ସାଉଥ ଫିଲ୍ମର ଟପ 15 ହିରୋ, 2020 ରେ କେତେ ଟଙ୍କା ନିଅନ୍ତି ଗୋଟେ ଫିଲ୍ମ ପାଇଁ

ବର୍ତ୍ତମାନ ସମୟରେ କେବଳ ସାଉଥରେ ନୁହେଁ ପୁରା ଭାରତରେ ସାଉଥ ଫିଲ୍ମ ଗୁଡିକର କ୍ରେଜ ଦେଖିବାକୁ ମିଳିଥାଏ । ସମସ୍ତେ ସାଉଥ ଫିଲ୍ମ ଗୁଡିକ ଦେଖିବାକୁ ଅଧିକ ପସନ୍ଦ କରନ୍ତି ଓ ଏହା କେବଳ ସମ୍ଭବ ହୋଇ ପାରିଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାରମାନଙ୍କର ପ୍ରତିଭା ବଳରେ । ଏମିତିରେ ଆଜି ଆମେ ଆପଣଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁଠୁ ଲୋକପ୍ରିୟ, ଚର୍ଚିତ ଓ ଆପଣଙ୍କର ପସନ୍ଦିତା ଅଭିନେତାଙ୍କ ବିଷୟରେ କହିବୁ । କହିବାକୁ ଗଲେ ସେମାନେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ଚାର୍ଜ କରିଥାନ୍ତି ସେହି ବିଷୟରେରେ କହିବୁ ।

ରାମ ପୋଥିନେନୀ

ସାଉଥ ଫିଲ୍ମର ସବୁଠୁ ଚର୍ଚିତ ଅଭିନେତା ରାମ ପୋଥିନେନୀ ଗୋଟିଏ ଫିଲ୍ମ ପାଇଁ ୪ କୋଟି ଟଙ୍କା ଚାର୍ଜ କରିଥାନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମକୁ ଦର୍ଶକମାନଙ୍କ ଦ୍ଵାରା ପସନ୍ଦ କରାଯାଏ ।

ନାନି

ସାଉଥର ଅଭିନେତା ନାନିଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ନାନି ବି ଗୋଟିଏ ଫିଲ୍ମ ପାଇଁ ୪ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ବିଜୟ ଦେବରକୋଂଡା

ବିଜୟ ଦେବରକୋଂଡାଙ୍କ ପ୍ରାୟତଃ ଫିଲ୍ମ ବହୁତ ହିଟ ହୋଇଥାଏ । ବିଜୟ ଦେବରକୋଂଡା ବି ଗୋଟିଏ ଫିଲ୍ମ ପାଇଁ ୪ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ଧନୁସ

ସାଉଥର ସବୁଠୁ ଚର୍ଚିତ ଅଭିନେତା ଧନୁସ ନିଜର ଅଭିନୟ କାରଣରୁ ସବୁଠୁ ଅଧିକ ପ୍ରସିଦ୍ଧ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧୦ ରୁ ୧୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ରବି ତେଜା

ସାଉଥ ଇଣ୍ଡଷ୍ଟ୍ରିର ଅଭିନେତା ରବି ତେଜା ସମସ୍ତଙ୍କର ପସନ୍ଦିତା ଅଭିନେତା ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୮ – ୧୦ କୋଟି ଟଙ୍କା ନେଇଥାନ୍ତି ।

ରାମ ଚରଣ

ରାମ ଚରଣ ବି ବହୁତ ଅଧିକ ପପୁଲାର ଅଟନ୍ତି ଓ ତାଙ୍କୁ ବର୍ତ୍ତମାନ ସମୟରେ ସମସ୍ତେ ଜାଣିଛନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧୭ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ଜୁନିୟର ଏନଟିଆର

ଜୁନିୟର ଏନଟିଆର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧୮ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ଅଲୁ ଅର୍ଜୁନ

ଅଭିନେତା ଅଲୁ ଅର୍ଜୁନ ପ୍ରତି ଭାରତୀୟଙ୍କ ପସନ୍ଦିତା ଅଭିନେତା ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧୫ ରୁ ୨୦ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ସୁରିୟା

ଅଭିନେତା ସୁରିୟାଙ୍କ ଫିଲ୍ମ ବି ବ୍ଲକ ବାଷ୍ଟର ହୋଇଥାଏ । ସେ ଗୋଟିଏ ଫିଲ୍ମ ପାଇଁ ୨୦ ରୁ ୨୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ବିଜୟ

ଅଭିନେତା ବିଜୟ ବି ସାଉଥ ଇଣ୍ଡଷ୍ଟ୍ରିରେ ବହୁତ ପାପୁଳାର ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ପାଇଁ ୨୫ ରୁ ୩୫ କୋଟି ଟଙ୍କା ନେଇଥାନ୍ତି ।

ପ୍ରଭାସ

ବାହୁବଲି ଫିଲ୍ମ ପରେ ପ୍ରଭାସଙ୍କ କ୍ରେଜ ଆହୁରି ଅଧିକ ବଢି ଯାଇଛି । ସେ ଗୋଟିଏ ଫିଲ୍ମ ପାଇଁ ୧୫ ରୁ ୨୫ କୋଟି ଟଙ୍କା ନେଇଥାନ୍ତି । କିନ୍ତୁ ସେ ନିଜର ଫିଲ୍ମ ସାହୋକୁ କରିବା ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି ।

ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତ କେବଳ ଭାରତରେ ନୁହନ୍ତି ପୁରା ବିଶ୍ଵରେ ତାଙ୍କର ଚର୍ଚା ହୋଇଥାଏ । ରଜନୀକାନ୍ତ ଗୋଟିଏ ଫିଲ୍ମ ପାଇଁ ୪୦ – ୬୦ କୋଟି ଟଙ୍କା ନେଇଥାନ୍ତି ।

ମହେଶ ବାବୁ

ମହେଶ ବାବୁ ଯୁବପିଢିମାନଙ୍କ ମଧ୍ୟରେ ବହୁତ ଅଧିକ ପପୁଲାର ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।