ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ମ୍ୟୁଜିକ ଡାଇରେକ୍ଟର Abhijit Majumdar ଙ୍କ ଫାମିଲି ଆଲବମ, ଆଗରୁ କେବେ ଦେଖି ନଥିବେ

ବନ୍ଧୁଗଣ, “ଅଭିଜିତ ମଜୁମଦାର” କୁ ପାଏ ସମସ୍ତେ ଜାଣିଛନ୍ତି । ତାଙ୍କର ଜନ୍ମଦିନ ୧୧ ସେପ୍ଟେମ୍ବର ରେ ପାଳନ କରନ୍ତି । ତାଙ୍କ ବାପାଙ୍କ ନାମ “ଅରୁଣ ମଜୁମଦାର” । “ଅଭିଜିତ ମଜୁମଦାର” ଙ୍କ ଘର ସମ୍ବଲପୁର ଅଟେ । ମାତ୍ର ସେ ତାଙ୍କ ପରିବାର ଙ୍କ ସହ କଟକ ରେ ରହୁଛନ୍ତି । ଆପଣ ମାନେ ତାଙ୍କ ପରିବାର ସଦସ୍ୟଙ୍କ ସମ୍ବନ୍ଧରେ ପାଏ ବିଶେଷ କିଛି ଜାଣି ନଥିବେ, ତାଙ୍କ ପରିବାରରେ ତାଙ୍କ ବାପା, ମା, ଭାଇ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଏକମାତ୍ର ପୁତ୍ର ସନ୍ତାନ ଅଛନ୍ତି ।

ବନ୍ଧୁଗଣ ତାଙ୍କ ସ୍ତ୍ରୀ ଙ୍କ ନାମ “ରଞ୍ଜିତା ମଜୁମଦାର” ଅଟେ । ତାଙ୍କର ଏକମାତ୍ର ପୁତ୍ର ଙ୍କ ନାମ “ଆୟୁଷ ମଜୁମଦାର” ଅଟେ । ତାଙ୍କ ଭାଇ ଙ୍କ ନାମ “ମନୋଜିତ ମଜୁମଦାର” ଅଟେ । ସେ ୧୯୯୧ ମସିହାରୁ ସଙ୍ଗୀତ ଦୁନିଆରେ ପାଦ ଦେଇଥିଲେ ।

“ଅଭିଜିତ” ସମ୍ବଲପୁର ସଙ୍ଗୀତରୁ ପ୍ରଥମେ ଗାଇବା ଆରମ୍ଭ କରିଥିଲେ । ଏହାପରେ ସେ କଟକ ଆସି ଭଜନ ସଙ୍ଗୀତରେ ନିଜର କଣ୍ଠଦାନ କରିଥିଲେ । ୨୦୦୦ ମସିହାରେ, ପ୍ରଥମ ଓଡିଆ କଥାଚିତ୍ର (କାଶିଆ କପିଳା) ରେ ସଙ୍ଗୀତ ନିର୍ଦ୍ଧେଶନା ଦେବା ଆରମ୍ଭ କରିଥିଲେ । ସେ କଲେଜ ପଡିଲା ବେଳେ ସଙ୍ଗୀତ ପ୍ରତି ଅନେକ ରୁଚି ରଖିଥିଲେ । ସେ ହିନ୍ଦୀ ଇଣ୍ଡଷ୍ଟ୍ରି ର ଗାୟକ “ଶାନ” ଙ୍କ ସହିତ ମଧ୍ୟ କାମ କରିଛନ୍ତି ।

ଏହା ସହିତ ସେ ବଲିଉଡ ର ଅନେକ କଳାକାରଙ୍କ ସହିତ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କର ସଙ୍ଗୀତ ସାରା ଓଡିଶା ବାସୀଙ୍କ ହୃଦୟରେ ଘର କରି ବସିଅଛି । ବନ୍ଧୁଗଣ ତାଙ୍କର ଜବରଦସ୍ତ ଗୀତ ଦ୍ଵାରା ସେ ସାରା ଦର୍ଶକଙ୍କ ମନରେ ଗୋଟିଏ ଅଲଗା ସ୍ଥାନ ବନାଇ ପାରିଛନ୍ତି । “ଅଭିଜିତ ମଜୁମଦାର” ତାଙ୍କ ନିଜ ଜୀବନରେ ଅନେକ ଗୀତ ଗାଇଛନ୍ତି । ତାଙ୍କ ଗୀତ ମାଧ୍ୟମରେ ସେ ଅନେକ ଲୋକଙ୍କୁ ବାନ୍ଧି ରଖିଛନ୍ତି ।

ସେ ଖୁବ କମ ସମୟରେ ନିଜ ଗୀତ ମାଧ୍ୟମରେ ଲୋକ ପ୍ରିୟତା ହାସଲ କରିଛନ୍ତି । ଲୋକମାନେ ମଧ୍ୟ ତାଙ୍କ ସଙ୍ଗୀତ କୁ ବହୁତ ପସନ୍ଦ କରିଥାନ୍ତି । “ଅଭିଜିତ ମଜୁମଦାର” ପ୍ରାଏ ୪୦୦ ରୁ ଅଧିକ ଓଡିଆ ଗୀତ ଗାଇଛନ୍ତି । ସେହି ଗୀତ ଗୁଡିକ ମଧ୍ୟ ସୁପରହିଟ ହୋଇଛି । ବନ୍ଧୁଗଣ “ଅଭିଜିତ ମଜୁମଦାର” ପିଲାଦିନରୁ ଗୀତ ଗାଇବାକୁ ବହୁତ ପସନ୍ଦ କରନ୍ତି ।

ବର୍ତ୍ତମାନ ସେ ନମ୍ବର ୧ ଗାୟକ ଭାବେ ପରିଗଣିତ ହୋଇଆସିଛନ୍ତି । ତାଙ୍କ ଗୀତ ଗୁଡିକ ମଧ୍ୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ପିଲା ଦିନରୁ “ଅଭିଜିତ ମଜୁମଦାର” ସବୁ ପ୍ରୋଗ୍ରାମ ରେ ଗୀତ ଗାଇବା ପାଇଁ ଭାଗ ନେଉଥିଲେ । ସେ ଏଥିରେ ମଧ୍ୟ ଟ୍ରଫି ହାସଲ କରୁଥିଲେ । ବର୍ତ୍ତମାନ ସେ ବହୁତ ପ୍ରସିଦ୍ଧ ଗାୟକ ଭାବରେ ଖ୍ଯାତିଅର୍ଜନ କରିସାରିଲେଣି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।