ବିବାହ ପରେ ବଲିଉଡର ଏହି ୫ ଜଣ ସୁପରହିଟ ହିରୋଇନଙ୍କୁ ମିଳି ନଥିଲା ଫିଲ୍ମ କରିବାକୁ ପରମିସନ

ବଲିଉଡ୍ ରେ ବହୁତ୍ ଅଭିନେତ୍ରୀ ଅଛନ୍ତି ଯିଏ ବିବାହ ପରେ ନିଜର ଆକ୍ଟିଂ କ୍ୟାରିୟର କୁ ଛାଡ଼ି ନାହାଁନ୍ତି ଯେମିତି କରୀନା କପୁର, ଦୀପିକା ପାଦୁକୋନ୍, ଅନୁଷ୍କା ଶର୍ମା । ବଲିଉଡ୍ ରେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ନିଜର ବିବାହ ପରେ ଫିଲ୍ମ୍ କୁ ଏବଂ ପରିବାର କୁ ମଧ୍ୟ ସମୟ ଦେଇଛନ୍ତି ଯେମିତି କି ମାଧୁରୀ ଦୀକ୍ଷିତ, ଶିଳ୍ପା ସେଟ୍ଟି କୁନ୍ଦ୍ରା, କାଜୋଲ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ ପରେ ବଲିଉଡ୍ ଇଣ୍ଡଷ୍ଟ୍ରି କୁ ପୁରା ପୁରି ଛାଡି ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ।

୧:- ଟ୍ଵିଙ୍କଲ ଖାନ୍ନା

ଟ୍ଵିଙ୍କଲ ନିଜ ଡେବ୍ୟୁ ଫିଲ୍ମ୍ ୧୯୯୯ ରେ ବରସାତ ଫିଲ୍ମ୍ ରୁ କରିଥିଲେ । ଯାହା ପରେ ସେ ବହୁତ୍ ସୁପରହିଟ ଫିଲ୍ମ୍ ଦେଇଥିଲେ । ଯେଉଁଥିରେ ସେ ୩ ଖାନ୍ ଏବଂ ତାଙ୍କ ସ୍ବାମୀ ଅକ୍ଷୟ କୁମାର ଙ୍କ ସହିତ କାମ କରିଥିଲେ । କିନ୍ତୁ ୨୦୦୧ ରେ ଅକ୍ଷୟ କୁମାର ଙ୍କୁ ବିବାହ କରିବା ପରେ ସେ ନିଜର ଫିଲ୍ମ୍ କ୍ୟାରିୟର କୁ ବିଦାୟ ଦେଇଥିଲେ । ଟ୍ଵିଙ୍କଲ ବଲିଉଡ୍ ରୁ ଯିବା ପରେ ଇନ୍ଟେରିଅର୍ ଡିଜାଇଁନ୍ କରିଥିଲେ ଏବଂ ସେ ଜଣେ ବ୍ଲଗର ମଧ୍ୟ ଅଟନ୍ତି ।

୨: ଆସିନ୍

ସାଉଥ ର ହିରୋଇନ୍ ଆସିନ୍ ବଲିଉଡ୍ ର ଅକ୍ଷୟ କୁମାର, ଆମିର୍ ଖାନ୍, ସଲମାନ୍ ଖାନ୍, ଅଜୟ ଦେବଗନ ଙ୍କ ସହିତ ବହୁତ୍ ବଡ଼ ବଡ଼ ଫିଲ୍ମ୍ କରିଥିଲେ । ବଲିଉଡ୍ ରେ ଆସିନ୍ ନିଜ କ୍ୟାରିୟର ୨୦୦୮ ରେ ଫିଲ୍ମ୍ ଗଜନି ରୁ କରିଥିଲେ । ତା ପରେ ସେ ହାଉସେଫୁଲ ୨, ରେଡ୍ଡୀ, ବୋଲ୍ ବଚନ ପରି ସୁପରହିଟ ଫିଲ୍ମ୍ କରିଥିଲେ । କିନ୍ତୁ ୨୦୧୬ ରେ ରାହୁଲ ଶର୍ମା ଙ୍କୁ ବିବାହ କରିବା ପରେ ସେ ଅଭିନୟ ହୁ ଛାଡି ଦେଇଥିଲେ । ବର୍ତମାନ ସେ ନିଜ ଝିଅ ଏବଂ ସ୍ବାମୀ ଙ୍କ ସହିତ ଆମେରିକା ରେ ବହୁତ୍ ଖୁସି ରେ ଅଛନ୍ତି ।

୩:-ଆଇସା ଟାକିଆ

ଆଇସା ଟାକିଆ ଦବଂ ହିରୋ ସଲମାନ୍ ଖାନ୍ ଙ୍କ ସହିତ ଫିଲ୍ମ୍ ୱାଣ୍ଟେଡ କରି ବହୁତ୍ ଲୋକପ୍ରିୟ ହୋଇଥିଲେ । ତାଙ୍କର ପ୍ରଥମ ଫିଲ୍ମ୍ ତାର୍ଜଣ୍ ଦ ୱନ୍ଦର କାର ଥିଲା । କିନ୍ତୁ ନିଜର ବିବାହ ପରେ ସେ ଆକ୍ଟିଂ ଛାଡି ଦେଇଥିଲେ । ବର୍ତମାନ ସେ ନିଜ ସ୍ବାମୀ ଙ୍କ ସହିତ ମୁମ୍ବାଇ ରେ ରହୁଛନ୍ତି ।

୪:-ନମ୍ରତା ସିରୋଡକର୍

ବଲିଉଡ୍ ଏବଂ ଟୋଲିଉଡ଼ ର ଫେମସ୍ ଅଭିନେତ୍ରୀ ନମ୍ରତା ସିରୋଡକର । କିନ୍ତୁ ବିବାହ ପରେ ସେ ନିଜର ଫିଲ୍ମ୍ କ୍ୟାରିୟର ଛାଡି ଦେଇଥିଲେ । ତେଲୁଗୁ ହିରୋ ମହେଶ ବାବୁ ଙ୍କ ପାଇଁ ସେ ନିଜ ଫିଲ୍ମ୍ ଲାଇଫ ଚାଡିଦାଇଥିଲେ । ବର୍ତମାନ ସେ ନିଜ ଛୁଆ ଏବଂ ସ୍ବାମୀ ଙ୍କ ସହିତ ଖୁସିରେ ଅଛନ୍ତି ।

୫:-ମିନାକ୍ଷୀ ସେଶାଦ୍ରି

ମୀନକ୍ଷୀ ନିଜ ସମୟରେ ବହୁତ୍ ହିଟ୍ ଫିଲ୍ମ୍ କରିଥିଲେ । ବଲିଉଡ୍ ରେ ସେ ଜଣା ଶୁଣା ଅଭିନେତ୍ରୀ ଙ୍କ ମଧ୍ୟରୁ ଜଣେ । ଦମିନି, ଘାତକ, ଘୟଲ୍ ଭଳି ସୁପରହିଟ ଫିଲ୍ମ୍ ପରେ ମଧ୍ୟ ବିବାହ କରିବା ପରେ ବଲିଉଡ୍ କୁ ବିଦାୟ ଦେଇଥିଲେ ।

ତେବେ ଆପଣଙ୍କୁ ଏହି ସବୁ ଅଭିନେତ୍ରୀ ଙ୍କ ଭିତରୁ କେଉଁ ଅଭିନେତ୍ରୀ ସବୁଠୁ ବେଶୀ ପସନ୍ଦ କମେଣ୍ଟରେ ଲେଖନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।