ଓଡ଼ିଶାରେ ପ୍ରଥମେ କେବେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା ! ଦୂରବୀକ୍ଷଣ ଯନ୍ତ୍ର କିଏ ଉଦ୍ଭାବନ କରିଥିଲେ, 99% ଲୋକ ଫେଲ

ନମସ୍କାର ବନ୍ଧୁଗଣ,   ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

ପ୍ରଶ୍ନ:- ଓଡ଼ିଶାରେ ପ୍ରଥମେ କେବେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା ?

ଉତ୍ତର:- ୨୫ ଫୁବ୍ରୁଆରୁ, ୧୯୭୧

ପ୍ରଶ୍ନ:- ଦୂରବୀକ୍ଷଣ ଜନ୍ତ୍ର କିଏ ଉଦ୍ଭାବନ କରିଥିଲେ?

ଉତ୍ତର:- ହାନସ ଲିପ୍ରସି

ପ୍ରଶ୍ନ:- ସାବରମତି ଆଶ୍ରମ ପୂର୍ବରୁ ମହାତ୍ମା ଗାନ୍ଧୀ ଆଊ କେଉଁ ଆଶ୍ରମ ପ୍ରତିଷ୍ଠା କରିଥିଲେ ?

ଉତ୍ତର:- କେଚ୍ଚରାଓ ଆଶ୍ରମ

ପ୍ରଶ୍ନ:- ବିଜେପି କେବେ ସ୍ଥାପିତ ହୋଇଥିଲା ?

ଉତ୍ତର:- ୬ଏପ୍ରିଲ, ୧୯୮୦

ପ୍ରଶ୍ନ:- RSS କେବେ ସ୍ଥାପିତ ହୋଇଥିଲା ?

ଉତ୍ତର:- ୨୭ ସେପ୍ଟେମ୍ବର, ୧୯୨୫

ପ୍ରଶ୍ନ:- ବିଶ୍ଵର କେଉଁ ରାଷ୍ଟ୍ରପତି ଆଦୌ ପାଠ ପଢିନଥିଲେ ?

ଉତ୍ତର:- ଆମେରିକାର ରାଷ୍ଟ୍ରପତି ଆଣ୍ଡ୍ରୁ ଜନସନ

ପ୍ରଶ୍ନ:- କେଉଁ ଦେଶରେ ପ୍ରଥମେ ମହିଳା ମାନଙ୍କୁ ଭୋଟଦାନ ଅଧିକାର ଦିଆଯାଇଥିଲା ?

ଉତ୍ତର:- ନୁଇଯଲାଣ୍ଡ

ପ୍ରଶ୍ନ:- ପୃଥିବୀର ପ୍ରଥମ ମହିଳା ରାଷ୍ଟ୍ରପତି କିଏ ?

ଉତ୍ତର:- ଇସବେଲ ମାଟିନେସ ଡି ପେରନ, ସେ ଆର୍ଯେଣ୍ଟିନା ର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ।

ପ୍ରଶ୍ନ:- ଭାରତ ବ୍ୟତୀତ ଆଊ କେଉଁ ଦେଶରେ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ପାଳନ ପାଳନ ହୁଏ ?

ଉତ୍ତର:- ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ

ପ୍ରଶ୍ନ:- ନିଜର ସୈନ୍ୟ ମାନେ ଦାଢ଼ି ରଖିପାରିବେ ନାହିଁ ବୋଲି କିଏ ଘୋଷଣା କରିଥିଲେ ?

ଉତ୍ତର:- ଆଲେକଜାଣ୍ଡର

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।