ପୁଅ ନିଜର ଗର୍ଭବତ୍ତୀ ଗର୍ଲଫ୍ରେନ୍ଡକୁ ଡାକ୍ତର ପାଖକୁ ନେଇ ଗଲା, ପୁଅ- ଡାକ୍ତର ସାହାବ

ଘରେ ବସି ବସି ଆପଣ ବୋର ହୋଇ ଯାଉଥିବେ କିମ୍ବା ବେଳେ ବେଳେ ଅଫିସରେ କାମ ନ ଥିଲେ ବି ବୋର ଲାଗୁଥିବ, ତେବେ ଲୋକମାନେ ଏହା ମଧ୍ୟରେ ଏମିତି କିଛି କାମ କରିବାକୁ ପସନ୍ଦ କରନ୍ତି କିମ୍ବା ପଢିବାକୁ ପସନ୍ଦ କରନ୍ତି ଯାହା ଦ୍ଵାରା ତାଙ୍କର ମୁଡ ଫ୍ରେସ ହୋଇଯାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଭାଇରାଲ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢି ଆପଣଙ୍କ ହସ ଅଟକିବ ନାହିଁ । ଏହି ଜୋକ୍ସ ଗୁଡିକ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି ।

ପ୍ରଥମ ଜୋକ୍ସ

‘ରାହୁଲ ବାବା ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ

କିମ୍ବା ସଲମାନ ଖାନଙ୍କ ବିବାହ ପ୍ରଥମେ ହବ’

ଏହି କଥାକୁ ନେଇ ପାଞ୍ଚ ଜଣ ପୁଅ ଜୁଆ ଖେଳୁଥିବାର ଧରା ପଡିଲେ ।

କିନ୍ତୁ ପୋଲିସ ଛୋଟ ପିଲା ଭାବି ତାଙ୍କୁ ଛାଡି ଦେଲେ!!!!

ଦ୍ଵିତୀୟ ଜୋକ୍ସ

‘ମା ସୁରେଶକୁ ଗାଳି ଦେଇ କହିଲେ କି – ସୁରେଶ ତୁମେ ବହୁତ ଦୁଷ୍ଟାମି କରୁଛ ଓ ତୁମେ ମାଙ୍କଡ ଭଳି ଲାଗୁଛ ।

ସୁରେଶ କହିଲା – ନା ମା ! ଆପଣ ମିଛ କହୁଛନ୍ତି ।

ପଡୋଶୀ ଆଣ୍ଟି ତ କହୁଥିଲେ କି ତୁମର ଚେହେରା ବିଲକୁଲ ତୁମର ବାପାଙ୍କ ସହ ମିଶୁଛି ।‘

ତୃତୀୟ ଜୋକ୍ସ

ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିଲା ।

ତାକୁ ଏକ ଶବ୍ଦ ଶୁଣିବାକୁ ମିଳିଲା କି ‘ଛିଡା ହୋଇ ଯାଅ’ ଓ ସେ ଛିଡା ହୋଇଗଲା ।

ତେବେ ତାହା ପାଖ ଦେଇ ଏକ ଟ୍ରକ ଗଲା ଓ ତାହାର ଜୀବନ ବଞ୍ଚିଗଲା ।

ଏହା ପରେ ସେ ସେହି ଶବ୍ଦକୁ ଧନ୍ୟବାଦ କହି ସେଠୁ ଚାଲିଗଲା ।

କିଛି ଦିନ ପରେ ସେହି ବ୍ୟକ୍ତି ଜଣକ ପାହାଡ ରାସ୍ତା ଦେଇ ଯାଉଥିଲା ।

ପୁଣି ଥରେ ଆବାଜ ଆସିଲା କି ‘ଛିଡା ହୋଇ ଯାଅ’ ।

ଯେମିତି ସେ ଛିଡା ହୋଇ ଯାଇଛି, ତେବେ ତାହା ଆଗରେ ଏକ ପଥର ଖସି ପଡିଲା ।

ତାହାର ଜୀବନ ବଞ୍ଚିଗଲା ।

ବ୍ୟକ୍ତି ଜଣକ ଧନ୍ୟବାଦ କହି ପଚାରିଲା କି ଆପଣ କିଏ, ଯିଏ ବାରମ୍ବାର ମୋର ଜୀବନ ବଞ୍ଚାଉଛନ୍ତି ? ମୋ ବିବାହ ସମୟରେ କେଉଁଠି ଥିଲେ ।

