ସବୁଠୁ ବେଶୀ ଓଜନ ଅଟେ ବଲୀଉଡର ଏହି ଅଭିନେତାଙ୍କ ସ୍ତ୍ରୀଙ୍କର, ଚତୁର୍ଥ ନମ୍ବର ରେ ଥିବା ସବୁଠୁ ଅଧିକ ଓଜନ

ଆମେ ସମସ୍ତେ ଜାଣିଛୁ କି ଫିଲ୍ମ ଦୁନିଆ ସବୁଠୁ ମାୟାବି ଅଟେ । ସେଥିପାଇଁ ଫିଲ୍ମ ସିଟି ମାନେ ମୁମ୍ବାଇକୁ ମାୟାନଗର ମଧ୍ୟ କୁହାଯାଏ । କହିଦେଉଛୁ ଯେ ଏହି ମାୟାବି ଦୁନିଆରେ କାମ କରିବା ଏବଂ ନିଜର ନାମ କରିବା ପାଇଁ ସ୍ଵପ୍ନ ନେଇ ଆସିଥାନ୍ତି । କିଛି ଲୋକମାନେ ସଂଘର୍ଷ କରି ନିରାଶ ହୋଇ ଫେରି ଯାଆନ୍ତି କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି କି ଯେଉଁମାନେ ସଂଘର୍ଷ କରି ନିଜର ପରିଚୟ ବନାଇଛନ୍ତି ।

ଯଦି ଆପଣଙ୍କୁ ଫିଲ୍ମ ଦୁନିଆରେ ରହିବାର ଅଛି ତେବେ ଏଥିପାଇଁ ଆପଣଙ୍କୁ ବହୁତ ସଂଘର୍ଷ କରିବା ସହିତ ନିଜକୁ ଫିଟ ରଖିବାର ଅଛି । ବର୍ତ୍ତମାନ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନେ ନିଜର ଓଜନ ଏବଂ ଶରୀରକୁ ବହୁତ ସନ୍ତୁଳିତ ରଖିଥାନ୍ତି । କିନ୍ତୁ ଆଜି ଆମେ ଆପଣମାନଙ୍କୁ ବଲୀଉଡର କିଛି ଚର୍ଚିତ ଅଭିନେତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ଦେଖିବାକୁ ମୋଟି ଅଟନ୍ତି ।

ଗୋବିନ୍ଦା

ବଲୀଉଡ ଫିଲ୍ମର ଜଣାଶୁଣା ଅଭିନେତା ଏବଂ ନୃତ୍ୟରେ ମାହିର ଗୋବିନ୍ଦା ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରହିଥାନ୍ତି । ଗୋବିନ୍ଦା ବର୍ଷ ୧୯୮୭ର ୧୧ ମାର୍ଚରେ ସୁନିତା ଆହୁଜାଙ୍କ ସହ ବାହା ହୋଇଥିଲେ । ସୁନିତା ଦେଖିବାକୁ ସୁନ୍ଦର ଅଟନ୍ତି କିନ୍ତୁ ସେ ବହୁତ ମୋଟି ବି ଅଟନ୍ତି ।

ଇରଫାନ ଖାନ

ଏହି ସମୟରେ ଇରଫାନ କ୍ୟାନ୍ସର ଭଳି ରୋଗରେ ପୀଡିତ ଅଛନ୍ତି । ଇରଫାନ ଖାନ ନିଜର ଅଭିନୟ ଦ୍ଵାରା ଆଜି କୋଟି କୋଟି ଲୋକଙ୍କର ହୃଦୟକୁ ଜିତି ପାରିଛନ୍ତି । ଇରଫାନ ଖାନ ୧୯୯୫ ମସିହାରେ ସୂତାପା ସିକନ୍ଦରଙ୍କ ସହ ବାହା ହୋଇଥିଲେ ଏବଂ ସେ ବର୍ତ୍ତମାନ ବହୁତ ମୋଟି ହୋଇଯାଇଛନ୍ତି ।

ଇମରାନ ଖାନ

ଇମରାନ ଖାନଙ୍କର ବଲୀଉଡ ଯାତ୍ରା ବହୁତ ଭଲ ଥିଲା । କିନ୍ତୁ ସେ କିଛି ବର୍ଷ ହେବ ଫିଲ୍ମ ଦୁନିଆରୁ ଦୂରେଇ ଅଛନ୍ତି । କହି ଦେଉଛୁ ଯେ ୧୦ ଜାନୁୟାରୀ ୨୦୧୧ ରେ ଇମରାନ ଖାନ ଅବନ୍ତିକା ମଲିକଙ୍କ ସହ ବାହା ହୋଇଥିଲେ ଏବଂ ତାଙ୍କ ସ୍ତ୍ରୀ ବହୁତ ମୋଟି ଅଟନ୍ତି ।

ରାଜପାଲ ୟାଦବ

ରାଜପାଲ ୟାଦବ ନିଜର କମେଡି ଏବଂ ହାସ୍ୟତ୍ମକ ଅଭିନୟ ଯୋଗୁ ସେ ଲୋକମାନଙ୍କ ହୃଦରେ ରାଜ କରିଥିଲେ । ଆପଣଙ୍କୁ କହିଦେଉଛୁ ଯେ ରାଜପାଲ ୟାଦବ ୧୦ ଜୁନ ୨୦୦୩ରେ ରାଧା ୟାଦବଙ୍କ ସହ ବାହା ହୋଇଥିଲେ । ସେ ବହୁତ ମୋଟି ଅଟନ୍ତି ।