍ନ ପୁଣି ଥରେ ଶୁଣିବାକୁ ମିଳିଲା ତେବେ ସନ୍ନୀ ଲିୟୋନ ଉଠିଲେ ଓ ସେହି ରିପୋର୍ଟରକୁ ଗୋଟିଏ ଚାପୁଡା ମାରିଦେଲେ ।

କହିଦେଉଛୁ କି ସନ୍ନୀ ଲିୟୋନଙ୍କ ସ୍ଵାମୀ ଡେନିୟଲ ୱେବର ବି ସେହି ସ୍ଥାନରେ ଥିଲେ ଓ ତାଙ୍କର କହିବା ଅଟେ କି ସନ୍ନୀ ଲିୟୋନ ଖରାପ ପ୍ରଶ୍ନ ପଚାରିଥିବା ରିପୋର୍ଟରକୁ ବିଲକୁଲ ସଠିକ ଜବାବ ଦେଇଛନ୍ତି । ଆପଣଙ୍କୁ କହିଦେଉଛୁ କି ସନ୍ନୀ ଲିୟୋନ ବର୍ତ୍ତମାନ ନିଜର ଅତୀତ ବିଷୟରେ ବିଲକୁଲ ବି ଶୁଣିବାକୁ ପସନ୍ଦ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।