Jaya Kishori ଙ୍କ ଲାଇଫ ଷ୍ଟାଇଲ, ତାଙ୍କ ପାଖରେ ଅଛି କେତେ କୋଟି ତାଙ୍କର ସମ୍ପତ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଆପଣଙ୍କ ମଧ୍ୟରୁ କିଛି ଲୋକମାନେ ଜୟା କିଶୋରୀଙ୍କୁ ଜାଣିଥିବେ । ସେ ଜଣେ ଗାୟିକା ଅଟନ୍ତି ଓ ସେ ଭଜନ ଇତ୍ୟାଦି ଗାଁ କରନ୍ତି । ଆଜି ଆମେ ଆପଣଙ୍କୁ ଜୟା କିଶୋରୀ ବିଷୟରେ କହିବୁ । ଜୟା କିଶୋରୀ ଶ୍ରୀ ଶିକ୍ଷାନଟନ କଲେଜ ବା ମହାଦେବୀ ବିର୍ଲା ବିଶ୍ଵ ଏକାଡେମି କୋଲକତାରୁ ନିଯ ପାଠ ପଢା ସେସ କରିଛନ୍ତି । ସେ ଓପନ ସ୍କୁଲିଙ୍ଗ ରୁ ବିକମ କରିଛନ୍ତି । କିଶୋରୀ ଜଣେ ପ୍ରଶିଧ ପ୍ରବଚିକା ଅଟନ୍ତି । ସେ ଦେଶ ବିଦେଶରେ ନାଇରୁ ବାଇରୁ ଓ ଶ୍ରୀମଦ ଭଗବତ ଗୀତାର ପ୍ରବାଚିକା ଭାବରେ ଜଣାଶୁଣା ମହିଳା ପ୍ରବାଚିକ ଅଟନ୍ତି ।

କିଶୋରୀ ବହୁଉତ ଛୋଟ ବଯସରୁ ପ୍ରବଚନ ଦେବା ଆରମ୍ଭ କରି ଦେଇଥିଲେ । ତାଙ୍କୁ ଅନୁକରଣ କରୁଥିବା ବ୍ୟକ୍ତି ମାନେ ଆଶ୍ଚର୍ଯ୍ୟ ପରାଟ କରନ୍ତି ସେ କିପରି ଏତେ ଛୋଟ ବଯସରୁ ଏତେ ଜ୍ଞାନ ପାଇ ପ୍ରବାଚିକା ହୋଇପାରିଲେ ।

ତାଙ୍କ ପ୍ରବଚଙ୍କୁ ଶୁଣିବା ଲୋକ ମାନେ ତାଙ୍କ ବିଷୟରେ ଜାଣିବା ପାଇଁ ବହୁତ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଜାଣିବ ତାଙ୍କର ଜୀବନ ଶୈଳୀ ବିଷୟରେ । ସେ ଶିକ୍ଷାନଟନ କଲେଜ ଓ ମହାଦେବୀ ବିର୍ଲା ବିଶ୍ଵ ଏକାଡେମି କୋଲକାତା ରୁ ନିଜର ପାଠ ପଢା ସେସ କରିଛନ୍ତି । ତାଙ୍କୁ ପାଠ ପଢିବାକୁ ବହୁତ ଭଲ ଲାଗେ । ସେ ଓପନ ସ୍କୁଲିଙ୍ଗ ରୁ ବିକମ କରିଛନ୍ତି । ସେ ଏକ ସାକ୍ଷାତ୍କାରରେ କହିଥିଲେକି ତାଙ୍କୁ ଆଉ ଅଧିକ ପାଠ ପଢିବା ଚାହୁଁଛନ୍ତି । କିଶୋରୀଙ୍କୁ ବହୁତ ଛୋଟ ବୟସରୁ ହହିଁ ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ଥିଲା ।

