Ekta Kapoor ଙ୍କ ସହ ପଙ୍ଗା ନେଇ କ୍ଯାରିୟର କରିଦେଲେ ବର୍ବାଦ, ନ ହେଲେ ଏବେ ଟିଭି ରେ ରାଜ କରୁଥାନ୍ତେ ଏହି 4 ଜଣ ଷ୍ଟାର

ଟିଭି କୁଇନ୍ ଏକତା କପୁରଙ୍କ ସହ ସମ୍ପର୍କ ବିଗାଡିବାକୁ କେହି ଚାହିଁବେ ନାହିଁ କିନ୍ତୁ ଟିଭିରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏକତା କାପୁରଙ୍କ ସହ ପଙ୍ଗା ନେଇ ସାରିଛନ୍ତି। ତେବେ ଆସନ୍ତୁ ଜାଣିବା ଇଣ୍ଡଷ୍ଟ୍ରିର ଏମିତି କିଛି କଳାକାର ଯିଏ ଏକତା କପୁରଙ୍କ ସହ ଖୋଲାଖୋଲି ପଙ୍ଗା ନେଇ ସାରିଛନ୍ତି।

୧- ଆମନା : ସିରିଏଲ ‘କାହିଁ ତୋ ହୋଗା’ ଜରିଆରେ ଏକତା କପୁର ତାଙ୍କୁ ଅଭିନୟ କରିବାର ସୁଯୋଗ ଦେଇଥିଲେ। ଏହି ସିରିଏଲ ପରେ ଆମନା ଏବଂ ଏକତାଙ୍କ ଭିତରେ ଭିତରେ ମତାନ୍ତର ଶୁଣିବାକୁ ମିଳୁଥିଲା। ଦୁଇ ଜଣଙ୍କ ଭିତରେ ହେଉଥିବା ଲଢେଇ ସାମ୍ନାକୁ ଆସିଲା ନାହିଁ କିନ୍ତୁ ଦୁଇ ଜଣଙ୍କ ଭିତରେ ଦୂରତା ହାଲୁକା ଦେଖିବାକୁ ମିଳୁଥିଲା। ଯେତେବେଳେ ଦୁହେଁ ଏକା ସାଙ୍ଗରେ ଏକ ସୋ ରେ ଦେଖିବାକୁ ମିଳିଲା ସେତେବେଳେ ଦୁଇଜଣଙ୍କର ଲଢେଇ ସରି ଯାଇଥିଲା।

୨- ପ୍ରାଚୀ ଦିସାଇ : ପ୍ରାଚୀକପୁରଙ୍କ ହିଟ୍ ସିରିଏଲ୍ ‘କସମ୍ ସେ’ ଅଭିନୟ କରି ବହୁତ ନାଁ କମାଇ ଥିଲେ। ହେଲେ ଏମିତି ବି ସମୟ ଥିଲା ଯେତେବେଳେ ଦୁହେଁ ଦୁହିଁଙ୍କ ମୁହଁ ଦେଖିବାକୁ ପସନ୍ଦ କରୁ ନଥିଲେ। ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ସବୁ କିଛି ଠିକ୍ ହୋଇଗଲା ତାପରେ ସେ ତାଙ୍କୁ ବଡ଼ ମୁଭି ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ସେ ‘ଓନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ।

୩- ଅନିତା ହସନନ୍ଦାନୀ : ଏକତା କପୁରଙ୍କ ଭଲ ସାଙ୍ଗ ଅନିତା ବୋଲି ସମସ୍ତେ ଜାଣିଥିଲେ କିନ୍ତୁ ଏମିତି ବି ସମୟ ଥିଲା ଯାହା ଦୁଇ ଜଣଙ୍କ ମଧ୍ୟରେ ବହୁତ ବଡ଼ ଝଗଡ଼ା ହୋଇଥିଲା। ଯେତେବେଳେ ପ୍ରାଚିଙ୍କୁ ‘ଓନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ରେ ଅଫର୍ ଦିଆଗଲା ସେତେବେଳେ ଅନିତାଙ୍କୁ ଲାଗିଲା ତାଙ୍କୁ ଅଣଦେଖା କରୁଛନ୍ତି। ଏହାପରେ ଏକତା ଅନିତାଙ୍କ ବନ୍ଧୁତ୍ୱକୁ ମଜବୁତ୍ ରଖିବା ପାଇଁ ସେ ଅନେକ ଗୁଡ଼ିଏ ପ୍ରୋଜେକ୍ଟରେ କାମ କରିବାକୁ ଦେଇଥିଲେ ସେଥି ମଧ୍ୟରୁ ‘ରାଗିନି ଏମ୍ ଏମ୍ ଏସ୍- ୨’ ରେ ଏବଂ ‘ୟେ ହେ ମହବତେ’ ରେ କାମ କରିଥିଲେ। ଏହାପରେ ୨ ଜଣଙ୍କ ସମ୍ପର୍କ ନରମ ପଡ଼ିଥିଲା।

୪- ସ୍ମ୍ରିତୀ ଇରାନୀ : ସ୍ମ୍ରିତି ଇରାନୀଙ୍କ ସହ ଏକତା କପୁରଙ୍କ ସହ ଲଢେ଼ଇ ହୋଇଥିଲା ଏହାପରେ ‘କଭି ସାସ୍ ଥୀ କଭି ବହୁ ଥୀ’ ସିରିଏଲ୍ ଛାଡି ଦେଇଥିଲେ। ସେତେବେଳେ ଏକତା ତୁଲସୀ ଚରିତ୍ର ପାଇଁ ଗୈାତମୀଙ୍କୁ ଅଭିନୟ ପାଇଁ କହିଥିଲେ କିନ୍ତୁ ସୋ ଖରାପ ଚାଲିବାରୁ ପୁଣି ଥରେ ସେ ସ୍ମ୍ରିତୀଙ୍କୁ ସିରିଏଲ୍ କରିବାକୁ ପ୍ରସ୍ତାବ ଦେଇଥିଲେ । ବୁଝାମଣା ପରେ ପୁଣି ଥରେ ଏହି ସିରିଏଲରେ କାମ କରିଥିଲେ।

୫- ପୁଲକିତ ସମ୍ରାଟ : ସେ ତାଙ୍କର ଆୟ କୁ ନେଇ ଦୁହିଁଙ୍କ ମଧ୍ୟରେ ମନାନ୍ତର ହୋଇଥିଲା, କିଛି ଦିନ ପରେ ଏକତା ପୁଲକିତ ଙ୍କ ବୁଝାମଣା ହୋଇଥିଲା।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।