26 ବର୍ଷ ସାନ ପତ୍ନୀ ସହିତ ସମୁଦ୍ର କୂଳରେ ମସ୍ତି କରୁଛନ୍ତି ଆକ୍ଟର ମିଲିନ୍ଦ ସୋମନ, ଫୋଟୋ ଓ ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ଆକ୍ଟର ମିଲିନ୍ଦ ସୋମନଙ୍କ ନାମ ତ ଆପଣ ନିଶ୍ଚୟ ଶୁଣିଥିବେ, ସେ ନିଜର ଟିଭି କ୍ୟାରିଅର ପାଇଁ ଫେମସ ଅଟନ୍ତି । ଯେଉଁ ପ୍ରକାରରେ ସେ ଇଣ୍ଡଷ୍ଟ୍ରିରେ ନିଜର ନାମ କଲେ, ଆଜି ବି ମିଲିନ୍ଦ ସୋମନଙ୍କର ବହୁତ ଫ୍ୟାନ ଅଛନ୍ତି । ସେ ଏକ ଲମ୍ବା ସମୟ ପାଇଁ ଲୋକଙ୍କର ମନୋରଞ୍ଜନ କରିଛନ୍ତି । କିନ୍ତୁ ଏବେ ବୟସର ଏହି ମୋଡରେ ଆସି ମିଲିନ୍ଦ ସୋମନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ଯାହାକୁ ବିବାହ କରିଛନ୍ତି ସେ ତାଙ୍କ ଠାରୁ 26 ବର୍ଷ ସାନ ଅଟନ୍ତି ।

ଅର୍ଥାତ ଯେତେବେଳେ ମିଲିନ୍ଦଙ୍କ ପତ୍ନୀଙ୍କର ଜନ୍ମ ହୋଇ ନଥିଲା ସେ ପର୍ଯ୍ୟନ୍ତ ତ ସେ ବହୁତ ରୋମାନ୍ସ କରି ସାରିଥିଲେ । ମିଲିନ୍ଦ ଙ୍କ ପତ୍ନୀଙ୍କର ନାମ ଅଙ୍କିତା କୋମ୍ବର ଅଟେ ଓ ସେ ଦୁଇ ଜଣ ମାଳଦୀପ ରେ ଛୁଟି କାଟିବାକୁ ଯାଇଛନ୍ତି ।


ଏଠାରେ ବିଚ ରେ ମସ୍ତି କରିବା ସମୟରେ ମିଲିନ୍ଦ ନିଜ ପତ୍ନୀଙ୍କ ସହ ବହୁତ ସାରା ଫୋଟୋ କ୍ଲିକ କରିଛନ୍ତି ଓ ସେଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି । ଗୋଟିଏ ତାଙ୍କର ଫ୍ୟାନ ଯିଏ ମିଲିନ୍ଦଙ୍କୁ ମଜା କରିବାକୁ କହୁଛନ୍ତି ଓ ଅନ୍ୟମାନେ ତାଙ୍କର ବୟସ କୁ ନେଇ ଥଟ୍ଟା କରୁଛନ୍ତି । କିନ୍ତୁ ମିଲିନ୍ଦ ତ ଏବେ କେବଳ ମସ୍ତିରେ ଡୁବିଛନ୍ତି ।

ଏହା ସବୁ ମଧ୍ୟରେ ଗୋଟିଏ କଥା ସଫା ଜଣା ପଡୁଛି କି ମିଲିନ୍ଦ ନିଜ ଲାଇଫ କୁ ଫୁଲ ଅନ ଏଞ୍ଜୟେ କରୁଛନ୍ତି ।

ତାଙ୍କ ବିବାହକୁ ଗୋଟିଏ ବର୍ଷରୁ ଅଧିକ ସମୟ ହୋଇ ଗଲାଣି ଓ ତାଙ୍କ ପତ୍ନୀ ଅଙ୍କିତା ବି ନିଜ ଲାଇଫ ରେ ବହୁତ ଖୁସି ଅଛନ୍ତି ଓ ଏହି ଦୁଇ ଜଣ ଏହି କଥାର ପ୍ରମାଣ ଅଟନ୍ତି କି ଜୀବନରେ ବୟସ ନୁହେଁ ବରଂ ଆପଣଙ୍କର ଜୋସ ମହତ୍ତ୍ଵ ରଖିଥାଏ ।