ସିରିୟଲ ପୁନର୍ବିବାହାର ୟଶଙ୍କ ପତ୍ନୀ ଦେଖବାକୁ ବହୁତ ସୁନ୍ଦର, କେଉଁବି ହିରୋଇନଙ୍କ ଠୁ ନୁହନ୍ତି କମ

ଟିଭି ସିରିୟଲରେ ଆପଣମାନେ ବହୁତ ସୁପର ହିଟ ଯୋଡିଙ୍କୁ ଏକା ସହିତ କାମ କରୁଥିବାର ଦେଖିଥିବେ । ଯାହାଙ୍କୁ ଫ୍ୟାନମାନେ ବହୁତ ଅଧିକ ପସନ୍ଦ ବି କରନ୍ତି । ଏହା ସହିତ ଏହି ଯୋଡିମାନେ ଅସଲ ଜୀବନରେ ବି ପରସ୍ପରକୁ ବିବାହ କରନ୍ତୁ ବୋଲି ମଧ୍ୟ ସବୁଦର୍ଶକମାନଙ୍କର ଇଛା ଥାଏ । ଏହି ଯୋଡିମାନଙ୍କ ମଧ୍ୟରୁ ଗୋଟିଏ ଯୋଡି ଆରତୀ ଓ ୟଶ ଅଟନ୍ତି । ଯାହାଙ୍କୁ ଆପଣ ଟିଭି ସିରିୟଲ ‘ପୁନର୍ବିବାହ’ରେ ଦେଖିଥିବେ । ଦର୍ଶକମାନେ ଏହି ଯୋଡିକୁ ବହୁତ ଅଧିକ ପସନ୍ଦ ବି କରିଥିଲେ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଶୋ ବିଷୟରେ ନୁହେଁ ଅଥବା ଏହି ଶୋରେ ୟଶର କିରଦାରକୁ କରିଥିବା ଅଭିନେତାଙ୍କ ରିୟଲ ଲାଇଫ ପତ୍ନୀଙ୍କ ବିଷୟରେ କହିବୁ ।

ଆପଣଙ୍କୁ କହିଦେଉଛୁ କି ସିରିୟଲ ‘ପୁନର୍ବିବାହ’ରେ ୟଶର ଅଭିନୟ କରି ପପୁଳାର ହୋଇଥିବା ଅଭିନେତାଙ୍କ ନାଁ ଗୁରମୀତ ଚୌଧରୀ ଅଟେ । ଯାହାଙ୍କର ଜନ୍ମ ୧୧ ଫେବ୍ରୁୟାରୀ ୧୯୮୪ରେ ବିହାରରେ ହୋଇଥିଲା । ଯଦି କଥାବାର୍ତ୍ତା କରିବା ତାଙ୍କର ଅଭିନୟ କ୍ୟାରିୟର ବିଷୟରେ ତେବେ ସେ ନିଜର ଅଭିନୟ କ୍ୟାରିୟରର ଆରମ୍ଭ ୨୦୦୪ରେ ‘ୟେ ମେରୀ ଲାଇଫ ହୈ’ ଟିଭି ଶୋରୁ କରିଥିଲେ । ଯେଉଁଥିରେ ତାଙ୍କର କିରଦାରକୁ ବହୁତ ଅଧିକ ପସନ୍ଦ କରାଯାଇଥିଲା ।

ଏହା ସହିତ ସେ କୁମକୁମ ଓ ମାୟାବି ଭଳି ଶୋରେ ବି ନଜର ଆସିଛନ୍ତି । କିନ୍ତୁ ତାକୁ ଟିଭି ଇଣ୍ଡଷ୍ଟ୍ରିରେ ଗୀତ – ହୁଈ ସବସେ ପରାୟୀ ସିରିୟଲରେ ସବୁଠୁ ଅଧିକ ସଫଳତା ମିଳିଲା । ଶୋରେ ଗୁରମୀତଙ୍କ ଅଭିନୟକୁ ଦେଖି ତାଙ୍କୁ ପୁନର୍ବିବାହ ଭଳି ପପୁଳାର ଶୋରେ କାସ୍ଟ କରାଗଲା। ଏହା ସହିତ ଏହି ସିରିୟଲରେ ତାଙ୍କର ୟଶର କିରଦାରକୁ ଫ୍ୟାନମାନେ ବହୁତ ଅଧିକ ପସନ୍ଦ ବି କରିଥିଲେ ।

ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ ସେ ୨୦୧୧ରେ ଟିଭିର ଜଣାଶୁଣା ଅଭିନେତ୍ରୀ ଦେବିନା ବୋନର୍ଜୀଙ୍କୁ ବିବାହ କରିଛନ୍ତି । କହିବାକୁ ଗଲେ ଦୁଇ ଜଣଙ୍କର ସାକ୍ଷାତ ‘ରାମାୟଣ’ର ଶୋ ହୋଇଥିଲା । ଦୁଇ ବର୍ଷ ରିଲେସନଶିପରେ ରହିବା ପରେ ଦୁଇ ଜଣ ବିବାହ କରିନେଲେ । ଯେଉଁଠି ଆଜି ଗୁରମୀତ ଚୌଧରୀ ଟିଭି ଇଣ୍ଡଷ୍ଟ୍ରି ଠାରୁ ନେଇ ବଲୀଉଡ ଇଣ୍ଡଷ୍ଟ୍ରିରେ ଜଣେ ଫେମସ ଅଭିନେତା ହୋଇ ସାରିଛନ୍ତି ତେବେ ଅନ୍ୟ ପଟେ ତାଙ୍କର ପତ୍ନୀ ବି ଟିଭିର ବହୁତ ପପୁଳାର ଶୋରେ ନଜର ଆସିସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।