ସ୍ତ୍ରୀ ଦେଢଶୁର ସହ ଶାରୀରିକ ସମ୍ପର୍କ ରଖୁଥିବା ଜାଣି, ଜେଲରୁ ବାହାରି ବଡ ଭାଇକୁ କଲା ହତ୍ୟା କଲା ସାନ ଭାଇ, ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାର ବାସିଲା ଗ୍ରାମରେ କିଛି ଦିନ ତଳେ ଗୋଟିଏ ବ୍ୟକ୍ତିକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ସେଠିକାର ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଲା । ତେବେ ପୋଲିସ ସେଠିକାର ଲୋକମାନଙ୍କୁ ଏହି ହତ୍ୟାକାଣ୍ଡର ଯାଞ୍ଚ କରି ଅସଲ ଆରୋପି ଧରିବେ ବୋଲି କହିବା ପରେ ସେଠିକାର ଲୋକମାନେ ଶାନ୍ତ ହେଲେ । ପୋଲିସ ଯାଞ୍ଚ ପରେ ଏହା ଜଣା ପଡିଲା କି ପତ୍ନୀ ଓ ଦେଢ଼ଶୁର ମଧ୍ୟରେ ସମ୍ବନ୍ଧ ବିଷୟରେ ଜଣା ପଡିବାରୁ ସାନ ଭାଇ ନିଜ ବନ୍ଧୁମାନଙ୍କ ସହ ମିଶି ନିଜ ବଡ ଭାଇକୁ ହତ୍ୟା କରିଥିଲା ।

ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଅଲି ନଗରର କୁରହନା ଗାଁରେ ୫୦ ହଜାର ପୁରସ୍କାର ରାଶି ଘୋଷିତ କରାଯାଇଥିବା ଆଶୁତୋଷ ୟାଦବ ଓରଫ ଚିଟକୁ ୟାଦବକୁ ପୋଲିସ ଗିରଫ କରିଥିଲା ।

ଏହା ପରେ ପୋଲିସକୁ ଜଣା ପଡିଲା କି ସେ ବି ଏହି ହତ୍ୟାକାଣ୍ଡରେ ସାମିଲ ଥିଲା । ଆଶୁତୋଷ ୟାଦବ ଠାରୁ ଯେତେବେଳେ ଏହି ହତ୍ୟା କାଣ୍ଡ ବିଷୟରେରେ ଅଧିକ ସୂଚନା ହାସଲ କରାଗଲା ତେବେ ସେ କହିଲା କି ମୃତକର ସାନ ଭାଇ ମୁକେଶ ସିଂହ ସହ ମିଶି ସେ ଏହି ହତ୍ୟା କରିଥିଲା । ଏହା ପରେ ପୋଲିସକୁ ଏହି ହତ୍ୟାକାଣ୍ଡ ପଛରେ ଥିବା ଅସଲ ଆରୋପି ବିଷୟରେ ଜଣାପଡିଲା ।

ସୂଚନା ମିଳିବା ପରେ ପୋଲିସ ମୁକେଶ ୟାଦବକୁ ଗିରଫ କରିନେଲା ଓ ହତ୍ୟାକାଣ୍ଡରେ ସାମିଲ ଥିବା ୨ ଟି ବନ୍ଧୁକର ମାଗାଜିନ ଓ ୧୦ ଟି ବନ୍ଧୁକ ବି ଜବତ କରିଲା । ଏହା ପରେ ଯେତେବେଳେ ମୁକେଶକୁ ଏହି ହତ୍ୟାକାଣ୍ଡ ବିଷୟରେ ପଚରାଗଲା ତେବେ ସେ କହିଲା କି ୨୦୧୭ ମସିହାରେ ସେ ଏକ ହତ୍ୟା ଅଭିଯୋଗରେ ଜେଲ ଚାଲିଯାଇଥିଲା ଓ ୨୦୨୦ ଜାନୁୟାରୀ ମାସରେ ଜାମିନରେ ବାହାରକୁ ଆସିଲା ।

ଏହା ପରେ ସେ ଆଗକୁ କହିଲା କି ଘରକୁ ଆସିବା ପରେ ତାକୁ ଧୀରେ ଧୀରେ ଜଣା ପଡିଲା କି ତାହାର ପତ୍ନୀ ଓ ତାହାର ବଡ ଭାଇ ମଧ୍ୟରେ ଶାରୀରିକ ସମ୍ପର୍କ ଅଛି । ଏହା ପରେ ସେ ଆପରାଧୀ ଆଶୁତୋଷ ୟାଦବ ଓ ରାମାନନ୍ଦ ସହ ମିଶି ନିଜ ଭାଇକୁ ହତ୍ୟା କରିବାର ଯୋଜନା କଲା । ୨୭ ଅଗଷ୍ଟରେ ସେ ରାମାନନ୍ଦକୁ ନିଜ ଘରକୁ ପଠାଇ ନିଜ ଭାଇକ ରାକେଶକୁ ଏକ ସୁସାନ ସ୍ଥାନକୁ ଡାକିଲା । ସେଠି ପୂର୍ବରୁ ହିଁ ଆଶୁତୋଷ ଓ ମୁକେଶ ଥିଲା । ସମସ୍ତେ ସେଠି ବସି ମଦ ପିଳେ । ଏହା ପରେ ମୁକେଶ ଭାଇକୁ ଗୁଳି ମାରି ହତ୍ୟା କରିଦେଲା ଓ ଏହା ପରେ ତିନି ଜଣ ସେଠୁ ଫେରାର ହୋଇଗଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।