ଜିଲ୍ଲାପାଳ IAS Officer ମାନଙ୍କର ଦରମା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

IAS ଅଫିସର ଭାରତର ସବୁଠୁ ବଡ ସରକାରୀ ଚାକିରି ଅଟେ । ଗୋଟିଏ IAS ଅଫିସର ପାଖରେ ସମସ୍ତ ପ୍ରକାରର ପାୱାର ଥାଏ । ଗୋଟିଏ ଅଞ୍ଚଳର ଉନ୍ନତି ପଛରେ ଗୋଟିଏ IAS ଅଫିସର ହିଁ ହାତ ଥାଏ ଓ ଗୋଟିଏ ଆଇଏଏସ ଅଫିସର ହିଁ ରାଜ୍ୟର ବିକାସ ନିମନ୍ତେ ବିଭିନ୍ନ ପ୍ରକାରର କାମ କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଗୋଟିଏ IAS ଅଫିସରର ସ୍ୟାଲେରୀ ବିଷୟରେ ଓ ପ୍ରମୋସନ ଇତ୍ୟାଦି ବିଷୟରେ କହିବୁ ।

ଏହା ସହିତ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ପର୍ସନାଳ ସେକ୍ରେଟେରୀ ଭିକେ ପାଣ୍ଡିଆନଙ୍କ ସ୍ୟାଲେରୀ ବିଷୟରେ ବି ଆପଣଙ୍କୁ କହିବୁ । ଆପଣଙ୍କୁ କହିଦେଉଛୁ କି ପ୍ରତ୍ୟକ IAS ଅଫିସରଙ୍କ ସ୍ୟାଲେରୀ ସମାନ ନ ଥାଏ ।

ପ୍ରତି ବର୍ଷ ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ପାଖାପାଖି ୧୫୦ ଜଣ IAS ଅଫିସରଙ୍କୁ ଭର୍ତ୍ତି କରାଯାଏ । ଏହା ପରେ ସେମାନଙ୍କର ସିଲେକ୍ସନ ହୋଇ ସାରିଲା ପରେ ତାଙ୍କୁ ୩ ଟି କ୍ୟାଟାଗୋରୀରେ ଚାକିରି ମିଳିଥାଏ । ସେ ଗୁଡିକ ହେଲା District Administration, State Secretariat, Central Secretariat । ଏହା ପରେ ଏହି କ୍ୟାଟାଗୋରୀ ମଧ୍ୟରେ ପୁଣି ବି ବିଭିନ୍ନ ବିଭାଗରେ ଆପଣଙ୍କର ପୋସ୍ଟିଙ୍ଗ ହୋଇଥାଏ ଓ ସେହି ସମସ୍ତ ପୋସ୍ଟ ବିଷୟରେ ଆପଣ ତଳେ ଦିଆଯାଇଥିବା ଫଟୋରେ ଦେଖି ପାରିବେ ।

ଯଦି IAS ସ୍ୟାଲେରୀ ବିଷୟରେ କହିବା ତେବେ ସମସ୍ତ IAS ଅଫିସରଙ୍କ Basic Pay ସମାନ ଥାଏ । ଯାହାକି ୫୭ ହଜାର ଅଟେ । ଏହା ସହିତ ତାଙ୍କୁ Dearness Allowance, House Rent Allowance, Travelling Allowance ମଧ୍ୟ ମିଳିଥାଏ । କିନ୍ତୁ ପୁଣି ଘର ଖର୍ଚ ପାଇଁ ଆପଣଙ୍କୁ ସହର ହିସାବରେ ମିଳିଥାଏ । ଯାହାକି ତଳେ ଦିଆଯାଇଥିବା ଫଟୋରେ ଆପଣ ଦେଖି ପାରିବେ ।

ଏହା ସହିତ ତଳେ ଆପଣଙ୍କୁ ଆମେ ଜଣେ IAS ଅଫିସର ସ୍ୟାଲେରୀର ସମସ୍ତ ବିବରଣୀ ଦେଇ ଦେଇଛୁ । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଯଦି ଜଣେ IAS ଅଫିସର ସରକାରଙ୍କ ଦ୍ଵାରା ଦିଆଯାଇଥିବା ଘର ଓ ଗାଡି ଆପଣ ବ୍ୟବହାର କରୁଛନ୍ତି ତେବେ ତାଙ୍କୁ T.A., ଓ H.R.A ମିଳିବ ନାହିଁ । ଯଦି ସେ ସରକାରଙ୍କର କୌଣସି ଜିନିଷ ବ୍ୟବହାର କରୁ ନାହାନ୍ତି ତେବେ ଆପଣଙ୍କୁ T.A., ଓ H.R.A ମିଳିବ ।

ଏହି ସ୍ୟାଲେରୀ ସେମାନଙ୍କୁ ଚାକିରିର ଆରମ୍ଭ ସମୟରେ ମିଳିଥାଏ । ଏହା ପରେ ଯେତେବେଳେ ତାଙ୍କର ପ୍ରମୋସନ ହୋଇଥାଏ ତେବେ ତାଙ୍କର Basic Pay ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢିଥାଏ ଓ ସେହ ସମୟରେ ତାଙ୍କର ସ୍ୟାଲେରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯାଏ । ଏହାକୁ ଦେଖି ବର୍ତ୍ତମାନ ଆମେ ଅନୁମାନ କରି ପାରିବା କି ଆମର ମୁଖ୍ୟମନ୍ତ୍ରୀଙ୍କ ପିଏ ଭିକ ପାଣ୍ଡିଆନଙ୍କ ଶ୍ୟାଲେରୀ ୨ ଲକ୍ଷ ୫୦ ହଜାର ରୁ ୩ ଲକ୍ଷ ମଧ୍ୟରେ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।