sunil shetty ଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ, ଦେଖିଲେ ହେଇଯିବେ ତାଙ୍କ ଦିୱାନା

ବଲିଉଡ ଷ୍ଟାର ମାନେ ସବୁବେଳେ ଚମକିଥାନ୍ତି । କିଏ ନିଜ ଅଭିନୟ ପାଇଁ ତ କିଏ ନିଜ ସୁନ୍ଦରତା ପାଇଁ, କିଏ ଝଗଡ଼ା କରିବା ପାଇଁ ତ ପ୍ରେମ ଚକର ପାଇଁ । କିନ୍ତୁ ଏମିତି ବି କିଛି ବଲିଉଡ ଷ୍ଟାର ଅଛନ୍ତି ଯିଏ ଫିଲ୍ମ ଜଗତରେ ବହୁତ ଭଲ କାମ କରିଛନ୍ତି । ତାପରେ ମଧ୍ୟ କୌଣସି ଅଭିନେତ୍ରୀ କୁ ବିବାହ ନକରି ସାଧାରଣ ଝିଅ କୁ ବିବାହ କରିଛନ୍ତି । କିନ୍ତୁ ସେହି ଝିଅ ର ସୁନ୍ଦରତା ମଧ୍ୟ କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହେଁ ।

ଆଜି ଆମେ ଏମିତି ହିଁ ଜଣେ ବଲିଉଡ ଷ୍ଟାର ଙ୍କ ବିଷୟରେ କହିବୁ ଯିଏ ନିଜ ଆକ୍ସନ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି ଆମର ସମସ୍ତଙ୍କ ପସନ୍ଦ ସୁନିଲ ସେଠି । ତେବେ ଚାଲନ୍ତୁ ଜାଣିବା ସୁନିଲ ସେଠି ଙ୍କ ପତ୍ନୀ ଙ୍କ ବିଷୟରେ କିଛି । ସୁନିଲ ସେଠି ଙ୍କ ସ୍ତ୍ରୀ ସୁନ୍ଦରତା ରେ କୌଣସି ହିରୋଇନ ଠାରୁ କମ ନୁହେଁ ।

ସୁନିଲ ସେଠି ବଲିଉଡ ରେ ଗୋଟେ ରୁ ଗୋଟେ ବଡ଼ ହିରୋଇନ ମାନଙ୍କ ସହ ଫିଲ୍ମ କରିଛନ୍ତି । ସୁନିଲ ସବୁବେଳେ ନିଜ ଅଭିନୟ ଏବଂ ନିଜ ଭୟେଶ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଆକ୍ସନ ଫିଲ୍ମ ହେଉ ବା ରୋମାଣ୍ଟିକ ଫିଲ୍ମ ହେଉ ନିଜ ଅଭିନୟ ଦ୍ଵାରା ସୁନିଲ ସେଠି ସବୁବେଳେ ଲୋକ ମାନଙ୍କ ମନ କିଣିଛନ୍ତି ।

ସୁନିଲ ଯାହାକୁ ବିବାହ କରିଛନ୍ତି ସେ ବହୁତ ସୁନ୍ଦର ଅଟନ୍ତି । ଏବଂ କୌଣସି ଅଭିନେତ୍ରୀ ଠାରୁ କମ ନୁହେଁ । ସୁନିଲ ସେଠି ଙ୍କ ପତ୍ନୀ ଙ୍କ ନାମ ମାନା ସେଠି ଅଟେ । ଏବଂ ସେ ଜଣେ ବିଜନେସ ଓମେନ ଅଟନ୍ତି । ସେ ନିଜ ପରିବାରରେ ବହୁତ ଖୁସି ଅଛନ୍ତି ।

ମାନା ଦେଖିବାକୁ ଏତେ ହଟ ଏବଂ ସୁନ୍ଦର ଯେ ପୁରା ବଲିଉଡ ତାଙ୍କ ପାଇଁ ଦିୱାନା । ମାନା ନିଜର ବହୁତ ସୁନ୍ଦର ସୁନ୍ଦର ଫଟୋ ସବୁ ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି । ଯାହା ପରେ ସବୁ ଆଡେ କେବଳ ମାନା ହିଁ ଚର୍ଚ୍ଚାରେ ରହିଛନ୍ତି । ସେ ଦୁହେଁ ନିଜ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ତେବେ ଆପଣଙ୍କୁ ସୁନିଲ ସେଠି ଏବଂ ମାନା ସେଠି ଙ୍କ ଯୋଡ଼ି କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।