Nora Fatehiକୁ ଦେଖି ନିଜର କଣ୍ଟ୍ରୋଲ ହରାଇ ବସିଲେ Terence, ପ୍ରଥମେ ଖରାପ ଭାବରେ ଛୁଇଁଲେ ଓ ଏବେ ଉଠାଇଲେ କୋଳରେ ଆଉ ତା ପରେ

‘ନାଚ ମେରି ରାନୀ’ ହିଟ ଗୀତାରେ ନଜର ଆସିଥିବା ନୋରା ଫତେହୀଙ୍କ ପୁଣି ଥରେ ଗୋଟିଏ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ନୋରା ଫତେହୀ ଫେମସ କୋରିୟଗ୍ରାଫର ଓ ରିୟାଲିଟି ଶୋ India’s Best Dancerର ଜଜ ଟେରେଂସ ଲୁଇସଙ୍କ ସହିତ ନଜର ଆସୁଛନ୍ତି । ଆପଣଙ୍କୁ କହିଦେଉଛୁ କି ନୋରା ଫତେହୀ ନିଜର ଗୀତ ‘ନାଚ ମେରି ରାନୀ’ର ରିଲିଜ ହେବା ପରେ ବି ଏହି ଗୀତକୁ ବହୁତ ଅଧିକ ପ୍ରମୋଟ କରୁଛନ୍ତି ଓ ଏହି କାରଣ ଅଟେ କି ତାଙ୍କର ଏହି ଗୀତକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୫ ମିଲିୟନ ଲୋକମାନେ ଦେଖିସାରିଛନ୍ତି ।

ଗୀତରେ ନୋରା ଫତେହୀଙ୍କ ଜବରଦସ୍ତ ଡାନ୍ସ ଓ ଗୁରୁ ରଂଧାୱାଙ୍କ ଗୀତ ଏହି ମ୍ୟୁଜିକ ଭିଡିଓକୁ ସୁପରହିଟ କରି ଦେଇଛି । ଗୀତ ରିଲିଜ ହେବା ପୂର୍ବରୁ ବି ନୋରା ଫତେହୀ ଏହି ଗୀତାକୁ ବହୁତ ପ୍ରମୋଟ କରିଥିଲେ ।

କହିବାକୁ ଗଲେ ନୋରା ବଲୀଉଡରେ ନିଜର ଜବରଦସ୍ତ ଡାନ୍ସ ପାଇଁ ହିଁ ଜଣା ଯାଆନ୍ତି । ସେଥିପାଇଁ ତାଙ୍କର ସବୁ ଗୀତ ଭିଡିଓ ରିଲିଜ ହେବା ମାତ୍ରେ ହିଁ ଭାଇରାଲ ହୋଇଯାଏ । କହିବାକୁ ଗଲେ ବର୍ତ୍ତମାନ ସମୟରେ ନୋରାଙ୍କ ଗୋଟିଏ ଗୀତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହା ତାଙ୍କର ଡାନ୍ସର ନୁହେଁ ଅଥବା ରିୟାଲିଟି ଶୋ ndia’s Best Dancerର ଗୋଟିଏ ଏପିସୋଡର ଅଟେ ।

ନୋରା ଫତେହୀ ଯେତେବେଳେ ଏହି ଶୋରେ ଗେସ୍ଟ ହୋଇ ପହଞ୍ଚିଲେ ତେବେ ସେହି ସମୟରେ ଟେରେଂସ ଲୁଇସ ତାଙ୍କ ସହିତ ଡାନ୍ସ କରୁଥିବାର ନଜର ଆସିଲେ । ଏହା ଦେଖି ନିଜେ ନୋରା ବି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଟେରେଂସ ଲୁଇସ ତାଙ୍କ ସହିତ ‘ପେହେଲା ପେହେଲା ପ୍ୟାର’ ଗୀତରେ ଡାନ୍ସ କରୁ କରୁ ତାଙ୍କୁ କୋଳରେ ଉଠାଇ ନେଲେ । ଯାହାକୁ ଦେଖି ଶୋରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ସମୟରେ ନୋରା ବି ବହୁତ ଲାଜେଇ ଯାଇଥିଲେ ।

ଯେତେବେଳେ ଏହି ଭିଡିଓ ସମସ୍ତଙ୍କର ସାମ୍ନାକୁ ଆସିଲା ତେବେ ସମସ୍ତେ ଏହା କମେଣ୍ଟ କରୁଛନ୍ତି କି ଟେରେଂସ ଲୁଇସ ନୋରାଙ୍କ ପ୍ରତି ନିଜର ପ୍ରେମ ଜାହିର କରୁଛନ୍ତି । ଟେରେଂସ ଲୁଇସ ଏହିଭଳି ଭାବରେ ପ୍ରପୋଜ କରିବା ଦ୍ଵାରା ନୋରା ବି ବହୁତ ଲାଜେଇ ଗଲେ । ଅନ୍ୟ ପଟେ ଫ୍ୟାନମାନଙ୍କୁ ବି ଦୁଇ ଜଣଙ୍କର କେମେଷ୍ଟ୍ରି ବହୁତ ପସନ୍ଦ ବି ଆସୁଛି ।

ଭିଡିଓରେ ନୋରା ଧଳା ରଙ୍ଗର ଆଉଟଫିଟ ବହୁତ ଗ୍ଲାମରସ ନଜର ଆସୁଛନ୍ତି । ନୋରା ଫତେହୀଙ୍କ କାମ ବିଷୟରେ କହିବା ତ ସେ ଜଲ୍ଦି ହିଁ ଅଜୟ ଦେବଗନଙ୍କ ସହ ଗୋଟିଏ ଫିଲ୍ମରେ ନଜର ଆସିବେ ଓ ଏହା ବି ଶୁଣିବାକୁ ମିଳୁଛି କି ସେ ମାଧୁରୀ ଦୀକ୍ଷିତଙ୍କ ଏକ ସୁପରହିଟ ଗୀତାରେ ଡାନ୍ସ କରିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।