ଟିଭି ଶୋ ଶ୍ରୀ କୃଷ୍ଣରେ କରିଥିଲେ କୃଷ୍ଣଙ୍କ ରୋଲ, ଆଜି ଦେଖି ଚିହ୍ନି ପାରିବେ ନାହିଁ

କିଛି ଦିନ ତଳେ ପୁରା ଲକ ଡାଉନ ଚାଲିଥିଲା ତେଣୁ ଲୋକମାନେ ବୋରିଙ୍ଗ ହେଇଯାଉଥିଲେ। ପୁରୁଣା ଫିଲ୍ମ ଓ ସିରିୟଲ କଥା ମନେପଡୁଥିଲା । ସେଥିପାଇଁ ଆମ ନାସନଲ ଟିଭି ରେ ରାମାୟଣ ,ମହାଭାରତ ଆରମ୍ଭ ହୋଇଥିଲା । ଯାହାକୁ ଦେଖି ଲୋକଙ୍କ ମନରେ ଆନନ୍ଦର ଉଲ୍ଲାସ ଜାଗି ଉଠିଥିଲା । ପୁଣି ଶ୍ରୀକୃଷ୍ଣ ଶୋ ଟିକୁ ନ୍ୟାସନାଲ ରେ ଦେଖାଗଲା । ଏହା ୧୯୯୩ ମସିହାରେ ରମାନାଦ ସଗାରଙ୍କ ଦ୍ଵାରା ରଚିତ ।

ଶ୍ରୀକୃଷ୍ଣ ଶୋଟି ନ୍ୟସନାଲ ରେ ପ୍ରସାରିତ ହୋଇଥିଲା । ପୁଣି ରାମାୟଣ ଓ ମହାଭାରତ ଦେଖି ଲୋକମାନେ ଆନନ୍ଦିତ ହେଉଥିବାରୁ ଶ୍ରୀକୃଷ୍ଣ ଶୋ ଟି ପୁଣି ଟେଲିକାଷ୍ଟ କରିବେ । କହିବାକୁ ଗଲେ ଆପଣ ଶ୍ରୀକୃଷ୍ଣ ଶୋ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ଚିହ୍ନିଥିବେ । କିନ୍ତୁ ଆଜି ଆପଣଙ୍କୁ ଶ୍ରୀକୃଷ୍ଣ ସୋ ରେ କୃଷ୍ଣ ରୋଲ କରିଥିବା ଅଭିନେତାଙ୍କ ବିଷୟରେ ଜାଣିବା ।

କୃଷ୍ଣ ରୋଲ କରିଥିବା ଅଭନେତାଙ୍କ ନାମ ହେଉଛି ସର୍ଵ ଦମନ ବାନାର୍ଜୀ । ସେ  ୧୪ ମାର୍ଚ୍ଚ୧୯୬୫ ମସିହାରେ ଗୋଟିଏ ବଙ୍ଗାଳୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସର୍ଵ ଦମଣ୍ଡ ବାନାର୍ଜୀ ଜଣେ ଗୋଟିଏ ଭାରତୀୟ ଫିଲ୍ମ ଓ ଟିଭି ଅଭିନେତା ଅଟନ୍ତି । ତାଙ୍କର ପ୍ରଥମ ଫିଲ୍ମ ଆଦିଶଙ୍କର ଚାର୍ୟ୍ଯ ୧୯୮୩ ମସିହାରେ କରିଥିଲେ ।

ଏହାପରେ ସେ ବହୁତ ଫିଲ୍ମରେ କାମ କରିଥିଲେ । ସର୍ଵ ଦମନ ବାନାର୍ଜୀ ଟିଭି ସିରିୟଲ ଯାହାକି ଶ୍ରୀକୃଷ୍ଣ, ଗଙ୍ଗମୟା, ଅର୍ଜୁନ ଓ ଓଁମ ନମଃ ଶିବାୟ ପରି ବହୁତ ଟିଭି ସୋ ରେ କାମ କରିଥିଲେ । ସେ ନିଜର ପରିଚୟ ସୃଷ୍ଟି କରିଥିଲେ ବହୁତ ଟିଭି ସୋରେ କାର୍ଯ୍ୟ କରିଥିଲେ ।

ତାପରେ ଟିଭି ର ଦୁନିଆକୁ ଅଲବିଦା କହିଦେଇଥିଲେ । ସେ ବର୍ତ୍ତମାନ ହିମାଳୟ ରାଜ୍ୟର ଉତ୍ତରା ଖଣ୍ଡ ର ହୃଷିକେଶରେ ରୁହନ୍ତି । ସେ ଯୋଗ ଓ ମେଡିଟେସନ କ୍ଳାସ କରୁଛନ୍ତି । ପୁଣି ପଙ୍ଖ ନାମକ ସଂସ୍ଥା ରେ କାମ କରୁଛନ୍ତି ।ଗରିବ ପିଲମାନଙ୍କର ପାଠ ପଢିବା କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ସେ କୃଷ୍ଣ ଧାରାବାହିକରେ ଅଭିନୟ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।