ନିଜ ଝିଅ ବୟସର ଝିଅଙ୍କୁ ବିବାହ କରି ବୁଢା ବୟସରେ ବି ଜବାନୀର ମଜା ନେଉଛନ୍ତି ଏହି 5 ଅଭିନେତା

ସମାଜ ବନେଇଥିବା ପରମ୍ପରା ଓ ଚିନ୍ତାଧାରାକୁ ବଦଳାଇ ନିଜ ଠାରୁ କମ୍ ବୟସର ପୁଅକୁ ବିବାହ କରିଥିବାର ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସବୁ ବିବାଦକୁ ପଛରେ ପକାଇ ନିଜଠୁ ୧୦ବର୍ଷ ସାନ ଆମେରିକାନ ଗାୟକ ନିକ୍ ଜୋନାସ୍ ଙ୍କୁ ବିବାହ କରି ସେ ଖୁସିରେ ଅଛନ୍ତି । ସେହିପରି ବଲିଉଡରେ କେତେ ଅଭିନେତା ମଧ୍ୟ ନିଜଠୁ ବହୁତ କମ୍ ବୟସର ଝିଅଙ୍କୁ ବିବାହ କରିଛନ୍ତି୍ । ଆସନ୍ତୁ ଦେଖିବା କିଏ କିଏ ଅଛନ୍ତି ଏହି ତାଲିକାରେ ।

ସାହିଦ କପୁର ପ୍ରଥମେ ହେଲେ ଅଭିନେତା ସାହିଦ କପୁର. ସେ ବିବାହ ପୂର୍ବରୁ ବଲିଉଡ ର ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ । ସେଥିରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମିଲ ଅଛନ୍ତି । ଶେଷରେ ସେ ମୀରା ରାଜପୁତ ଙ୍କୁ ନିଜ ଆରେଞ୍ଜ ମ୍ୟାରେଜ୍ କରିଥିଲେ । କିନ୍ତୁ ତାଙ୍କ ବିବାହରେ ଚର୍ଚ୍ଚାର କାରଣ ହୋଇଥିଲା ଦୁହିଁଙ୍କ ବୟସ । କାରଣ ସାହିଦ କପୁର ତାଙ୍କ ପତ୍ନୀ ମୀରା ଙ୍କ ଠାରୁ ବୟସରେ ୧୪ବର୍ଷ ବଡ ଅଟନ୍ତି ।

ସୈଫ୍ ଅଲି ଖାଁ ବଲିଉଡର ଫେମସ୍ ଯୋଡ଼ି ମାନଙ୍କ ମଧ୍ୟରୁ ଆଉ ଏକ ଯୋଡ଼ି ହେଉଛି ସୈଫ୍ ଅଲି ଖାଁ ଓ କରିନା କପୁର ଖାଁ ଙ୍କ ର । ସୈଫ୍, କରିନା ଙ୍କ ଠାରୁ ୧୦ବର୍ଷ ବଡ଼ ଅଟନ୍ତି । କିନ୍ତୁ ଏମାନେ ମଧ୍ୟ ବିବାହ କରି ଖୁସିରେ ଅଛନ୍ତି ।

ରିତେଶ ଦେଶମୁଖ ଅଭିନେତ୍ରୀ ଜେନେଲିଆ ଙ୍କ ସହ ରିତେଶ ଦେଶମୁଖଙ୍କ ବିବାହ କୁ ଅନେକ ବର୍ଷ ହେଲାଣି । ଆଜି ବି ଏମାନେ ଦୁଇ ସନ୍ତାନଙ୍କ ମାତାପିତା ଓ ପରସ୍ପର ସହ ଖୁସିରେ ଅଛନ୍ତି । ଏମାନଙ୍କ ବୟସରେ ମଧ୍ୟ ୯ ବର୍ଷର ବ୍ୟବଧାନ ରହିଛି ।

ଅମୀର ଖାଁ ଅଭିନେତା ଅମୀର ଖାଁ ଦୁଇଟି ବିବାହ କରିଛନ୍ତି । ତାଙ୍କର ଦ୍ଵିତୀୟ ପତ୍ନୀ ତାଙ୍କଠୁ ବୟସରେ ୯ ବର୍ଷ ସାନ ଅଟନ୍ତି ।

ସଞ୍ଜୟ ଦତ୍ତ ସଞ୍ଜୟ ଦତ୍ତ ମଧ୍ୟ ୩ଟି ବିବାହ କରିଛନ୍ତି । ତାଙ୍କର ତୃତୀୟ ପତ୍ନୀ ମାନ୍ୟତା ଙ୍କ ସହ ସେ ପ୍ରେମ ବିବାହ କରିଛନ୍ତି । କିନ୍ତୁ ସଞ୍ଜୟ, ମାନ୍ୟତା ଙ୍କ ଠାରୁ ବୟସରେ ୨୦ ବର୍ଷ ବଡ଼ ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।