ଜଣା ଯାଏ କି ସେ ସେ 7 ବର୍ଷ ବୟସରେ କୋଲକାତାର ନିଜ ରହୁଥିବା ସ୍ଥାନରେ ବସନ୍ତ ମହୋତ୍ସବ ସମୟରେ ଆୟୋଜିତ ସତସଙ୍ଗରେ ପ୍ରଥମ କରି ଭଜନ ଗାୟନ କରିଥିଲେ । କୁହାଯାଏକି ସବୁବେଳେ ତାଙ୍କ ଘରେ ଭକ୍ତି ଭଜନ ଓ କୀର୍ତନର ପରିବେଶ ରହିଥାଏ । ଏଥିପାୟନ କିଶୋରୀଙ୍କୁ ଛୋଟ ବଯସରୁ ହିଁ ସତସଙ୍ଗ, ଭଜନ, କୀର୍ତନ ଭଲ ଲାଗୁଥିଲା । ତାଙ୍କୁ ବହୁତ ଛୋଟ ବୟଶରୁ ଶିବ ସ୍ତୋତ୍ର, ସୁନ୍ଦର କାଣ୍ଡ, ଲିଙ୍ଗାଷ୍ଟମ ଓ ମଦଧୁରାଷ୍ଟମ ସମ୍ପୂର୍ଣ ମନ ଥିଲା । ଏହା ପରଠୁ ତାଙ୍କର ପ୍ରଶିଦ୍ଧି ବଢିବାକୁ ଲାଗିଲା ।

ଏହି ସମୟ ପରଠୁ ସେ ଭଜନ, କିରତନ ଓ ପ୍ରବଚନ ଦେବା ଆରମ୍ଭ କରିଦେଇଥିଲେ । ସେ ଏକ ସାକ୍ଷାତ୍କାରରେ କହିଥିଲେକି ତାଙ୍କୁ ପ୍ରବଚନ ପାଇଁ ପ୍ରସ୍ତୁତି କରିବା ପାଇଁ ଦେଢ ବର୍ଷ ସମୟ ଲାଗିଥିଲା । ଏହା ପରେ ୧୫ ବର୍ଷ ବୟସରୁ ପ୍ରବଚନ ଦେବା ଆରମ୍ଭ କରିଥିଲେ । ମିଡିଆ ଶୁତ୍ରରୁ ଜଣା ପଦେକି ଜାୟା କିଶୋରୀ ଜଣେ ପାଶ୍ଚାତ୍ୟ ନୃତ୍ୟ ଶିଳ୍ପୀ ହେବାକୁ ଚାହୁଁ ଥିଲେ କିନ୍ତୁ ତାଙ୍କ ପରିବାରକୁ ତାଙ୍କର ପାଶ୍ଚାତ୍ୟ ନୃତ୍ୟ କରିବା ପାଇଁ ପସନ୍ଦ ନଥିଲା । ଏଠି ପାଇଁ ସେ କ୍ଲାସିକାଳ ନୃତ୍ୟ ଶିଖିଥିଲେ ।

ଜୟା କିଶୋରୀ ଟିଭିର ପ୍ରସିଦ୍ଧ ସୋ ବୁଗି ବୁଗି ରେ ଅଭିନୟ କରିଥିଲେ । ତାଙ୍କ ନିକଟ ବ୍ୟକ୍ତିଙ୍କ ଠାରୁ ଜଣା ପଡେ କି ସେ ଏକାନ୍ତ ଜୀବନ ବା ସାତ୍ୟୁକ ଜୀବନ ବିତେଇବାକୁ ବହୁତ ପସନ୍ଦ କରିଥାନ୍ତି । ତାଙ୍କୁ ଖାଲି ସମୟରେ ବହି ପଢିବା, ଭଜନ ଶୁଣିବା, ପରିବାର ସହିତ ସମୟ ବିତେଇବା ଓ ଗୀତ ଶିଖିବା ଇତ୍ୟାଦିକୁ ବହୁତ ପସନ୍ଦ ହୋଇଥାଏ ।