ଯେତେବେଳ ସମସ୍ତଙ୍କ ସାମ୍ନାରେ ସଲମାନ ଖାନ ଓଲହାଇ ଥିଲେ Sunny Leoneଙ୍କ ହଟ ଶାଢୀ, ଭାଇରାଲ ହେଉଛି ଭିଡିଓ

୨୦୧୧ରେ କଲର୍ସ ଟିଭିର ରିୟାଲିଟି ଶୋ ବିଗ ବସର ସିଜିନ ୫ରେ ପ୍ରତିଯୋଗୀତା ରୂପରେ ନଜର ଆସିଥିବା ସନ୍ନୀ ଲିୟୋନଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ତାଙ୍କର କିଛି ଖରାପ କାମ ଯୋଗୁ ତାଙ୍କୁ ପିଲାଦିନୁ ହିଁ ତାଙ୍କର ଘର ଲୋକମାନେ ତାଙ୍କୁ ଘରୁ ବାହାର କରି ଦେଇଥିଲେ । କିନ୍ତୁ ସନ୍ନୀ ଲିୟୋନଙ୍କ ଜୀବନ ସେତେବେଳେ ବଦଳିଗଲା ଯେତେବେଳେ ମହେଶ ଭଟ୍ଟ ବିଗ ବସର ଘରକୁ ଆସି ସନ୍ନୀ ଲିୟୋନଙ୍କୁ ଫିଲ୍ମ ଜିସ୍ମ ୨ରେ କାମ କରିବାର ଅଫର ଦେଇ ଥିଲେ ଓ ଏହି ଫିଲ୍ମ ମାଧ୍ୟମରେ ସନ୍ନୀ ଲିୟୋନ ରାତାରାତି ପର୍ନ ଷ୍ଟାରରୁ ବଲୀଉଡର ସୁପରହିଟ ଅଭିନେତ୍ରୀ ହୋଇଗଲେ ।

ଏହା ପର ଠାରୁ ସନ୍ନୀ ଲିୟୋନ କେବେ ବି ପଛକୁ ବୁଲି ଦେଖି ନାହାନ୍ତି । ସନ୍ନୀ ଲିୟୋନ ବଲୀଉଡରେ ବହୁତ ହିଟ ଫିଲ୍ମ ଓ ହିଟ ଗୀତରେ କାମ କରିଛନ୍ତି । ଲୋକମାନେ ତାଙ୍କର ଡାନ୍ସର ବି ଦିବାନା ଅଟନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ କଥାବାର୍ତ୍ତା କରିବା ତେବେ ସୋସିଆଲ ମିଡିଆରେ ସନ୍ନୀ ଲିୟୋନ ଓ ବଲୀଉଡର ସୁପର ଷ୍ଟାର ଭାଇଜାନ ସଲମାନ ଖାନଙ୍କ ସହ ଜଡିତ ତାଙ୍କର ଏକ ମଜାଦାର ଭିଡିଓ ବହୁତ ଅଧିକ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖି ପାରିବେ କି ସଲମାନ ଖାନ ମସ୍ତିରେ ସନ୍ନୀ ଲିୟୋନଙ୍କ ଶାଢୀ ଖୋଳୁଥିବାର ନଜର ଆସୁଛନ୍ତି । କହିବାକୁ ଗଲେ ଏହି ଭିଡିଓ ଜାନୁୟାରୀ ୨୦୧୪ରେ ଏକ ଆୱାର୍ଡ ଫଙ୍କସନ ସମୟର ଅଟେ ।

ଯେଉଁଠି ଏହି ଶୋ ମଝିରେ ହିଁ ସଲମାନ ଖାନ ସନ୍ନୀ ଲିୟୋନଙ୍କୁ ଶାଢୀ ପିନ୍ଧାଇବା ଶିଖାଇ ଥିଲେ । ସଲମାନ ଖାନ ସ୍ଟେଜ ଉପରେ ହିଁ ଗୋଟିଏ ଶାଢୀ ମଗାଉଛନ୍ତି ଓ ସନ୍ନୀ ଲିୟୋନଙ୍କ ସୁନ୍ଦର ଗୋଲ୍ଡେନ ରଙ୍ଗର ଗାଉନ ଉପରେ ତାଙ୍କୁ ଶାଢୀ ପିନ୍ଧାଇବା ଶିଖାଉଛନ୍ତି । ଏହା ପରେ ସନ୍ନୀ ଲିୟୋନ ସମସ୍ତଙ୍କ ସାମ୍ନାରେ କହିଦେଲେ କି ତାଙ୍କ ଜୀବନର ଏହା ସବୁଠୁ ବଡ ସ୍ଵପ୍ନ ଥିଲା ଯାହାକି ବର୍ତ୍ତମାନ ସତ ହୋଇ ଯାଇଛି ।

କହିବାକୁ ଗଲେ ସଲମାନ ଖାନ ଓ ସନ୍ନୀ ଲିୟୋନଙ୍କ ଏହି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯଦି ସନ୍ନୀ ଲିୟୋନଙ୍କ ପର୍ସନାଳ ଲାଇଫ ବିଷୟରେ କହିବା ତେବେ ସନ୍ନୀ ଲିୟୋନ ୨୦୧୧ରେ ଡେନିୟଲ ୱେବରଙ୍କ ସହ ବିବାହ କରିଛନ୍ତି । ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଆନ୍ତି । ଏହା ଛଡା ପ୍ରାୟତଃ ସନ୍ନୀ ଲିୟୋନ ନିଜର ପିଲାମାନଙ୍କ ସହିତ ଓ ସ୍ଵାମୀ ସହିତ ମସ୍ତି କରୁଥିବାର ବହୁତ ଫଟୋ ସୋସିଆଲ ମିଡିଆରେ ଶେୟାର ବି କରିଥାନ୍ତି ।

ଏହି ଦମ୍ପତ୍ତିଙ୍କର ତିନୋଟି ସନ୍ତାନ ଅଛି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ସନ୍ନୀ ଲିୟୋନଙ୍କ ଅସଲ ନାମ କରନଜୀତ କୌର ବୋହରା ଅଟେ । ସନ୍ନୀ ଲିୟୋନ ବହୁତ କମ ସମୟରେ ହିଁ ବଲୀଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜର ନାଁ ସାମିଲ କରି ସାରିଛନ୍ତି ଓ ସେ ବର୍ତ୍ତମାନ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।