ଶୋଇବା ସମୟରେ ସ୍ତ୍ରୀ କେବେବି ଖୋଲିବା କଥା ନୁହେଁ ଏହି ଖାସ ଅଙ୍ଗ, ଜୀବନ ସାରା କାନ୍ଦିବାକୁ ପଡିବ -Chanakya Niti

ଜାଣିଛନ୍ତି କି ଚାଣକ୍ୟ ନୀତି ଅନୁସାରେ ସ୍ତ୍ରୀ ଲୋକମାନେ ରାତ୍ରିରେ ଶୟନ କରିବା ସମୟରେ କେଉଁ ଅଙ୍ଗକୁ ଖୋଲା ରଖି ଶୋଇବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ? ହିନ୍ଦୁ ଧର୍ମ ଅନୁସାରେ ବିଶ୍ୱାସ ରହିଛି ଏପରି କରି ଶୋଇଲେ ପୁରା ଘର କାଙ୍ଗାଳ ହୋଇଯିବାର ସମ୍ଭାବନା ରହିଥାଏ । ତେବେ ଆସନ୍ତୁ ଜାଣିବା ସ୍ତ୍ରୀ ଲୋକଙ୍କୁ କେଉଁ ଅଙ୍ଗ ଖୋଲା ନ ରଖିବା ପାଇଁ ଚାଣକ୍ୟ କହିଛନ୍ତି ।

ମହିଳା ମାନଙ୍କ କେଶ ତାଙ୍କ ସୁନ୍ଦରତା କୁ ବଢାଇ ଥାଏ । ପୂର୍ବରୁ ମହିଳା ମାନେ ସବୁବେଳେ ନିଜ କେଶ କୁ ବାନ୍ଧି ରଖୁଥିଲେ । କିନ୍ତୁ ଏବେ ନିଜ କେଶ କୁ ଖୋଲା ରଖିବାର ଫ୍ୟାସନ ବଢ଼ିବାରେ ଲାଗିଛି । ସମୟ ଯେତେ ବି ବଦଳି ଯାଇ ଥିଲେ ମଧ୍ୟ ଆଜି ବି ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମହିଳା ମାନେ କେଶ କୁ ବାନ୍ଧି ରଖୁଛନ୍ତି ।

ହିନ୍ଦୁ ଶାସ୍ତ୍ର ମାନଙ୍କରେ କେଶ କୁ ଖୋଲା ରଖିବା ଅଶୁଭ ବୋଲି ମାନା ଯାଇ ଥାଏ । ଖୋଲା କେଶ କୁ ଶୋକ ର ଚିହ୍ନ ବୋଲି କୁହା ଯାଏ । ସେଥିପାଇଁ ପ୍ରାଚୀନ କାଳରେ ସ୍ତ୍ରୀ ଲୋକମାନେ ବହୁତ କମ୍ ଅବସରରେ ହିଁ କେଶ ଖୋଲା କରୁଥିଲେ । ବିଶ୍ୱାସ ରହିଛି ଯେଉଁ ସ୍ତ୍ରୀ ମାନେ କେଶ ଖୋଲା ରଖନ୍ତି ସେମାନଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ଶୀଘ୍ର ପଡ଼ିଥାଏ ଓ ସହଜରେ ସେମାନଙ୍କ ମସ୍ତିଷ୍କ ରେ ବାସ ବନେଇ ନିଅନ୍ତି ।

ରାତ୍ରିରେ ଯେତେବେଳେ ଚନ୍ଦ୍ରମା ର କଳା ହ୍ରାସ ପାଇଥାଏ ସେହି ସମୟରେ ମନ ଅତ୍ୟଧିକ ଭାବୁକ ହୋଇଥାଏ ଓ ସେହି ସମୟରେ ପ୍ରେତାତ୍ମା ମାନେ ସହଜରେ ମହିଳାଙ୍କୁ ନିଜ ବଶ କରି ନିଅନ୍ତି । ଆଉ ରାତ୍ରିରେ ଶୋଇବା ସମୟରେ ମଧ୍ୟ ମହିଳା ମାନଙ୍କୁ ନିଜ କେଶ ଖୋଲା ରଖି ଶୋଇବା ଉଚିତ୍ ନୁହେଁ ।

ଏପରି କଲେ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଓ ଏପରି ଘରୁ ମା ଲକ୍ଷ୍ମୀ ଚାଲି ଯାଆନ୍ତି । ଯାହା କାରଣରୁ ପରିବାରକୁ ଭୟଙ୍କର ସମସ୍ୟା ର ସାମନା କରିବାକୁ ପଡିପାରେ । ସେଥିପାଇଁ ମହିଳା ମାନେ କେବେ ବି କେଶ ଖୋଲା ରଖି ଶୁଅନ୍ତୁ ନାହିଁ । ନ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।