ଏହି ଆକ୍ଟ୍ରେସଙ୍କ ବାଥଟବରେ ଗାଧଉଥିବାର ଭିଡିଓ ହେଲା ଭାଇରାଲ, ସାନା ଭଉଣୀ ଭୁଲରେ ଇଂଷ୍ଟାରେ ସେଆର କରିଦେଲା, ଆଉ ତା ପରେ…

ସାରା ଖାନ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଇଣ୍ଡଷ୍ଟ୍ରିରେ ଅସଲ ପରିଚୟ ଷ୍ଟାର ପ୍ଲସ ର ଶୋ ‘ବାବୁଲ’ରୁ ମିଳିଥିଲା । ଏହି ଶୋ ତାଙ୍କୁ ରାତାରାତି ଷ୍ଟାର କରିଦେଲା । କହିବାକୁ ଗଲେ ନିଜର କ୍ୟାରିୟର ଆରମ୍ଭରେ ସେ ମଡେଲିଙ୍ଗ କରୁଥିଲେ । ଏହା ପରେ ସେ ଦୂରଦର୍ଶନ (ମଧ୍ୟପ୍ରଦେଶ) ଓ ଇଟିଭିର କିଛି କାର୍ଯ୍ୟକ୍ରମରେ ଆଙ୍କରିଙ୍ଗ ବି କରିଥିଲେ । ଏହା ପରେ ସେ ମୁମ୍ବାଇରେ ଏକ ଟିଭି ସିରିୟଲ ରେ କାମ କରି ନିଜର ନାମ କରିନେଲେ ।

ବିଗ ବସରେ ବିବାହ କରିବା ପାଇଁ ମିଳିଥିଲା ୫୦ ଲକ୍ଷ ?

ସାରା ନିଜର ପ୍ରଫେଶନଲ ଲାଇଫ ସହିତ ନିଜର ପର୍ସନାଲ ଲାଇଫ ପାଇଁ ବି ଚର୍ଚାରେ ରହିଛନ୍ତି । ସେ ପ୍ରାୟତଃ ବିଭିନ୍ନ ବିବାଦରେ ଘେରି ରହିବା କାରଣରୁ ମିଡିଆରେ ତାଙ୍କର ଖୁବ ନାମ ଥିଲା ।

କହିବାକୁ ଗଲେ ୨୦୧୦ରେ ସେ ‘ବିଗ ବସ ୪’ରେ ନଜର ଆସିଥିଲେ । ଏଠି ସେ ନିଜର ପ୍ରେମୀ ଅଲୀ ମର୍ଚେଂଟଙ୍କୁ ବିବାହ ମଧ୍ୟ କରି ନେଇଥିଲେ । କିନ୍ତୁ ଏହାର ଦୁଇ ମାସ ପରେ ଦୁଇ ଜଣ ଡିଭୋର୍ସ ବି ନେଇ ଯାଇଥିଲେ । ସୂତ୍ର ଅନୁସାରେ ଜଣା ପଡିଥିଲା କି ବିବାହ କରିବା ପାଇଁ ସାରାଙ୍କୁ ୫୦ ଲକ୍ଷ ଟଙ୍କାର ଅଫର ମିଳିଥିଲା ।

ପାକିସ୍ତାନରେ ଛୋଟ ଡ୍ରେସ ପାଇଁ ହୋଇଥିଲା ବିବାଦ

କେବଳ ଭାରତରେ ନୁହେଁ ସାରା ପାକିସ୍ତାନରେ ବି ବିବାଦର ଅଂଶ ରହିଛନ୍ତି । କହିବାକୁ ଗଲେ ଥରେ ସେ ପାକିସ୍ତାନର ଏକ ଶୋ ର ଶୁଟିଙ୍ଗ ପାଇଁ ପାକିସ୍ତାନ ଯାଇଥିଲେ ଏମିତିରେ ତାଙ୍କର ଛୋଟ ଡ୍ରେସ କାରଣରୁ ବବାଲ ଆରମ୍ଭ ହୋଇ ଯାଇଥିଲା । ସାରା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ଥରେ ସେ ହୋଟେଲର ଲବୀରେ ଏକ ସର୍ଟ ଡ୍ରେସ ପିନ୍ଧି ବୁଲୁଥିଲେ । ସେଠିଥିବା କିଛି ଲୋକମାନେ ତାଙ୍କୁ ଦେଖି କହିଲେ କି ପାକିସ୍ତାନରେ ସର୍ଟ ଡ୍ରେସ ପିନ୍ଧିବାର ଅନୁମତି ନାହିଁ । ଏହା ପରେ ସାରା ସଙ୍ଗେ ସଙ୍ଗେ ଯାଇ ଡ୍ରେସ ଚେଞ୍ଜ କରିଥିଲେ ।

ଲିପ ସର୍ଜରୀ ଉପରେ ହୋଇଥିଲା ଥଟ୍ଟା

୨୦୧୯ରେ ସାରା ନିଜର ଲିପ ସର୍ଜରୀ କାରଣରୁ ବି ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ । କହିବାକୁ ଗଲେ ସେ ନିଜର ଓଠକୁ ସୁନ୍ଦର କରିବା ପାଇଁ ସର୍ଜରୀ କରାଇ ଥିଲେ ଯାହା କି ଖରାପ ହୋଇଗଲା । ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କୁ ବହୁତ ଥଟ୍ଟା ବି କରାଯାଇଥିଲା । କିନ୍ତୁ ଏହା ଉପରେ ସେ କହିଥିଲେ କି ସେ କୌଣସି ସର୍ଜରୀ କରାଇ ନାହାନ୍ତି । ସେ କେବଳ ଲିପ ଫିଲର୍ସ କରାଇଛନ୍ତି ।

ବାଥ ଟବରେ ଗାଧୋଇବାର ଫଟୋ ହେଲା ଭାଇରାଲ

ବର୍ଷ ୨୦୧୮ରେ ତାଙ୍କର ବାଥଟବରେ ଗାଧୋଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ସାରାଙ୍କର କହିବାର ଥିଲା କି ଏହି ଭିଡିଓକୁ ଭୁଲରେ ତାଙ୍କର ଭଉଣୀ ଅନଲାଇନରେ ଶେୟାର କରି ଦେଇଥିଲେ । ପରେ ଏହି ଭିଡିଓକୁ ସାରା କିଛି ସମୟ ପରେ ହିଁ ଡ଼ିଲିଟ କରି ଦେଇଥିଲେ । କିନ୍ତୁ ତାହା ପୂର୍ବରୁ ଏହାକୁ ଲୋକମାନେ ଡାଉନଲୋଡ କରି ନେଇଥିଲେ । ସେହି କାରଣରୁ ତାହା ବହୁତ ଭାଇରାଲ ହୋଇଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।