ବଲୀଉଡର ସବୁଠୁ ଅଧିକ ଗୋରି ଅଟନ୍ତି ଏହି ୭ ଜଣ ଅଭିନେତ୍ରୀ, ନମ୍ବର ୩ଙ୍କର ରଙ୍ଗ ତ ପୁରା କ୍ଷୀର ଭଳି ଏକଦମ ଧଳା – ଦେଖନ୍ତୁ କିଏ

ଭାରତୀୟ ସିନେମା ଜଗତରେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ଏଠି କିଛି ଅଭିନେତ୍ରୀ ପ୍ରାକୃତିକ ବହୁତ ସୁନ୍ଦର ଯେଉଁମାନଙ୍କୁ ସର୍ଜରୀର କୌଣସି ଆବଶ୍ୟକତା ନାହିଁ ଏବଂ ନା ହିଁ ସେମାନେ କୌଣସି ସର୍ଜରୀ କରିଛନ୍ତି । ଏବଂ ଅନ୍ୟ ପଟେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସୁନ୍ଦରତାକୁ ଅଧିକ କରିବା ପାଇଁ ସର୍ଜରୀର ସାହାରା ନେଇଛନ୍ତି । ଗୋରା ଏବଂ ସୁନ୍ଦର ହେବା ସମସ୍ତଙ୍କର ଇଚ୍ଛା ଥାଏ ।

ବଲୀଉଡ ଇଣ୍ଡଷ୍ଟ୍ରିର ବହୁତ ଅଭିନେତ୍ରୀ ଯେମିତି କି କାଜୋଲ, ଶିଲ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପଡା ଇତ୍ୟାଦି ଫେୟର କମ୍ପ୍ଲେକଶନ ପାଇଁ ସ୍କିନ ଲାଇଟନିଂଗ ଟ୍ରୀଟମେଂଟର ସାହାରା ନେଇଛନ୍ତି । କିନ୍ତୁ କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନଙ୍କର ରଙ୍ଗ ପ୍ରଥମରୁ ହିଁ ବହୁତ ସଫା । ଏବଂ ସେମାନେ ଏତେ ଗୋରା ଏବଂ ସୁନ୍ଦର ହୋଇଥାନ୍ତି କି ତାଙ୍କୁ ବେଶି ମେକଅପର ଆବଶ୍ୟକ ପଡେ ନାହିଁ । ଆଜିର ଏହି ପୋଷ୍ଟରେ ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଗଣନା ବଲୀଉଡର ସବୁଠୁ ଗୋରି ଅଭିନେତ୍ରୀଙ୍କ ମଧ୍ୟରେ ହୋଇଥାଏ ।

କରିନା କପୁର

Image courtesy: Google

ବେଗମ କରିନା କପୁରଙ୍କର ଗଣନା ବଲୀଉଡର ସବୁଠୁ ଗୋରି ଅଭିନେତ୍ରୀଙ୍କ ମଧ୍ୟରେ କରାଯାଏ । ତାଙ୍କର ରଙ୍ଗ କାଗଜ ପରି ଧଳା ଏବଂ ଚେହେରା ଗୋଟିଏ ହେଲେ ବି ଦାଗ ନାହିଁ ।

ଅନୁଷ୍କା ଶର୍ମା

Image courtesy: Google

ଅନୁଷ୍କା ଶର୍ମା ଆଜି ବଲୀଉଡର ଟପ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି । ଅନୁଷ୍କା ଶର୍ମା ଦେଖିବାକୁ ବହୁତ ସୁନ୍ଦର ଏବଂ ତାଙ୍କର ରଙ୍ଗ ପୁରା ଧଳା ଅଟେ ।

ତମନ୍ନା ଭାଟିୟା

Image courtesy: Google

ମୁମ୍ବାଇର ଜନ୍ମ ଗ୍ରହଣ କରିଥିବା ତମନ୍ନା ସାଉଥର ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ତମନ୍ନା ବଲୀଉଡରେ ବି କାମ କରିଛନ୍ତି । ସେ ସବୁଠୁ ଗୋରି ଅଭିନେତ୍ରୀ ଅଟନ୍ତି ତାଙ୍କ ରଙ୍ଗ କ୍ଷୀର ଭଳି ପୁରା ଧଳା ।

ଜ୍ୟାକଲୀନ ଫର୍ନାଂଡିସ

Image courtesy: Google

ଶ୍ରୀଲଙ୍କା ବ୍ୟୁଟି ଜ୍ୟାକଲୀନ ଫର୍ନାଂଡିସ ଆଜି ବଲୀଉଡର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଜ୍ୟାକଲୀନ ବି ଦେଖିବାକୁ ବହୁତ ସୁନ୍ଦର ଏବଂ ଗୋରି ଅଟନ୍ତି ।

କରିଶ୍ମା କପୂର

Image courtesy: Google

କରିଶ୍ମା କପୂର ୯୦ ଦଶକର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ । କରିନାଙ୍କ ଭଳି କରିଶ୍ମା କପୂର ବି ବହୁତ ଗୋରି ଅଟନ୍ତି । ୪୪ ବର୍ଷ ବୟସରେ ବି କରିଶ୍ମା ବହୁତ ସୁନ୍ଦର ନଜର ଆସନ୍ତି ।

କଟରିନା କ୍ୟାଫ

Image courtesy: Google

କଟରିନା କ୍ୟାଫ ଦୁନିଆର ସବୁଠୁ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଆପଣଙ୍କୁ କହି ଦେଉଛୁ ଯେ କଟରିନା ତୁଳା ଭଳି ଧଳା ଅଟନ୍ତି ।

ଆଳିୟା ଭଟ୍ଟ

Image courtesy: Google

ଆଜି ଆଳିୟା ଭଟ୍ଟ ବଲୀଉଡ ଇଣ୍ଡଷ୍ଟ୍ରିର ନମ୍ବର ୧ ଅଭିନେତ୍ରୀ ଅଟନ୍ତି । ଆଳିୟା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ କ୍ଷୀର ଭଲ ପୁରା ଧଳା ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।