ଶୂନ୍ୟରୁ ଆବାଜ ଆସିଲା କି, ମୁଁ ସେହି ସମୟରେ ବି ଆବାଜ ଦେଇ ଥିଲି । ଏବେ DJ ବଜାଇ ନିଅ କିମ୍ବା ଆବାଜ ଶୁଣ ।

ଚତୁର୍ଥ ଜୋକ୍ସ

ଗ୍ରାମର ପତ୍ନୀ ନିଜର ସ୍ଵାମୀକୁ ମାରୁ ଥିଲା !

ପଡୋଶୀ କହିଲା – କାହିଁକି ବିଚରାକୁ ମାରୁଛ ?

ପତ୍ନୀ କହିଲା – ବିଚରା ନୁହେଁ, ମୁଁ ଫୋନ କରିଥିଲି ତ ଗୋଟିଏ ଝିଅ କହିଲା କି,

ଯେଉଁ ବ୍ୟକ୍ତି ସହ ଆପଣ ସମ୍ପର୍କ କରିବାକୁ ଚାହୁଁଛନ୍ତି ସେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।

ପଞ୍ଚମ ଜୋକ୍ସ

ଆଜିକାଲି ଜନତା ସିବିଆଇ ଓ ସୁପ୍ରିମ କୋର୍ଟ ଉପରେ ବିଶ୍ଵାସ କରୁ ନାହାନ୍ତି

ଓ ଆମେ ପିଲାଦିନରେ ‘ଆଦା ପାଦା କିଏ ପାଦା’ କହି ଚୋରକୁ ଧରି ଦେଉ ଥିଲୁ ।

ଷଷ୍ଠ ଜୋକ୍ସ

ସାନ୍ତା ଶୌଚାଳୟରେ ବସି ଥିଲା ।

ସାମ୍ନାରେ ଲେଖା ହୋଇଥିଲା କି – ଦୟା କରି ଅଧିକରୁ ଅଧିକ ପାଣିର ବ୍ୟବହାର କରନ୍ତୁ ।

ଏହା ପଢି ସାନ୍ତା ବସି ବସି ଚାରି ଡବା ପାଣି ପିଇ ଦେଲା ।

ସପ୍ତମ ଜୋକ୍ସ

ଯୁବକ ନିଜର ଗର୍ଭବତୀ ଗର୍ଲଫ୍ରେନ୍ଡକୁ ଡାକ୍ତର ପାଖକୁ ନେଇ ଗଲା …

ଯୁବକ – ସାର ମୋର ଗର୍ଲଫ୍ରେନ୍ଡ ଗର୍ଭବତୀ ହୋଇ ଯାଇଛି । କିନ୍ତୁ ମୁଁ ସାବଧାନ ଥିଲି ।

ଡାକ୍ତର – ଗୋଟିଏ କାହାଣୀ କହୁଛି, ଗୋଟିଏ ଶିକାରୀ ଦିନେ ଜଙ୍ଗଲକୁ ବନ୍ଧୁକ ଜାଗାରେ ନିଜର ଛତା ନେଇଗଲା । ଅଚାନକ ସିଂହ ସାମ୍ନାକୁ ଆସିଗଲା । ତେବେ ସେ ଛତା ଖୋଲିଲା ଓ ସିଂହକୁ ଗୁଳି ମାରି ଦେଲା । ସିଂହ ମରିଗଲା ।

ଯୁବକ – ଗୁଳି ଅନ୍ୟ କେହି ମାରିଥିବେ ।

ଡାକ୍ତର – ଠିକ କହିଛ

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।