Chanakya Neeti- ପତି ପତ୍ନୀ ଶୋଇବା ସମୟରେ କରି ନିଅନ୍ତୁ ଏହି 1 କାମ, ପୁରା ଘର ହେଇଯିବ କୋଟିପତି

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଚାହାଁନ୍ତି । ଦାରିଦ୍ର୍ୟତାରେ ଜୀବନ ବିତାଇବାର କଳ୍ପନା ମଧ୍ୟ ଆମ ମନକୁ ଦୋହଲାଇ ଦିଏ । ଏକ ସମୟରେ ଟଙ୍କା ପଇସା କେବଳ ମଣିଷର କିଛି ଆବଶ୍ୟକତା ପୂର୍ଣ୍ଣ କରୁଥିଲା । କିନ୍ତୁ ବର୍ତ୍ତମାନ ଏହା ଆମ ଷ୍ଟାଟସ୍ ରଖିବା ସହ ସଉକ ମଧ୍ୟ ପୁରା କରୁଛି । ଆଜିକାଲି ଆପଣ କେତେ ସମ୍ମାନର ଯୋଗ୍ୟ ତାହା ଆପଣଙ୍କ ବ୍ୟାଙ୍କ୍ ବାଲାନ୍ସ ନିର୍ଦ୍ଧାରିତ କରିଥାଏ । ଧନ ଅର୍ଜନ କରିବାକୁ ଅତ୍ୟନ୍ତ ପରିଶ୍ରମ ପରେ ମଧ୍ୟ ଅନେକ ସମୟରେ ଉଚିତ୍ ଫଳ ପ୍ରାପ୍ତ ହୋଇ ନ ଥାଏ ।

କେବେ ଭାବିଛନ୍ତି କି ଏପରି କାହିଁକି ହେଉଛି? ହୋଇପାରେ ଆପଣଙ୍କ ଘରେ ଏପରି କିଛି ଅଛି ଯାହା ଆପଣଙ୍କ ପାଇଁ ବାଧକ ସାଜୁଛି । ଚାଣକ୍ୟ ନୀତି ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରକୁ କିଛି ଏପରି ଆସିଯାଇ ଥାଏ ଯେଉଁଥି ପାଇଁ ପରିବାରକୁ ନିର୍ଧନତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ ଅଟେ ଓ କଣ କଲେ ଆପଣଙ୍କ ଘର ଧନପୂର୍ଣ୍ଣ ହେବ ।

— ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପାରା ବସା ବାନ୍ଧିବା ଅସ୍ଥିରତା ସୃଷ୍ଟି କରିଥାଏ ଓ ନିର୍ଧନତାକୁ ଆମନ୍ତ୍ରଣ ଦେଇଥାଏ । ଯଦି ଆପଣଙ୍କ ଘରେ ଏପରି କିଛି ଅଛି ତେବେ ଅତିଶୀଘ୍ର ତାକୁ ହଟାଇବାକୁ ଚେଷ୍ଟା କରନ୍ତୁ ।

— ଯଦି ଆପଣଙ୍କ ଘରେ କୌଣସି ନଳ ରୁ ପାଣି ଝରୁଛି ତେବେ ଏହା ସଙ୍କେତ ଅଟେ କି ଆପଣଙ୍କ ଘରେ ଅତ୍ୟଧିକ ଧନ ବ୍ୟୟ ହେଉଛି । ଏହାକୁ ସବୁବେଳେ ବନ୍ଦ ରଖନ୍ତୁ ଓ ଟାଙ୍କି ରୁ ପାଣି ଝରିବାକୁ ସଜାଡି ଦିଅନ୍ତୁ ।

— ଘରେ ବୁଢିଆଣୀ ଜାଲ ବୁଣିବା ଦୁର୍ଭାଗ୍ୟର ସଙ୍କେତ ଅଟେ । ଏହାକୁ ଶୀଘ୍ର ହଟାନ୍ତୁ ଓ ଆଗକୁ ଯେପରି ଏହା ନ ହୁଏ ସେଥିପାଇଁ ଘର ସଫା ସୁତୁରା ର ବିଶେଷ ଧ୍ୟାନ ଦିଅନ୍ତୁ ।

— ଚାଣକ୍ୟ ଙ୍କ ନୀତି ଅନୁସାରେ ଘରେ ଭାଙ୍ଗି ଯାଇଥିବା ଆଇନା ରଖିବା ବାସ୍ତୁର ବିରୁଦ୍ଧ ହେବା ସହ ଏହା ଘରେ ସମ୍ପୂର୍ଣ୍ଣ ପ୍ରକୋପ ସହ ନକାରାତ୍ମକ ଉର୍ଜାକୁ ପ୍ରବେଶ କରିବା ପାଇଁ ଆହ୍ବାନ ଦେଇଥାଏ । ସେଥିପାଇଁ କେବେ ମଧ୍ୟ ଭଗ୍ନ ଦର୍ପଣ କୁ ଘରେ ରଖନ୍ତୁ ନାହିଁ ।

ଏହିସବୁ ଉପାୟ ଆପଣଙ୍କ ଘରେ ଧନ ଆସିବାର ମାର୍ଗକୁ ଖୋଲିବା ସହ ସମସ୍ତ ବାଧାବିଘ୍ନକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ରାତିରେ ଶୋଇବା ସମୟରେ ପତିପତ୍ନୀ ଙ୍କୁ କେଉଁ ଏକ କାର୍ଯ୍ୟ ନିଶ୍ଚୟ କରିବା ଆବଶ୍ୟକ ଅଟେ ।

ଭାରତୀୟ ପରମ୍ପରା ଅନୁଯାୟୀ ପତିପତ୍ନୀ ଙ୍କ ସମ୍ପର୍କକୁ ଅତି ପବିତ୍ର ମାନା ଯାଇଥାଏ ଓ ସ୍ତ୍ରୀ କୁ ମଧ୍ୟ ମାତା ଲକ୍ଷ୍ମୀ ଙ୍କ ସମାନ ବୋଲି ମାନା ଯାଇଥାଏ । ସେଥିପାଇଁ ପତିପତ୍ନୀ ଙ୍କୁ ରାତିରେ ଶୋଇବା ସମୟରେ ଅଳ୍ପ ବହୁତ ପ୍ରେମ ଅବଶ୍ୟ କରିବା ଉଚିତ୍ । ଏପରି କରିବା ଦ୍ବାରା ପତିପତ୍ନୀ ଙ୍କ ମଧ୍ୟରେ କେବେ ମଧ୍ୟ ମନୋମାଳିନ୍ଯ ଓ ଝଗଡା ହେବ ନାହିଁ ଓ ଘରକୁ ସବୁବେଳେ ଖୁସି ଆସିବ ।

ଆଉ ଏପରି ଘରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି । ଏପରି ଘରକୁ ସ୍ବର୍ଗ ସମାନ ମାନା ଯାଇଥାଏ । ସେଥିପାଇଁ ରାତିରେ ଶୋଇବା ସମୟରେ ପତିପତ୍ନୀ ପ୍ରେମ କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ କୃପାରେ ଧନର ବର୍ଷା ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।