ଟିଭିର ସବୁଠୁ ସୁନ୍ଦର ଅଭିନେତ୍ରୀ କରିବାକୁ ଯାଉଛନ୍ତି ଦ୍ଵତୀୟ ବିବାହ, ପୂର୍ବରୁ ବହୁତ ଆକ୍ଟର୍ସ କରି ସାରିଛନ୍ତି ପ୍ରପୋଜ..

ଜେନିଫର ୱିଂଗେଟ ଛୋଟ ପରଦାର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ କେତେକ ସୁପରହିଟ ସିରିୟଲ ମଧ୍ୟ କରିଛନ୍ତି । ସେ ଦେଖିବାକୁ ଏତେ ସୁନ୍ଦର ଅଟନ୍ତି କି ତାଙ୍କ ଆଗରେ ବଲୀଉଡର ଅଭିନେତ୍ରୀ ମଧ୍ୟ ଫିକା ପଡିଯିବେ । ଜେନିଫର କରଣ ସିଂହ ଗ୍ରୋବାରଙ୍କର ଏକ୍ସ ୱାଇଫ ଅଟନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ କି ଜେନିଫର ଟିଭିର ସବୁଠୁ ବେଶୀ ଟଙ୍କା ନେଉଥିବା ଅଭିନେତ୍ରୀ ଅଟନ୍ତି ।

ସେ ଗୋଟିଏ ଏପିସୋଡ କରିବା ପାଇଁ ୧ ରୁ ୧.୫ ଲକ୍ଷ ଟଙ୍କା ନିଅନ୍ତି । ତାଙ୍କର ଫ୍ୟାନ ଫୋଲଇଙ୍ଗ ଦୀପିକା ଏବଂ କଟରିନା ଠାରୁ ମଧ୍ୟ କମ ନୁହେଁ । ତାଙ୍କର ଇଂସ୍ଟାଗ୍ରାମରେ ୭.୨ ମିଲିୟନ ଲୋକମାନେ ଫଲୋ କରନ୍ତି । ସେ ବର୍ତ୍ତମାନ ‘ବେପନାହ’ ସିରିୟଲରେ ନଜର ଆସୁଛନ୍ତି ।

ଦ୍ଵତୀୟ ବିବାହ କରିବାକୁ ଯାଉଛନ୍ତି

ଖବର ଅନୁସାରେ ଏହି ଅଭିନେତ୍ରୀ ଦ୍ଵତୀୟ ବିବାହ କରିବାକୁ ଯାଉ ଛନ୍ତି । ୨୦୧୮ର ବିବାହର ବର୍ଷ ରହିଛି । ଏହି ବର୍ଷ ବଲୀଉଡ ଏବଂ ଟିଭିର ବଡ ବଡ କଳାକାରମାନେ ବାହାଘର ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ସେହି ଲିସ୍ଟରେ ଜେନିଫରଙ୍କର ନାମ ସାମିଲ ହେବାକୁ ଯାଉଛି । ଏହି ବର୍ଷର ଶେଷ ଆଡକୁ ଜେନିଫର ବାହା ହୋଇ ପାରନ୍ତି । ସେ ବର୍ତ୍ତମାନ ଟିଭି ଅଭିନେତା ସେହବାନ ଆଜିମକୁ ଡେଟ କରୁଛନ୍ତି ।

ତଲାକ ନେଇ ସାରିଛନ୍ତି ଜେନିଫର

ଜେନିଫର ପ୍ରଥମେ କରଣଙ୍କ ସହ ବାହା ହୋଇଥିଲେ କିନ୍ତୁ ପରସ୍ପର ମଧ୍ୟରେ ସମସ୍ୟା ହେବାରୁ ଦୁଇଜଣ ତଲାକ ନେଇ ନେଲେ । ଏହା ଜେନିଫରଙ୍କର ପ୍ରଥମ ବାହାଘର ଅଟେ କିନ୍ତୁ କରଣଙ୍କର ଏହା ଦ୍ଵତୀୟ ବାହାଘର ଥିଲା । ପ୍ରଥମେ କରଣ ଟିଭିର ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କ ସହ ବାହାଘର ହୋଇଥିଲା । କିନ୍ତୁ କିଛି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ତଲାକ ହୋଇଗଲା । ବର୍ତ୍ତମାନ କରଣ ତୃତୀୟ ବିବାହ ବିପାଶା ବାସୁଙ୍କ ସହ କରିଛନ୍ତି ।

ଅଭିନେତ୍ରୀର ସୁନ୍ଦରତାର ଦିବାନା

ସମସ୍ତେ ଛୋଟ ପରଦାରେ ଅଭିନେତ୍ରୀ ଜେନିଫରଙ୍କର ସୁନ୍ଦରତାର ଦିବାନା ଅଟନ୍ତି । କେବେଳ ଦର୍ଶକ ନୁହନ୍ତି ଟିଭି ଇଣ୍ଡଷ୍ଟ୍ରିର କେତେକ କଳକାରମାନଙ୍କର ମଧ୍ୟ ସେ ଫେବରେଟ ଅଟନ୍ତି । କେତେକ ଲୋକମାନେ ତାଙ୍କୁ ବାହା ହବାର ଅଫର ମଧ୍ୟ କରିଛନ୍ତି । ତାଙ୍କୁ ଭଲ ପାଉଥିବା କଳାକାର ମଧ୍ୟରେ ଟିଭି ଅଭିନେତା କରଣ ବାହୀ ବି ସାମିଲ ଅଛନ୍ତି । ଯଦି ଖବରଟି ଭଲଲାଗିଥାଏ ତେବେ ଶେୟାର କରିବାକୁ ଭୁଲିବେନି। ଏମିତି ଅନେକ ଗରମା ଗରମ ଅପଡେଟସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।