ନିଜର ବନ୍ଧୁ Mohnish Bahlଙ୍କ ସୁନ୍ଦରୀ ଝିଅଙ୍କୁ Bollywood ରେ ଲଞ୍ଚ କରିବାକୁ ଯାଉଛନ୍ତି ସଲମାନ ଖାନ, ଦେଖନ୍ତୁ ତାଙ୍କର କିଛି ଫୋଟୋ

ବଲୀଉଡର ଭାଇଜାନ ସଲମାନ ଖାନ ପ୍ରାୟତଃ ବଲୀଉଡରେ ଷ୍ଟାରକିଡ୍ସଙ୍କୁ ଲଞ୍ଚ କରୁଥାନ୍ତି । ୨୦୧୯ରେ ବି ସଲମାନ ଖାନ ଜଣେ ଷ୍ଟାରକିଡ୍ସଙ୍କୁ ଲଞ୍ଚ କରିଥିଲେ ଓ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଭାଇଜାନ ବହୁତ ବଡ ସ୍ତରରେ ଲଞ୍ଚ କରିଥିଲେ । ବର୍ଷ ୨୦୧୯ରେ ଆସିଥିବା ଫିଲ୍ମ ‘ନୋଟବୁକ’ରେ ମୁଖ୍ୟ ଅଭିନେତ୍ରୀ ରୂପରେ ପ୍ରନୁତନ ବହଲଙ୍କୁ ସଲମାନ ଖାନ ଲଞ୍ଚ କରିଥିଲେ ।

ଫିଲ୍ମ ‘ନୋଟବୁକ’ରେ ନିଜର କ୍ୟୁଟ ଲୁକ ଓ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ଦିବାନା କରିଥିବା ପ୍ରନୁତନ ବହଲ ବି ଜଣେ ଷ୍ଟାରକିଡ୍ସ ଅଟନ୍ତି । କହିଦେଉଛୁ କି ସଲମାନ ଖାନ ନିଜେ ନିଜର ଟ୍ଵିଟର ଆକାଉଣ୍ଟରେ ଏହି ଫିଲ୍ମ ବିଷୟରେ ସମସ୍ତଙ୍କୁ ବି କହିଥିଲେ ।

କହିବାକୁ ଗଲେ ପ୍ରନୁତନ ବହଲ ୬୦ – ୭୦ ଦଶକର ଅଭିନେତ୍ରୀ ନୁତନଙ୍କ ନାତୁଣୀ ଓ ଅଭିନେତା ମୋହନୀଶ ବହଲଙ୍କ ଝିଅ ଅଟନ୍ତି । ଫିଲ୍ମ ନୋଟବୁକରେ ମୁଖ୍ୟ ଅଭିନେତା ରୂପରେ ନଜର ଆସିଥିବା ଜ଼ହୀର ଇକବାଲଙ୍କ ସହ ବଲୀଉଡରେ ପ୍ରନୁତନ ବହଲ ଡେବ୍ୟୁ କରିଥିଲେ । ଆପଣଙ୍କୁ କହିଦେଉଛୁ କି ପ୍ରନୁତନ ବହଲ ନିଜର ଅସଲ ଜୀବନରେ ଜଣେ ଓକିଲ ଅଟନ୍ତି ଓ ଜଣେ ଷ୍ଟାରକିଡ୍ସ ହେବା କାରଣରୁ ତାଙ୍କୁ ଫିଲ୍ମରେ ବହୁତ ଜଲ୍ଦି ଚାନ୍ସ ମିଳିଗଲା ।

ଏମିତିରେ ବର୍ତ୍ତମାନ ସମୟରେ ପ୍ରନୁତନ ବହଲଙ୍କ ସହ ଜଡିତ ବହୁତ ଭିଡିଓ ଭାଇରାଲ ହେଉଛି । ଯେଉଁଠି ସେ ମିଡିଆ ସହ କଥାବାର୍ତ୍ତା କରୁଛନ୍ତି । ଯେଉଁଥିରେ ପ୍ରନୁତନ ବହଲ ସବୁ ମିଡିଆ କର୍ମୀଙ୍କ ସହ ଭଲ ଭବାରେ କଥାବାର୍ତ୍ତା କରୁଛନ୍ତି । ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ପ୍ରନୁତନ ବହଲ ନିଜର ଦ୍ଵିତୀୟ ଫିଲ୍ମ ‘ହେଲମେଟ’ର ଶୁଟିଙ୍ଗ କରୁଛନ୍ତି । ଏହି ଫିଲ୍ମ ଗୋଟିଏ କାମେଡି ଫିଲ୍ମ ଅଟେ ଯାହାର ଶୁଟିଙ୍ଗ ଲକଡାଉନ କାରଣରୁ ବନ୍ଦ ହୋଇ ଯାଇଥିଲା ।

କିନ୍ତୁ ପୁଣି ଥରେ ଏହି ଫିଲ୍ମର ଶୁଟିଙ୍ଗକୁ ଆରମ୍ଭ କରି ଦିଆଯାଇଛି । ଏହି ଫିଲ୍ମ ଏହି ବର୍ଷ ହିଁ ରିଲିଜ ହେବାର ଥିଲା କିନ୍ତୁ ଶୁଟିଙ୍ଗ ପୁରା ନ ହେବା କାରଣରୁ ଫିଲ୍ମର ରିଲିଜ ଡେଟକୁ ଆଗକୁ ବଢାଇ ଦିଆଗଲା । ଏହା ଛଡା ପ୍ରନୁତନ ବହଲ ସବୁଦିନ ନିଜର ଅଭିନୟ ଓ ନିଜର ଫିଲ୍ମ ସହ ଜଡିତ ସବୁ ସୂଚନା ନିଜର ସୋସିଆଲ ମିଡିଆ ଆକାଉଣ୍ଟର ଶେୟାର କରିଥାନ୍ତି । କହିଦେଉଛୁ କି ପ୍ରନୁତନ ବହଲଙ୍କ ଇଂସ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫ୍ୟାନ ଫୋଲଇଙ୍ଗ ଅଛି ।

ଏହା ସହିତ ସେ ନିଜର ବୋଲ୍ଡ ଫଟୋସୁଟକୁ ନେଇ ବି ବହୁତ ଲାଇମଲାଇଟରେ ରହିଥାନ୍ତି । ଯଦି ତାଙ୍କର ଲାଇଫଷ୍ଟାଇଲ ବିଷୟରେ କହିବା ତେବେ ପ୍ରନୁତନ ବହଲଙ୍କ ପାଖରେ ଗୋଟିଏ ଦାମୀ କାର ଅଛି ଓ ସେ ଏକ ଆଲିସାନ ଘରେ ରୁହନ୍ତି । ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ପ୍ରନୁତନ ବହଲଙ୍କ  ପିତା ମାତା ବି ବଲୀଉଡ ଇଣ୍ଡଷ୍ଟ୍ରିର ଜଣା ଶୁଣା ନାଁ ଅଟନ୍ତି । ପ୍ରନୁତନ ବହଲଙ୍କ ପିତା ମୋହନୀଶ ବହଲ ବଲୀଉଡର ବହୁତ ଫିଲ୍ମ ଗୁଡିକରେ ନଜର ଆସୀସାରିଛନ୍ତି ଓ ପ୍ରନୁତନ ବହଲଙ୍କ ମା ଏକତା ସୋନି ବି ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।